Odia News Portal
Monthly Archives

February 2021

ସ୍ୱାଭିମାନ ଅଞ୍ଚଳରୁ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସର୍ଚ୍ଚ ଅପରେସନ ସମୟରେ ଜବତ ହେଲା ପ୍ରେସର ବୋମା ଓ ଟିଫିନ ବୋମା | ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ହାନ୍ତାଳଗୁଡା ନବମ ବାଟାଲିୟନ ବିଏସଏଫ ଯବାନଙ୍କୁ ମିଳିଛି ବଡ ସଫଳତା । ଗୁଇନ୍ଦା ସୂତ୍ରରୁ ଖବର ପାଇ ସର୍ଚ୍ଚ ଅପରେସନ କରିଥିଲେ ବିଏସଏଫ ଯବାନ । କଦଳିବନ୍ଧା ଗ୍ରାମ ନିକଟ

ବିକାଶଶୀଳ ଓ ପରିବର୍ତ୍ତନଶୀଳ ରାଜ୍ୟ ବଜେଟ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବଜେଟ ୨୦୨୧-୨୨କୁ ଅଭିବୃଦ୍ଧିକାରୀ ଓ ରୂପାନ୍ତରୀକରଣ ବଜେଟ୍ ଭାବେ ଅଭିହିତ କରିଛନ୍ତି । ରାଜ୍ୟ ବଜେଟ ଲୋକାଭିମୁଖୀ, ଓଡ଼ିଶା ବିକାଶରେ ସହାୟକ ହେବ ଏବଂ ଏହା ଏକ ବିକାଶଶୀଳ ଓ ପରିବର୍ତ୍ତନଶୀଳ ବଜେଟ୍ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେଉଁ ବିଭାଗ ପାଇଁ କେତେ ବ୍ୟୟବରାଦ

ସ୍ଵରାଷ୍ଟ୍ର ବିଭାଗ - 5847.96 କୋଟିସାଧାରଣ ପ୍ରଶାସନ ଓ ଅଭିଯୋଗ - 471.06 କୋଟି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା - 1278.81 କୋଟି ଆଇନ୍ ବିଭାଗ - 491 କୋଟି ଅର୍ଥ ବିଭାଗ- 53,846.14 କୋଟି ବାଣିଜ୍ୟ ବିଭାଗ - 122.32କୋଟି ନିର୍ମାଣ ବିଭାଗ- 6,586.70 କୋଟି ଓଡ଼ିଶା ବିଧାନସଭା -

ସ୍ବାସ୍ଥ୍ୟ ବଜେଟ୍: ଏସସିବି ‘ଏମ୍ସ ପ୍ଲସ୍’ ପାଇଁ ୫୦୦ କୋଟି

ଭୁବନେଶ୍ବର: ବିଧାନସଭାରେ ବର୍ଷ ୨୦୨୧-୨୨ ପାଇଁ ଆର୍ଥିକ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆର୍ଥିକ ବର୍ଷ ୨୦୨୧-୨୨ରେ ରାଜ୍ୟ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚଳିତ ବର୍ଷ ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ

ରାଜ୍ୟ ବଜେଟ୍: କୃଷି କ୍ଷେତ୍ର ପାଇଁ ୨୦ ହଜାର କୋଟି ବ୍ୟୟବରାଦ

ଭୁବନେଶ୍ବର: ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରୁଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।ମୁଖ୍ୟମନ୍ତ୍ରୀ ଉପସ୍ଥିତିରେ ବିଧାନସଭାରେ ବଜେଟ ଉପସ୍ଥାପନ କରାଯାଉଛି । ନୂଆ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ କରାଯାଇଛି

ଲକଡାଉନରେ ବଢିଛି ସାଇବର ଅପରାଧ

ଭୁବନେଶ୍ବର: ଆଜି ବିଧାନସଭାର ବଜେଟ ଅଧିବେଶନ ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ଏହି କ୍ରମରେ କରୋନା ଲକଡାଉନ ସମୟରେ ରାଜ୍ୟରେ କେତେ ଅପରାଧ ଘଟିଛି ସେ ନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି । ବିଧାୟକ ମୋହନ ମାଝୀଙ୍କ

ସ୍ଥିତି ବିଗିଡ଼ିଲେ ଲକଡାଉନ୍

ଭୁବନେଶ୍ବର: ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ହେଲେଣି । ଗତକାଲି ଏସଆରସି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଗାଇଡଲାଇନ କଡାକଡି କରିବାକୁ ନିର୍ଦେଷ ଦେଇଛନ୍ତି । ତେବେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ

କଂଗ୍ରେସ ହାତରୁ ଗଲା ପୁଡୁଚେରୀ

ପୁଡୁଚେରୀ: ଜାତୀୟ କଂଗ୍ରେସ ଦଳ ହାତରୁ ଆଉ ଗୋଟିଏ ରାଜ୍ୟ ଖସିଯାଇଛି । ଯାହା ଅନୁମାନ କରାଯାଉଥିଲା ସେୟା ହେଲା । ବିଧାନସଭାରେ ଅନୁଷ୍ଠିତ ଫ୍ଲୋର୍‌ ଟେଷ୍ଟ୍‍ରେ ନାରାୟଣସାମୀ ଭି ନାରାୟଣସ୍ୱାମୀ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ଅସମର୍ଥ ହେବାରୁ ପୁଡୁଚେରୀରେ କଂଗ୍ରେସ ସରକାରର ପତନ

ସତର୍କ କଲେ ବିଏମସି କମିସନର

ଭୁବନେଶ୍ବର: ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ରାଜଧାନୀବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ । ପୁଣିଥରେ କରୋନା ସଂକ୍ରମଣ ଫେରୁଥିବାକୁ ଦୃଷ୍ଟିରେ ରଖି ରାଜଧାନୀବାସୀଙ୍କୁ ମାସ୍କ୍, ସାମାଜିକ ଦୂରତା ରକ୍ଷା କରିବା ପାଇଁ

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ: ସିବିଆଇର କାମ କଲା କମିଶନରେଟ ପୋଲିସ

ଭୁବନେଶ୍ବର: ଓଡ଼ିଶା ପୋଲିସକୁ ବଡ଼ ସଫଳତା ।ସିବିଆଇ ଯାହା କରିପାରିଲା ନାହିଁ,ତାହା କରି ଦେଖାଇଛି କମିଶନରେଟ ପୋଲିସ ।୨୨ବର୍ଷ ପରେ ପୋଲିସ୍ ହାତରେ ଧରା ପଡ଼ିଲା ବିବନ୍ ବିଶ୍ଵାଳ । ୧୯୯୯ ଜାନୁଆରୀ ୯ ତାରିଖରେ ହୋଇଥିବା ବାରଙ୍ଗର ବହୁ ଚର୍ଚ୍ଚିତ ଗଣ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯକ୍ତ ଥିଲା