୭ଦିନରେ ମିଳିବ ଡ୍ରାଇଭିଂ ଲାଇସେନ୍ସ
ଡ୍ରାଇଭିଂ ଲାଇସେନ୍ସକୁ ଚିନ୍ତାରେ ଥିବା ଲୋକମାନଙ୍କ ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି ୟୁପି ସରକାର । ଏହା ଦ୍ୱାରା ଆବେଦନ କରିବାର ମାତ୍ର ୭ ଦିନ ଭିତରେ ହିଁ ଆବେଦନକାରୀଙ୍କ ଘରେ ପହଞ୍ଚିଯିବ ଡ୍ରାଇଭିଂ ଲାଇସେନ୍ସ ବା ଡିଏଲ ।
ପରିବହନ ବିଭାଗର ଏଭଳି ୨୪ ଟି ସେବାକୁ ଶେଷ କରିବା…