Odia News Portal
Monthly Archives

November 2020

କାହିଁକି କମିଲା ତିର୍ତ୍ତୋଲ ବ୍ଲକ ବିଜେଡି ଭୋଟ ?

ଜଗତସିଂହପୁର() ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ବିପୁଳ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅଧୀନସ୍ଥ ତିନିଟି ବ୍ଲକ୍‌ରେ ବିଜେଡି ପାଇଥିବା ଭୋଟ୍‌କୁ ନେଇ ରାଜନୈତିକ ମହଲରେ ତର୍ଜମା ଆରମ୍ଭ ହୋଇଛି। ବିଜୟ ଶଙ୍କରଙ୍କ ସପକ୍ଷରେ ଅନୁକମ୍ପା ଥିଲେ ମଧ୍ୟ ବିଜେଡି…

ମୁଖ୍ୟ ସଚିବଙ୍କୁ ଭୁଆଁ ବୁଲାଇଲେ ପ୍ରଦୂଷଣ ବୋର୍ଡ ଅଧିକାରୀ

ଭୁବନେଶ୍ୱର () ଓଡିଶା ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ହେଉଛନ୍ତି ଖୋଦ୍‍ ମୁଖ୍ୟ ଶାସନ ସଚିବ । ଗତମାସରେ ବୋର୍ଡ ବୈଠକରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରିଥିବାବେଳେ କିଛି ଅଧିକାରୀ ତାଙ୍କୁ ଭୁଆଁ ବୁଲାଇ ଦେଇଛନ୍ତି । ମୁଖ୍ୟ ସଚିବଙ୍କ ନିଷ୍ପତ୍ତିକୁ ନିଜ ସ୍ୱାର୍ଥ ପାଇଁ ମୋଡି ମକଚି ଦେବା…

ସ୍ମାର୍ଟ ସିଟିର ୯ ପ୍ରମୁଖ ରାସ୍ତାର ହେବ ନବକଳେବର

ଭୁବନେଶ୍ବର() ଆରାମରେ ଚାଲିବେ ପଥଚାରୀ। ନା ଟ୍ରାଫିକ୍‌ ଟେନସନ୍‌ ନା ଦୁର୍ଘଟଣାର ଭୟ। ସୁସ୍ଥ ପରିବେଶ ଭିତରେ ବାଟ ଚାଲିବେ ପଥଚାରୀ। ବିଶ୍ରାମ ପାଇଁ ସବୁଜିମା ଭରା ପ୍ରଶସ୍ତ ସ୍ଥାନ ବି ରହିବ। ସାଇକେଲ୍‌ ଚାଳକ ମଧ୍ୟ ବେଶ୍‌ ଆରାମରେ ସ୍ୱତନ୍ତ୍ର ଟ୍ରାକ୍‌ରେ ଯାତାୟାତ କରିପାରିବେ। ରାଜଧାନୀର…

ବାଲେଶ୍ବର ବିଜେଡିର ବାଜିମାତ୍, ୧୩ ହଜାର ବ୍ୟବଧାନରେ ଜିତିଲେ ସ୍ୱରୂପ

ଭୁବନେଶ୍ୱର () ପୁଣିଥରେ ବିଜେଡି ଦଖଲକୁ ଫେରିଲା ବାଲେଶ୍ବର । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଏଜେଣ୍ଡାକୁ ଭରସା କଲେ ବାଲେଶ୍ବରବାସୀ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ 13ହଜାର 516 ଖଣ୍ଡ ଭୋଟରେ ଜିତାଇଛନ୍ତି।  ବିଜେଡି ପ୍ରାର୍ଥୀ 83470 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି 69954 ଖଣ୍ଡ ଓ…

