ପୟାଶ୍ରାଦ୍ଧରେ ଜଳିବନି କାଉଁରିଆ
ପୁରୀ() ଦୀପାବଳିରେ ହେଉଥିବା ପୟା ଶ୍ରାଦ୍ଧ ଉପରେ ପ୍ରଶାସନ କଟକଣା ଲଗାଇଛି । ଶ୍ରୀମନ୍ଦିର ଆଗରେ କାଉଁରିଆ କାଠି ଜାଳି ପାରିବେନି ଶ୍ରଦ୍ଧାଳୁ ବୋଲି ସୂଚନା ରହିଛି । ଘରେ ରହି ପୟା ଶ୍ରାଦ୍ଧ ପାଳନ କରିବାକୁ ପ୍ରଶାସନ ଅନୁରୋଧ କରିଛି । ତେବେ ଶ୍ରଦ୍ଧାଳୁମାନେ କେବଳ ପୟାଶ୍ରାଦ୍ଧ କର୍ମ କରି…