Sign in
Sign in
Recover your password.
A password will be e-mailed to you.
Monthly Archives
January 2021
ଭଦ୍ରକ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଭଦ୍ରକ: ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି, ମହିଳା ଓ ଶିଶୁ ଆଜି ଅସୁରକ୍ଷିତ, ରାଜ୍ୟରେ ଏବେ ଶାସକ ଦଳର ଚାଲିଛି ଦମନ ଲୀଳା , ଯେଉଁଠି ରାଜ୍ୟର ପିସିସି ସଭାପତି ଉପରେ ମରଣାନ୍ତକ ଆକ୍ରମଣ ହେଉଛି ସେଠି ସାଧାରଣ ଜନତା କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛି କଂଗ୍ରେସ |
!-->!-->!-->!-->…
ବିଜେପିକୁ ପିସିସି ସଭାପତିଙ୍କ ଟାର୍ଗେଟ
କେନ୍ଦୁଝର: ଗାଡି ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି । ଆକ୍ରମଣ ପଛରେ ବିଜେପି ଯୁବ ମୋର୍ଚ୍ଚାର ହାତ ଥିବା ନିରଞ୍ଜନ ଅଭିଯୋଗ କରିଛନ୍ତି । ଏନେଇ ନିରଞ୍ଜନ ଟୁଇଟ ମଧ୍ୟ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଆକ୍ରମଣ କରାଯାଇଥିବା ପିସିସି ସଭାପତି!-->…
ହାତକୁ ହାଣି ଲୁଟି ନେଲେ ୪ ଲକ୍ଷ
ନବରଙ୍ଗପୁର: ଦିନ ଦ୍ୱିପହରେ ବ୍ୟବସାୟୀଙ୍କ ହାଣି ଲୁଟି ନେଲେ ୪ ଲକ୍ଷ ଟଙ୍କା। ଏହି ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚକଲାପଦର ଗାଁ ନିକଟରେ। ବ୍ୟବସାୟୀ ରାଜେନ୍ଦ୍ର ଯାଦବ ଏକ ବ୍ୟାଗରେ ୪ ଲକ୍ଷ ଟଙ୍କା ନେଇ ବାଇକରେ ଚଚ୍ଚା ଗାଁରୁ କଙ୍ଗରା ଗାଁ ନିକଟସ୍ଥ ଏକ ବଜାରକୁ!-->…
ଗାଁ ସାଥୀଙ୍କୁ ନିର୍ମମ ହତ୍ୟା: ଶାଶୂ-ଜ୍ୱାଇଁ ଗିରଫ
ସୁନ୍ଦରଗଡ଼: ଗାଁ ସାଥୀଙ୍କୁ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାସ | ୨ ଜଣଙ୍କୁ ଗିରଫ କଲା ପୋଲିସ । ଏହି ଘଟଣାରେ ସୁନ୍ଦରଗଡ଼ ଟାଉନ୍ ଥାନା ପୁଲିସ୍ ଜଣେ ମହିଳା ଓ ତାଙ୍କ ଜ୍ୱାଇଁଙ୍କୁ ଗିରଫ କରିଛି। ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥ ଏନେଇ ସୂଚନା ପ୍ରଦାନ କରିଛନ୍ତି ।ସୁନ୍ଦରଗଡ଼ର ଗାଁ ସାଥୀ!-->…
ଭାରତ ପାଇଁ ୩୨୮ ରନ୍ର ଟାର୍ଗେଟ୍
ବ୍ରିସବେନ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଖେଳାଯାଉଥିବା ଚତୁର୍ଥ ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆ ୨୯୪ ରନରେ ଅଲଆଉଟ୍ । ଏହାସହ ଭାରତକୁ ବିଜୟ ପାଇଁ ୩୨୮ ରନ୍ର ଟାର୍ଗେଟ୍ ଦେଇଛି ।
ସୂଚନାନୁଯାୟୀ, ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ରନ୍ରେ ଅଲ୍ଆଉଟ୍ ହୋଇଥିବା ବେଳେ!-->!-->!-->!-->!-->…
ରାଜ୍ୟରେ ଆଉ ୧୩୪ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୪ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୩୪୪୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ!-->…
ନିରଞ୍ଜନଙ୍କୁ ଆକ୍ରମଣ ଉଦ୍ୟମ: ଜଣେ ଅଟକ
କେନ୍ଦୁଝର: ପିସିସି ସଭାପତିଙ୍କୁ ଆକ୍ରମଣ ଘଟଣାରେ ଜଣେ ଅଟକ । ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ମହାନ୍ତିଙ୍କୁ ଅଟକ ରଖିଛି ଟାଉନ ଥାନା ପୋଲିସ୍ | ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଛି । ତେବେ ନିରଞ୍ଜନଙ୍କ ସୁରକ୍ଷା!-->…
ଆଜିଠୁ ପୁଣି ରାଜ୍ୟରେ ଟିକାକରଣ
ଭୁବନେଶ୍ବର: ଆଜିଠୁ ପୁଣି କରୋନା ଟିକାକରଣ କାର୍ଯ୍ୟକ୍ରମ ଚାଲୁ କରାଯିବ। ପ୍ରତ୍ୟେକ ସରକାରୀ ଓ ବେସରକାରୀ ମେଡିକାଲ କଲେଜ ସହିତ ଜିଲ୍ଲା ଚିକିତ୍ସାଳୟରେ ଟିକାକରଣ କରାଯିବ । ଏଥର ଶହେ ବଦଳରେ ଗୋଟିଏ କେନ୍ଦ୍ରରେ ୨ ଶହ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ।
ପ୍ରଥମ ଦିନର ଟିକାକରଣ!-->!-->!-->!-->!-->…
ଶ୍ରମିକ ନେତା ଲଲିତ ନାୟକଙ୍କ ପରଲୋକ
ଭୁବନେଶ୍ବର: ବିଶିଷ୍ଟ ଶ୍ରମିକ ନେତା ଲଲିତ ନାୟକଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ସୋମବାର ଦିନ ସକାଳ ୫.୩୦ରେ ଲଳିତଙ୍କ ପରଲୋକ ହୋଇଯାଇଛି ।
ସୂଚନା ଅନୁଯାୟୀ, ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ!-->!-->!-->…