ମାଛ ମରାକୁ କେନ୍ଦ୍ରକରି ବୋମାମାଡ,୨ ଗୁରୁତର
ପିପିଲି: ମାଛ ମରାକୁ କେନ୍ଦ୍ରକରି ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ବୋମାମାଡ ଘଟି ୨ ଗୁରୁତର ଆହତ ହୋଇ ଚିକତ୍ସା ପାଇଁ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି । ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ନିକଟବର୍ତ୍ତୀ ଦୟା ନଦୀ କୂଳରେ । ଦୟା ନଦୀ କୂଳରେ ମାଛ ଧରାକୁ କେନ୍ଦ୍ରକରି ଜାଗୁଳାଇପଦର ଓ!-->…