ତିର୍ତ୍ତୋଲରେ ବିଜୟଙ୍କ ବିଜୟ, ୪୦ ହଜାର ବ୍ୟବଧାନରେ ଜିତିଲେ

ଭୁବନେଶ୍ୱର () ତିର୍ତ୍ତୋଲରେ ବାଜି ମାରିଛନ୍ତି ବିଜେଡି ପାର୍ଥି ବିଜୟ ଶଙ୍କର ଦାସ। ନିକଟତମ ବିଜେପି ପାର୍ଥି ରାଜକିଶୋର ବେହେରାଙ୍କୁ 40296 ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି । କଡା ପ୍ରତିଦ୍ବନ୍ଦିତା ମଧ୍ୟରେ ବିଜୟ ଶଙ୍କର ବିଜୟୀ ହୋଇଛନ୍ତି । ସେ 86186 ଖଣ୍ଡ ଭୋଟ ପାଇଥିଲେ । ବିଜେପି…

ବିଜୟ ମୁହାଁ ବିଜେଡିର ୨ ପ୍ରାର୍ଥୀ

ତିର୍ତ୍ତୋଲ() ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ୧୮ ରାଉଣ୍ଡ ସୁଦ୍ଧା ଜଗତସିଂପୁର ତିର୍ତ୍ତୋଲରେ ବିଜେଡି ୨୭,୬୬୫ଭୋଟରେ ଆଗୁଆ ରହିଛି । ୧୮ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୬୦୮୮୯ ଭୋଟ୍,…

୧୬ ରାଉଣ୍ଡ ଭୋଟ ଗଣତି, ଜାଣନ୍ତୁ କାହାକୁ ମିଳିଛି କେତେ ଭୋଟ

ବାଲେଶ୍ୱର() ବାଲେଶ୍ୱର ଉପନିର୍ବାଚନରେ ୧୬ ରାଉଣ୍ଡ ଗଣତି ଶେଷ ହୋଇଛି । ୧୬ ରାଉଣ୍ଡ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୩୭୧୩, ଭାଜପା ପ୍ରାର୍ଥୀ ମାନସ ଦତ୍ତ ୫୦,୨୦୧ ଖଣ୍ଡ ଏବଂ ବିଜେଡି ପ୍ରାର୍ଥୀ ସ୍ୱରୂପ ଦା, ୫୬,୩୦୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ସ୍ୱାଧୀନ ଭାବେ ଲଢୁଥିବା…

ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଗିରଫ

କଟକ() କଟକର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଗିରଫ ହୋଇଛନ୍ତି । ଦାଦାବଟି ଆଦାୟ ଅଭିଯୋଗରେ ରଞ୍ଚିତାଙ୍କ ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି ।

ଶୀତ ଅଧିବେଶନ ପୂର୍ବରୁ କରୋନା ଟେଷ୍ଟ

ଭୁବନେଶ୍ୱର() ଆସନ୍ତା ୨୦ରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ବିଧାନସଭା ଶୀତ ଅଧିବେଶନ ପ୍ରସ୍ତୁତି ନେଇ ଆଜି ସୂଚନା ଦେଇଛନ୍ତି ବାଚସ୍ପତିି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ଯେ, ‘ ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ କୋଭିଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ୧୭,୧୮ ଓ ୧୯ରେ…

ମଧ୍ୟ ପ୍ରଦେଶ ଉପ ନିର୍ବାଚନ : ୨୧ ଆସନରେ ବିଜେପି ଆଗୁଆ

ଭୋପାଳ ()  ବିହାର ବିଧାନସଭା ସହିତ ଦେଶରେ ଅନେକ ସ୍ଥାନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେଉଥିବା ଉପ ନିର୍ବାଚନରେ ଶାସକ ଦଳର ଦବଦବା ଜାରି ରହିଛି । ମଧ୍ୟାହ୍ନ ପର୍ଯ୍ୟନ୍ତ ହୋଇଥିବା ଭୋଟ ଗଣତିରେ ବିଜେପି ୨୧ ଆସନରେ ଅଗ୍ରଣୀ ରହିଛି । କଂଗ୍ରେସ ୬ ଟି ଆସନରେ…