ନିୟମ ମାନିବାକୁ ଲୋକ ପ୍ରସ୍ତୁତ ନୁହନ୍ତି
ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱରର ବାସିନ୍ଦା ଏବେ ସବୁଠାରୁ ଅଧିକ ସଂକ୍ରମିତ ହେଉଛନ୍ତି । କୋଭିଡକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାଜା ଅପଡେଟ ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି ଯେ, ‘ ଭୁବନେଶ୍ୱରରେ ଏବେ ୩୬୮୩ ଆକ୍ଟିଭ୍ କେସ୍ ରହିଛି ।…