Odia News Portal
Monthly Archives

December 2020

ପରୀ ହତ୍ୟା ମାମଲା: ବାବୁଲିଠୁ ତଦନ୍ତ ଆରମ୍ଭ କଲା ଏସ୍‌ଆଇଟି

ନୟାଗଡ଼ () ନୟାଗଡ ‘ପରୀ’ ହତ୍ୟା ମାମଲାରେ ବାବୁଲି ନାୟକ ମୁଖ୍ୟ ଅଭିଯୁକ୍ତ ବୋଲି ପରୀ ବାପା ମା' କହିଥିଲେ। ପୋଲିସ ତାକୁ ପଚରାଉଚରା କରୁ ନ ଥିବାରୁ ବିଧାନସଭା ସମ୍ମୁଖରେ ପରୀର ବାପା-ମା’ ଆତ୍ମାହୁତି ଉଦ୍ୟମ କରିଥିଲେ। ଏପରିକି ବାବୁଲି ଫେରାର ଥିବା କୁହାଯାଇଥିଲା। ଏଥିସହିତ ବାବୁଲି ନାୟକ…

ପରଲୋକରେ MDH ମାଲିକ ମହାଶୟ ଧର୍ମପାଲ ଗୁଲାଟି

ନୂଆଦିଲ୍ଲୀ() ପରଲୋକରେ MDH ମାଲିକ ମହାଶୟ ଧର୍ମପାଲ ଗୁଲାଟି। ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମିଳିଥିବା ସୂଚନା ମୁତାବିକ ଗୁରୁବାର ସକାଳ ୫ଟା ୨୮ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ଶ୍ରୀ ଗୁଲାଟି ପୂର୍ବରୁ କରୋନାରେ ଆକ୍ରାନ୍ତ ଥିଲେ। ପରେ ଠିକ୍‌ ହେବା ପରେ ଗୁରୁବାର ହୃଦଘାତ…

ଡିସେମ୍ବରରେ କର୍ମଚାରୀଙ୍କ ପଦୋନ୍ନତି

ଭୁବନେଶ୍ୱର()  ଏଣିକି ପ୍ରତିବର୍ଷ ଡିସେମ୍ବର ମାସରେ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବା ଲାଗି ରାଜ୍ୟ ସରକାର ପ୍ରଚଳିତ ଆଇନ୍‌ରେ ବିଧିବଦ୍ଧ ପରିବର୍ତ୍ତନ ଆଣିଛନ୍ତି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ…

ଅନେକ ଶାସକ ଦେଖିଛୁ, ହେଲେ ଆପଣଙ୍କ ଭଳି ଦୂରଦୃଷ୍ଟିସଂପନ୍ନ ମୁଖ୍ୟମନ୍ତ୍ରୀଙ୍କୁ କେବେ ଦେଖି ନଥିଲୁ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀଲିଙ୍ଗରାଜ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ନିଜେ ଅନ ଦି ସ୍ପଷ୍ଟ ସମୀକ୍ଷା କରିଛନ୍ତି । ମହାପ୍ରଭୁଙ୍କୁ ସିଂହଦ୍ବାର ସମନାରୁ ମୁଣ୍ଡିଆ ମାରିଛନ୍ତି । ଆଉ ସାଉଁଟିଛନ୍ତି ସେବାୟତଙ୍କ ଆଶିଷ । ମନ୍ଦିର ସମନାରେ ବେଶ କିଛି ସମୟ ଧରି…

ବ୍ଲୁ ଫ୍ଲାଗ୍ ମାନ୍ୟତା ଓ ଗ୍ଲାମ୍ପିଂ ଦ୍ୱାରା ଓଡ଼ିଶା ପର୍ଯ୍ୟଟନର ମାନ ବୃଦ୍ଧି ହେବ

ଭୁବନେଶ୍ୱର() ଓଡ଼ିଶା ଉପକୂଳରେ ପୁରୀ ବ୍ୟତିତ ଆଉ ୫ଟି ସମୁଦ୍ରକୂଳକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ତଥା ଗ୍ଲାମ୍ପିଂ ଯୋଜନା ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ମାନ ବୃଦ୍ଧି ପାଇବ ବୋଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬ରେ ଏହି ସବୁ…

ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ପାଇଁ ସ୍ୱତନ୍ତ୍ର ଆଇନ

ଭୁବନେଶ୍ୱର() ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଏକାମ୍ର ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ପାଇଁ ଜମି ହସ୍ତାନ୍ତର କରିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି ଯେ, ‘ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ…

କର୍ମଚାରୀଙ୍କ ମୁଣ୍ଡରେ ଅଠା ବୋଳି ଖସିବାକୁ ଉଦ୍ୟମ, ଆରମ୍ଭ ବ୍ଲେମ୍ ଗେମ୍

ଭୁବନେଶ୍ବର() ସାରୁଅ ଜମି କେଳେଙ୍କାରୀ ମାମଲାରେ ଫସିଥିବା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ପ୍ରମୋଟର ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡା ଆରମ୍ଭ କରିଛନ୍ତି ବ୍ଲେମ୍ ଗେମ୍ । ପଣ୍ଡା ଦମ୍ପତି ନିଜର ସୁରକ୍ଷା କରିବାକୁ ଯାଇ ସବୁ ଦୋଷ କର୍ମଚାରୀଙ୍କ ଉପରେ ଲଦି ଦେଇଛନ୍ତି ।…

ଶୀର୍ଷରେ ସୁଶାନ୍ତ ସିଂ ରାଜପୁତ

ନୂଆଦିଲ୍ଲୀ() ଚଳିତ ବର୍ଷ ଜୁନ ମାସ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ମୃତ୍ୟୁ ଘଟିବା ପରେ ଅନେକ ବିବାଦ ଆରମ୍ଭ ହୋଇଥିଲା । ବର୍ତ୍ତମାନ ମଧ୍ୟ ସୁଶାନ୍ତଙ୍କୁ ନେଇ ଏକ ରୋଚକ ଖବର ଆସିଛି । ସୂଚନାଯୋଗ୍ୟ ଯେ, ୟାହୁ ଇଣ୍ଡିଆର ସର୍ଚ୍ଚ ଲିଷ୍ଟରେ ସୁଶାନ୍ତଙ୍କ ନାମ ସର୍ବାଗ୍ରେ…

୩ ଦିନିଆ ରିମାଣ୍ଡରେ ଅଭୟକାନ୍ତ ପାଠକ

ଭୁବନେଶ୍ୱର() ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା କୋଟିପତି ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ୩ ଦିନିଆ ରିମାଣ୍ଡରେ ଯିବେ । ରିମାଣ୍ଡ ନେଇ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ତେବେ ଅଭୟଙ୍କୁ ରିମାଣ୍ଡରେ ନେବାକୁ ଏସଆଇଟି ଅନୁମତି ମଗାଯାଇଥିଲା । ଅଭୟଙ୍କୁ…

ତ୍ବରିତ ସେବା ପାଇଁ ୧୦୯୮ଟି ପଦବୀ ମଞ୍ଜୁର

ଭୁବନେଶ୍ବର() ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ ।ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୋଲିସ ଆମ୍ବୁଲାନ୍‌ସ, ଦମକଳ ତଥା ମହିଳା ହେଲ୍‌ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭନ୍ନ ନମ୍ବରକୁ ଡାଏଲ…