Odia News Portal
Monthly Archives

November 2020

ଲୁଚା ଛପାରେ କୋଚିଂ ସେଣ୍ଟରରେ ପାଠପଢା

ଭୁବନେଶ୍ୱର()   ସରକାରଙ୍କ କଟକଣାକୁ ଆଉ କୋଚିଂ ସେଌକ୍ଷଗ୍ଧ;ରଗୁଡିକ ମାନୁ ନାହାନ୍ତି । କିଏ କବାଟ କିଳି ପିଲାଙ୍କୁ କୋଚିଂ ଦେଉଛି ତ ଆଉ କିଏ ଖୁଲମ ଖୁଲା ସେଌକ୍ଷଗ୍ଧ;ର ଚଳାଇଲାଣି । ରାଜ୍ୟର ଅନ୍ୟ ଅଞ୍ଚଳ ତ ଦୂରରକଥା, ଖୋଦ ରାଜଧାନୀରେ କୋଚିଂ ସେଌକ୍ଷଗ୍ଧ;ରଗୁଡିକର ଏଭଳି କାର୍ଯ୍ୟ…

କମିବନି ଏସସି/ଏସଟି ପିଲାଙ୍କ ଛାତ୍ରବୃତ୍ତି ରାଶି

ଭୁବନେଶ୍ୱର()  ଏସସି/ଏସଟି ମାଟ୍ରିକ ଛାତ୍ର ବୃତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ ।  ବର୍ତ୍ତମାନର ପ୍ରଚଳିତ ହାରରେ ପିଲାମାନଙ୍କୁ ଛାତ୍ରବୃତ୍ତି ଦିଆଯିବ ।  ଛାତ୍ରବୃତ୍ତି ଅପରିବର୍ତ୍ତିତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏସସି/ଏସଟି  ଉନ୍ନୟନ ବିଭାଗର ଏ…

ଜୋ ବିଡେନଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ

ନୂଆଦିଲ୍ଲୀ() ଆମେରିକାର ୪୬ ତମ ରାଷ୍ଟ୍ରପତି ହେବେ ଜୋ ବାଇଡେନ୍‌। ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହେଲେ ଜୋ ବାଇଡେନ୍‌। ଡେମୋକ୍ରେଟ୍‌ ଦଳର ପ୍ରାର୍ଥୀ ଭାବେ ସେ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇଥିଲେ। ସେ ମ୍ୟାଜିକ୍‌ ନମ୍ବର ୨୭୦ ଇଲେକ୍ଟ୍ରରାଲ ଭୋଟ୍‌ରପୁ ଅଧିକ…

ଆଇପିଏଲରେ ଏକ ଅଲୋଡା ରେକର୍ଡର ଅଧିକାରୀ ହେଲେ ରୋହିତ ଶର୍ମା

ମୁମ୍ବାଇ()   ଆଇପିଏଲରେ ଆଉ ଏକ ଅଲୋଡା ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମା । ଚଳିତ ସିଜିନରେ ରୋହିତଙ୍କ ବ୍ୟାଟ ନୀରବ ରହିଥିବା ବେଳେ ମୁମ୍ବାଇ କିନ୍ତୁ ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରି ସାରିଛି । କ୍ୱାଲିଫାୟର-୧ରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲରେ ଖାତା…

ସ୍ଥଗିତ ହେଲା ମାଟ୍ରିକ୍ ଫର୍ମ ପୂରଣ

ଭୁବନେଶ୍ୱର()  ରାଜ୍ୟରେ ସ୍ଥଗିତ ହେଲା ମାଟ୍ରିକ୍ ଫର୍ମ ପୂରଣ । ସ୍ଥଗିତ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ବିଜ୍ଞପ୍ତିରେ ଫର୍ମ ପୂରଣ ନେଇ ସୂଚନା ଦିଆଯିବ ବୋଲି କୁହାଯାଇଛି । ତେବେ ମାଟ୍ରିକ ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ…

ଓଡ଼ିଶା ଇନଫ୍ରାଟେକର ଆଉ ଜଣେ ନିର୍ଦ୍ଦେଶକଙ୍କୁ ନୋଟିସ୍‌

ଖୋର୍ଦ୍ଧା() ସାରୁଅ ଜମି କେଳେଙ୍କାରୀ ମାମଲାରେ ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ କଂପାନୀ ଓଡ଼ିଶା ଇନଫ୍ରାଟେକର ଆଉ ଜଣେ ନିର୍ଦ୍ଦେଶକଙ୍କୁ ନୋଟିସ୍‌ କରାଯାଇଛି । ନିର୍ଦ୍ଦେଶକ ନିହାର ଭୂୟାଁଙ୍କୁ ପଚରାଉଚରା ପାଇଁ ନୋଟିସ୍‌ ଜାରି କରିଛି କ୍ରାଇମ୍‌ବ୍ରାଞ୍ଚ୍‌ । ନିହାର ଭୂୟାଁ…

ବିଡେନଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ଘୋଷଣା କଲା ଡେସ୍କ ଏଚକ୍ୟୁ !

ନୂଆଦିଲ୍ଲୀ()  ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ସମାପ୍ତ ହୋଇନଥିବା ବେଳେ ଜୋ ବିଡେନଙ୍କୁ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ଘୋଷଣା କରିଛି ଏକ ମାଗାଜିନ । ଡେସ୍କ ଏଚକ୍ୟୁ ନାମକ ମାଗାଜିନ ବିଡେନଙ୍କ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ଘୋଷଣା କରିଛି । ସରକାରୀ ଭାବରେ କିଛି…

ପୁଣି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ବର()  ପୁଣି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ୧ କେଜି ୧୦୫ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି ଏସ୍‌ଟିଏଫ୍‌ର ସ୍ପେଶାଲ ଟିମ୍‌ । ବ୍ରାଉନସୁଗାର ଚୋରା କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ବାଲେଶ୍ବର ସହଦେବଖୁଣ୍ଟା ସ୍ଥିତ ହୋଟେଲ ଜ୍ୟୋତିସାଗରରୁ ଏମାନଙ୍କୁ…

ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୧୪୦୦ ପାର

ଭୁବନେଶ୍ବର()  ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକ, ମୟୁରଭଞ୍ଜ, ସମ୍ବଲପୁର, ବରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ପୁରୀ, ବାଲେଶ୍ବର, କଳାହାଣ୍ଡି,…

ରାଜ୍ୟର ୩ ଲକ୍ଷ ଟପିଲା ପଜିଟିଭ ସଂଖ୍ୟା

ଭୁବନେଶ୍ବର()  ରାଜ୍ୟରେ ଆଜି ୧୩୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୯୬ ଜଣ ଚିହ୍ନଟ ହୋଇଥିବାବେଳେ ୫୭୬ଟି ଲୋକାଲ କେସ୍‌ ରହିଛି। ନୂତନ…