Odia News Portal
Monthly Archives

November 2020

ଚରିତ୍ର ପଞ୍ଜିକା ନ ମିଳିଲେ ପଦୋନ୍ନତି ଘୁଞ୍ଚିବ

ଭୁବନେଶ୍ୱର() ଏଣିକି କୌଣସି କ’ ଓ ‘ଖ’ ଶ୍ରେଣୀର କର୍ମ·ରୀଙ୍କର ଆବଶ୍ୟକ ପରିମାଣର ଚରିତ୍ର ପଞ୍ଜିକା ନ ମିଳିଲେ ତାଙ୍କ ପାଇଁ ପୂର୍ବପରି ପଦବୀ ସଂରକ୍ଷିତ ରଖାଯିବ ନାହିଁ । ରାଜ୍ୟ ସରକାର ଗତ ଅଗଷ୍ଟ ମାସରେ ସରକାରୀ କର୍ମ·ରୀଙ୍କ ଚରିତ୍ର ପଞ୍ଜିକା ନିୟମାବଳୀରେ ଏକ ସଂଶୋଧନ ଆଣି କହିଛନ୍ତି ଯେ…

ପ୍ରତ୍ୟାହାର ହେବ ମାଟ୍ରିକ୍ ଫର୍ମ ପୂରଣ ବିଜ୍ଞପ୍ତି

ଭୁବନେଶ୍ୱର() ରାଜ୍ୟରେ ପ୍ରତ୍ୟାହାର ହେବ ମାଟ୍ରିକ୍ ଫର୍ମ ପୂରଣ ବିଜ୍ଞପ୍ତି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ମାତ୍ର କରୋନା…

ବୈଜୟନ୍ତ ଓ ଜଗିଙ୍କୁ ଗିରଫ କରିବାକୁ ଦାବି

ଭୁବନେଶ୍ୱର () ତୁଟୁନି ଜମି କେଳେଙ୍କାରୀର ଅସଲି ଗୁମର । ଦିନ ଗଡ଼ିବା ସହ ଏହି କେଳେଙ୍କାରୀକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏବ ସାରୁଅ ସମରରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ଷଷ୍ଠ ଦିନରେ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ । ଠିକା କର୍ମଚାରୀଙ୍କ ଆନ୍ଦୋଳନରେ ସାମିଲ…

ମୋ ବସ୍‌’କୁ ପୂରିଲା ଦୁଇ ବର୍ଷ

ଭୁବନେଶ୍ୱର()  ‘ମୋ ବସ୍‌’କୁ ଦୁଇ ବର୍ଷ ପୂରିଛି । ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍‌ ପାଠଶାଳା ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ଯାତ୍ରୀଙ୍କୁ ଡିଜିଟାଲ ପେମେଣ୍ଟ ସୁବିଧା ଦେବାକୁ ଆଜିଠୁ କ୍ରୁଟ୍‌ ଟ୍ୟାପ୍‌ ଆଣ୍ଡ ପେ ସ୍ମାର୍ଟ କାର୍ଡ ଆରମ୍ଭ କରାଯାଇଛି ।…

OJEE ରେଜଲ୍ଟ ପ୍ରକାଶ

ଭୁବନେଶ୍ୱର() ଚଳିତବର୍ଷର OJEE ରେଜଲ୍ଟ ଆଜି ପ୍ରକାଶ ପାଇଛି । ବୈଷୟିକ ଶିକ୍ଷା ଓ ଦକ୍ଷତା ମନ୍ତ୍ରୀଙ୍କ ଦ୍ୱାରା ଫଳ ପ୍ରକାଶ ପାଇଛି । ପରୀକ୍ଷା ଦେଇଥିବା ୪୯,୨୬୭ ପିଲାଙ୍କୁ ରାଙ୍କ ମିଳିଛି । ଶୋଭିତ ପଟେଲ ବି.ଟେକ୍ ଓ ଶ୍ୟାମସୁନ୍ଦର ପଟେଲ ଏମ୍.ଟେକ୍ ଟପର ହୋଇଛନ୍ତି । ଏମବିଏରେ ଶୁଭକାନ୍ତ…

ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ

ଭୁବନେଶ୍ୱର() ଆଜି ବିଜେଡି ଛାଡିଛନ୍ତି ଜୀବନ ପ୍ରଦୀପ ଦାସ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଜୀବନ ଇସ୍ତଫା ଦେଇଛନ୍ତି । ଦଳ ଛାଡିବା ପରେ ସେ କହିଛନ୍ତି ଯେ, ‘ଦଳ ମୋତେ ଅଣାଦଖା କରୁଥିଲା । ଉପ-ନିର୍ବାଚନରେ ଦଳ ଯାହା ଦାୟିତ୍ୱ ଦେଇଥିଲା କରିଥିଲି ।’ ତେବେ ଗତକାଲି ଦଳରୁ ନିଲମ୍ବିତ ହୋଇଥିଲେ…

ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଡଙ୍ଗୀ

ଭୁବନେଶ୍ୱର() ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଡଙ୍ଗୀ । ଓଡିଶା ଇନଫ୍ରା ଟେକ୍ ନିର୍ଦ୍ଦେଶକ ପଦରୁ ଆଜି ଇସ୍ତଫା ଦେଇଛନ୍ତି ମନୋରଞ୍ଜ । ଅସୁସ୍ଥତା କାରଣରୁ ଇସ୍ତଫା ଦେଇଥିବା ଚିଠିରେ ଦର୍ଶାଯାଇଛି । ଦୀର୍ଘଦୀନ ହେବ ମଧୁମେହ ଓ ଉଚ୍ଚ ରକ୍ତଚାପରେ ସେ ଆକ୍ରାନ୍ତ ହୋଇଥିଲେ । ଇଓଡବ୍ଲୁ…

୨୩୦ ଭୂମିହୀନଙ୍କୁ ଭୂମି ପ୍ରମାଣପତ୍ର ପ୍ରଦାନ

ନୟାଗଡ()  ଶେଷରେ ବହୁ ପ୍ରତିକ୍ଷାର ଅନ୍ତ ଘଟିଛି। ଓଡିଶା ସରକାରଙ୍କ ଐତିହାସିକ ଜାଗା ମିଶନ ରେ ଆଜି ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ସହରାଞ୍ଚଳର ୨୩୦ ବସ୍ତି ବାସିନ୍ଦା ତଥା ଭୂମିହୀନଙ୍କୁ ଭୂମି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଜାଗା ମିଶନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ବିନା ଭକ୍ତରେ ପାଳନ ହେବ ବଡଓଷା

ଆଠଗଡ()  ଧବଳେଶ୍ବର ପୀଠରେ ବଡଓଷା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ବିନା ଭକ୍ତରେ ବଡଓଷା ପାଳନ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । କୋଭିଡ୍‌ ନିୟମ ମାନି ମନ୍ଦିରର ସମସ୍ତ ନୀତିକାନ୍ତି କରାଯିବ । ବଡଓଷା ଦିନ ଧବଳେଶ୍ବର ପୀଠର ଆଖପାଖରେ ଜାରି ହେବ ୧୪୪ ଧାରା । ବୈଠକ…

ଏସସିବି ମେଡିକାଲରେ VRDL ଉଦଘାଟିତ

ଭୁବନେଶ୍ୱର()  ଏସସିବି ମେଡିକାଲ ପରିସରରେ ଭିଆରଡିଏଲ ଉଦଘାଟିତ ହୋଇଯାଇଛି । ୧କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି  ଭିଆରଡିଏଲ କଟକ ସାଂସଦ ଭର୍ତ୍ତୃହରି ମହାତାବଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।     ଭିଆରଡିଏଲ ବା  ଭାଇରସ ରିଚର୍ଚ୍ଚ ଡାଇଗ୍ନୋଷ୍ଟିକ ଲାବରେଟୋରୀରେ  କରୋନା ଭୂତାଣୁର ଗବେଷଣା…