Odia News Portal
Monthly Archives

January 2021

ନୂଆବର୍ଷରେ ୬ଟି ରାଜ୍ୟକୁ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ନୂଆବର୍ଷରେ ୬ଟି ରାଜ୍ୟକୁ ଭେଟି । ୬ଟି ରାଜ୍ୟକୁ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ଭିଡ଼ିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ୬ ଟି ରାଜ୍ୟର ଲାଇଟ ହାଉସ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ଗ୍ଳୋବାଲ ହାଉସିଂ ଟେକ୍ନାଲୋଜି

ଗୋଠଛଡ଼ା ହାତୀ ଛୁଆ ଅସୁସ୍ଥ

ଢେଙ୍କାନାଳ : ଗଞ୍ଜାମରୁ କପିଳାସ ଆସିଥିବା ହାତୀ ଛୁଆ ଅସୁସ୍ଥ। ଗତକାଲି ହାତୀ ଛୁଆକୁ ଗଞ୍ଜାମରୁ ଅଣାଯାଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ରଖାଯାଇଛି । ହାତୀଛୁଆର ନାଭିରେ ସାମାନ୍ୟ ସଂକ୍ରମଣ ରହିଛି । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଯାଉଛି । ଦିନକୁ ତିନି ଲିଟର

ରାଜ୍ୟରେ ଟିକାକରଣର ଡ୍ରାଏ ରନ୍

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ଭ ହେବ ରାଜ୍ୟରେ କରୋନା ଟିକାକରଣର ଡ୍ରାଏ ରନ୍ | ରେଜିଷ୍ଟ୍ରେସନ ଲିଙ୍କ ଆସିବା ପରେ ସବୁ ଜିଲ୍ଲାରେ ଡ୍ରାଏ ରନ୍ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସ୍ୱାସ୍ଥ୍ୟ ବିଭାଗ

ବଦଳିଲେ ୪ ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ସ୍ଥରରେ ଅଦଳବଦଳ । ଏହି ଅନୁସାରେ ଓଏମସିରେ ନୂଆ ପରିଚାଳନା ନିର୍ଦ୍ଦେଶକଙ୍କୁ ନିଯୁକ୍ତି କରିବା ସହ ପୁରୀ, ରାୟଗଡ଼ା ଓ କେନ୍ଦ୍ରାପଡ଼ା ପାଇଁ ନୂଆ ଜିଲ୍ଲାପାଳଙ୍କ ନାଁ ଘୋଷଣା କରଯାଇଛି । ବର୍ତ୍ତମାନ ଓଏମସିର ପରିଚାଳନା ନିର୍ଦ୍ଦେଶକ ଭାବରେ କାମ କରୁଥିବା ୨୦୦୫

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ | ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବିମାନବ ନ୍ଦରର ନାମ

ଦାୟିତ୍ୱ ଗ୍ରହଣ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି । ୨୦୨୨ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ୧୯୮୬ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ସୁରେଶ । ପ୍ରଶାସନିକ ସ୍ତରରେ ଜଣେ ଅତି ଶାନ୍ତ କିନ୍ତୁ ପ୍ରଭାବୀ ଅଫିସର ଭାବେ ଜଣାଶୁଣା,

୮୪ ନୂଆ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ୮୪ଟି ନୂଆ ତଥା ଅତିରିକ୍ତ ୧୦୮ ଆମ୍ବୁଲାନ୍ସକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଜି ଛକସ୍ଥିତ ପରିବହନ ଭବନ ପରିସରରୁ ଏହାର ଉଦଘାଟନ କରାଯାଇଛି । ୨୭ଟି ଜିଲ୍ଲା ପାଇଁ ଅତିରିକ୍ତ ୮୪ଟି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲା ପାଇଁ

ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୱିଟ୍ କରି ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ନବୀନ । ଏଥି ସହ ଏକ ଭିଡିଓ ବାର୍ତ୍ତା ମଧ୍ୟ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୧ ସମସ୍ତଙ୍କ ପାଇଁ

ପତିତପାବନ ବାନା ଦର୍ଶନ କଲେ 5ଟି ସଚିବ

ପୁରୀ: ଶ୍ରୀମନ୍ଦିର ସମ୍ମୁଖରୁ ନବବର୍ଷରେ ପତିତପାବନ ବାନା ଦର୍ଶନ କଲେ 5ଟି ସଚିବ ଭି. କେ ପାଣ୍ଡିଆନ । ନବବର୍ଷ ପ୍ରଥମ ଦିନରେ ନୀଳଚକ୍ର ଦର୍ଶନ କରିବା ସହ ଆଶିଷ କାମନା କରିଛନ୍ତି 5ଟି ସଚିବ । ଅନ୍ୟପକ୍ଷେ କରୋନା କଟକଣା ପାଇଁ ଆଜି ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ କଟକଣା

ମୁଖ୍ୟ ବିଚାରପତି ଜଷ୍ଟିସ୍ ମୂରଲିଧର

କଟକ: ଡକ୍ଟର ଏସ୍. ମୂରଲିଧରଙ୍କୁ ମିଳିଲା ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି । ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଥିବା ଜଷ୍ଟିସ୍ ମୂରଲିଧର ଚେନ୍ନାଇରେ ୧୯୮୪ ମସିହାରେ ଓକିଲାତି ଆରମ୍ଭ କରିଥିଲେ । ପରେ ସେ ୧୯୮୭ରେ ଦିଲ୍ଲୀ ପଳାଇ ଯାଇଥିଲେ । ୨୦୦୬