Odia News Portal
Monthly Archives

October 2020

ନିଟ ପରୀକ୍ଷାରେ ସୋଆ ଆଇ.ଏଚ୍.ଏସ୍.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ + ୨  ମହାବିଦ୍ୟାଳ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ହାୟର୍ ସେକେଣ୍ଡାରୀ ଏଜୁକେସନ୍ର ୮ ଜଣ  ଛାତ୍ରଛା ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍)ରେ କୃତିତ୍ୱର ସହ ସମ୍ମାନ ଜନକ ସ୍ଥାନ (ର୍ୟାଙ୍କ) ରଖି ସଫଳତା ହାସଲ କରିଛନ୍ତି । ନିଟରେ…

ଭୁବନେଶ୍ୱରରୁ ଆଉ ୧୮୯ ପଜିଟିଭ, ୧୪୨ ଲୋକାଲ କେସ

ଭୁବନେଶ୍ୱର() ଆଜି ଭୁବନେଶ୍ୱରରୁ ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୭ ଓ ସ୍ଥାନୀୟ ଅଞ୍ଚଳରୁ ୧୪୨ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୨୬୭ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୮ ହଜାର ୨୯୯ କୁ…

ଚଳିତ ବର୍ଷ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ()  ଚଳିତ ବର୍ଷ ପାକିସ୍ତାନ ପକ୍ଷରୁ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଜମ୍ମୁ କାଶ୍ମୀରର ବିଭିନ୍ନ ନିୟନ୍ତ୍ରଣ ରେଖାରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । କେବଳ ଅସ୍ତ୍ରବିରତି ନୁହେଁ ବରଂ ସୀମାପାର…

କ୍ୟାପ୍‌ସୁଲରେ ତିଆରି ହେଲା ଦୁର୍ଗା ମୂର୍ତ୍ତି

ବେଶ କିଛି ବର୍ଷ ଧରି ନୂଆ ନୂଆ ବିଷୟ ଆଧାରିତ ପେଣ୍ଡାଲ ଓ ଦୁର୍ଗା ମୂର୍ତ୍ତି ଦୁର୍ଗା ପୂଜାର ମୁଖ୍ୟ ଅଂଶ ହୋଇଛି । ଚଳିତ ବର୍ଷ ଅନେକ ଦୁର୍ଗା ପୂଜା ପେଣ୍ଡାଲ କରୋନା ଭାଇରସ୍‌ ବିଷୟ ଉପରେ ପ୍ରସ୍ତୁତ ହୋଇଛି । ଏହି କ୍ରମରେ ଆସାମର ଧୁବ୍ରି ସ୍ଥିତ ଜଣେ କଳାକାର ମେଡିକାଲ ବର୍ଜ୍ୟ ସାହାଯ୍ୟରେ…

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ କ୍ୟାପଟେନ୍ କପିଲ ଦେବ

ନୂଆଦିଲ୍ଲୀ()  ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ କପିଲ ଦେବଙ୍କୁ ହାର୍ଟ ଆଟାକ୍। ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ  ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ଛାତିରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଛି। ହାର୍ଟରେ ବ୍ଲକେଜ୍ କାରଣରୁ ତାଙ୍କୁ…

ଇଚ୍ଛାରେ ନା ଚାପରେ ଇସ୍ତଫା

ଭୁବନେଶ୍ୱର () ଓଟିଭିରୁ ରମେଶ ରଥଙ୍କ ଇସ୍ତାଫାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁ ରମେଶଙ୍କୁ ଜଣେ ମହିଳା ସାଂସଦଙ୍କ ମିଛ ଓ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ପୋଲିସର ପଚାରାଉଚରାକୁ ନେଇ ଚ୍ୟାନେଲ କର୍ତ୍ତୃପକ୍ଷ ସରକାରଙ୍କ ଉପରକୁ କାଦୁଅ ଫୋପାଡୁଥିଲା ସେହି ସଂସ୍ଥା…

କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ବଢୁଛି ମୃତ୍ୟୁ ସଂଖ୍ୟା, ଆଜି ୧୮ ଜୀବନ ନେଲା କରୋନା

ଭୁବନେଶ୍ବର() ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ କମିବାର ଲାଗିଛି । ଆଜି ରାଜ୍ୟରେ ୧୭୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୁସି ଖବର ହେଲା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିଲା ବେଳେ ଦୁଃଖ ଖବର ହେଲେ ମୃତ୍ୟୁ ସଂଖ୍ୟା କମିବାର ନାଁ…

ଆଉ ୧୭୯୩ ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର()  ଆଜି ରାଜ୍ୟରୁ ୧୭୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୩୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୬୨ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ…

ନୟାପଲ୍ଲୀରୁ ଏୟାରପୋର୍ଟକୁ ଗ୍ରୀନ କରିଡର

ଭୁବନେଶ୍ୱର()  ଭୁବନେଶ୍ୱରରୁ ହାଇଦ୍ରାବାଦ୍ ଯିବେ କରୋନା ରୋଗୀ । କରୋନାରୁ ସୁସ୍ଥ ହେବା ପରେ ତାଙ୍କର ଫୁସଫୁସରେ ସମସ୍ୟା ଥିବା ଜଣାପଡିଥିଲା । ଏହାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର କୃତିମ୍ ଫୁସଫୁସ୍ ରୋପଣ କରାଯାଇଛି । ତେବେ ସ୍ୱାସ୍ଥ୍ୟ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ…

ଫଟୋରେ ଫଟୋରେ ଦେଖନ୍ତୁ ମା’ଙ୍କ ଝଲକ …

ଭୁବନେଶ୍ୱର() ଆଜି ପବିତ୍ର ମହାସପ୍ତମୀ । କରୋନା କଟକଣା ଭିତରେ ଚାଲିଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା । ଗତକାଲି ଷଷ୍ଠୀ ମହାବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା’। ଦୁର୍ଗା । ଅଧିବାସ ଓ ବିଲବରଣ କରାଯାଇଛି । ଆଜି ହେବ ମହାମାୟୀଙ୍କ ଚକ୍ଷୁଦାନ ପରମ୍ପରା । ଚଳିତ ବର୍ଷ ଅଧିକାଂଶ…