Odia News Portal
Monthly Archives

September 2020

ବନ୍ୟା ଧୋଇନେଲା  ୨୮୩ କୋଟି

ଭୁବନେଶ୍ୱର() ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଚଳିତଥର ଏହି ବନ୍ୟାରେ  ୨୮୩ କୋଟି ଟଙ୍କାର ନଦୀବନ୍ଧ  ଧୋଇ ହୋଇଯାଇଛି। ବନ୍ୟା ନିୟନ୍ତ୍ରଣ ମୁଖ୍ୟ ଯନ୍ତ୍ରୀ ସୁଶାନ୍ତ ରଥ ଏନେଇ ସୂଚନା ଦେଇଛନ୍ତି । ଏହାସହ ବନ୍ୟାରେ ୩୮ଟି ଘାଇ, ୯୯୬ କିମି ନଦୀ ବନ୍ଧ ଆଶିଂକ ନଷ୍ଟ…

୧୦୦ ଟପିବ ପିଆଜ ଦର !

ଭୁବନେଶ୍ୱର() ଗତ ସପ୍ତାହରେ ବଜାରରେ ପିଆଜ କିଲୋ ପିଛା ୩୫ ଟଙ୍କା ଥିବା ବେଳେ ହଠାତ ୫୦ ଟଙ୍କାକୁ ଡେଇଁଛି । ସ୍ଥାନ ଦେଖି କିଛି କିଛି ବଜାରରେ ପିଆଜ ୬୦ ଟଙ୍କା ଛୁଇଁଥିବା ଜଣାପଡ଼ିଛି । ମାତ୍ର ଗୋଟି, ସପ୍ତାହରେ କିଲୋପିଛା ୧୫ ଟଙ୍କା ବଢ଼ିବାଦ୍ୱାରା ବଜାର ତାତିରେ ଖାଉଟି ମହଲ ବ୍ୟତିବ୍ୟସ୍ତ…

OERCର ନିଷ୍ପତ୍ତିକୁ ଆମେ ଗ୍ରହଣ କରୁଛୁ

ଭୁବନେଶ୍ୱର() ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ସେ କହିିିଛନ୍ତ୍ତି ବିଦ୍ୟୁତ ଦର ପ୍ରସଙ୍ଗରେ ନିଷ୍ପତ୍ତି ନିଏ OERC । ଗତ ୭ବର୍ଷ ଧରି ବଢ଼ିନଥିଲା ବିଦ୍ୟୁତ ଦର । OERCର ନିଷ୍ପତ୍ତିକୁ ଆମେ ଗ୍ରହଣ କରୁଛୁ ବୋଲି ସେ କହିଛନ୍ତି।…

ଏନସିବି ସମନର ଉତ୍ତର ଦେଲେନି ରକୁଲ

ନୂଆଦିଲ୍ଲୀ () ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ଉପରେ ତଦନ୍ତ କରୁଥିବା ଏନସିବି ଗତକାଲି ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲୀ ଖାନ ଓ ରକୁଲ ପ୍ରୀତ ସିଂହଙ୍କ ସମେତ ୭ ଜଣଙ୍କୁ ପଚରାଉଚରା ପାଇଁ ସମନ କରିଛି। ଏ ସମସ୍ତଙ୍କୁ ଏନିସିବି ଭିନ୍ନ ଭିନ୍ନ…

ଆଜି ସର୍ବାଧିକ ୧୬ ମୁଣ୍ଡ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର() ରାଜ୍ୟରେ ଆଜି ୪୩୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫,  ପୁରୀରୁ ୪, କେନ୍ଦ୍ରାପଡ଼ାରୁ ୨, ରାୟଗଡା, ବଲାଙ୍ଗୀର, ନୟାଗଡ଼, ମୟୁରଭଂଜ, ସୁବର୍ଣ୍ଣପୁର ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ…

ଆଜି ୪୩୪୦ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୯୬ ହଜାର ପାର

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୪୩୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୬୮୮୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ସମ୍ ଡାକ୍ତରଙ୍କ ସଫଳ ଚିକିତ୍ସା ଜଟିଳ ହୃଦରୋଗରୁ ସୁସ୍ଥ ହେଲେ ବୟୋଜ୍ୟେଷ୍ଠ

ଭୁବନେଶ୍ୱର() ଜଟିଳ ହୃଦରୋଗ ସମସ୍ୟାରୁ ସୁସ୍ଥ ହେଲେ ଜଣେ ୭୨ ବର୍ଷୀୟ  ବୟୋଜ୍ୟେଷ୍ଠ । ହସ୍ପିଟାଲର ହୃଦରୋଗ ବିଭାଗର ଡାକ୍ତରଙ୍କ ସଫଳ ଉଦ୍ୟମ ଓ କଠୋର ପରିଶ୍ରମ ଫଳରେ ସାଲେପୁର ଅଂଚଳର ୭୨ ବର୍ଷୀୟ ରତ୍ନାକର ବାରିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ଅଗଷ୍ଟ ୨୨ ତାରିଖ ଦିନ ଗୁରୁତର ହୃଦରୋଗ…

ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲୀଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର () ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ ଘଟିଛି। ଚିକିତ୍ସାଦିନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସିଟାଲରେ ଆଜି ସକାଳେ ପରଲୋକ ଘଟିଥିବା ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ଗତ ୧୪ ତାରିଖରେ ଅସୁସ୍ଥତା କାରଣରୁ ହସପିଟାଲରେ ଭର୍ତି…

ରାଜ୍ୟରେ ବଢ଼ିବ ବିଜୁଳି ଦର

ଭୁବନେଶ୍ୱର()  ଅକ୍ଟୋବର ପହିଲାରୁ ରାଜ୍ୟରେ ବିଜୁଳି ଦର ବଢ଼ିବ । ୟୁନିଟ ପିଛା ବିଜୁଳି ଦର ୨୦ ପଇସା ବଢ଼ାଇବାକୁ ଓଇଆରସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କୃଷକ ଓ ବିପିଏଲ ଶ୍ରେଣୀର କୁଟୀର ଜ୍ୟୋତି ଗ୍ରାହକଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ଦରଧାର୍ଯ୍ୟ ଶୁଣାଣି ବେଳେ ନିଅଣ୍ଟ ଭରଣା ଦାବି…

ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର()  ରାଜ୍ୟ ସରକାର ଆଇପିଏସସ୍ତରରେ ଅଦଳବଦଳ କରିଛନ୍ତି  । ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି  । କେନ୍ଦ୍ରୀୟ ଡେପୁଟେସନରୁ ଆସିବା ପରେ ୧୯୮୮ ବ୍ୟାଚର ଆଇପିଏସ ଅରୁଣ କୁମାର ରାୟଙ୍କୁ ଏଡ଼ିଜିପି କମୁ୍ୟନିକେସନ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି  । ସେହିପରି…