Odia News Portal
Monthly Archives

February 2021

ଦେବୀ ଦୁର୍ଗାଙ୍କ ନାଁରେ ଝିଅର ନାମକରଣ

ମୁମ୍ବାଇ: ସାମ୍ନାକୁ ଆସିଲା ବିରୁଷ୍କାଙ୍କ ଲାଡଲି ଝିଅର ଫଟୋ | ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଝିଅର ପ୍ରଥମ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଫଟୋରେ ବିରାଟ ଓ ଅନୁଷ୍କା ଝିଅକୁ ଧରିଥିବା ନଜର ଆସିଛନ୍ତି। ଫଟୋ ସେୟାର କରି ଅନୁଷ୍କା ଝିଅର ନାଁ ମଧ୍ୟ ରଖିଛନ୍ତି। ବିରାଟ ଅନୁଷ୍କା

ତୈଳ ଦର ଏବଂ ମଦ ଉପରେ କୃଷି ସେସ୍

ନୂଆଦିଲ୍ଲୀ: ବଢ଼ିଲା ସାଧାରଣ ଲୋକଙ୍କ ଚିନ୍ତା | ବଜେଟ୍ ୨୦୨୧ରେ ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲଗାଇଛନ୍ତି କେନ୍ଦ୍ର ସରକାର । ଚଳିତ ସାଧାରଣ ବଜେଟରେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍ ଲଗାଇବା ପାଇଁ ଘୋଷଣା କରିଛନ୍ତି ।

ଲେହରେ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ବଜେଟ୍ ୨୦୨୧ରେ ଶିକ୍ଷାକ୍ଷେତ୍ର ପାଇଁ ହୋଇଛି ବଡ଼ ଘୋଷଣା | ବଜେଟ୍ ୨୦୨୧ ଅନୁଯାୟୀ ଦେଶରେ ଖୋଲାଯିବ ୧୦୦ରୁ ଅଧିକ ସୈନିକ ସ୍କୁଲ ।ସେହିଭଳି ଆଦିବାସୀ ଅଞ୍ଚଳରେ ଖୋଲିବ ଏକଲବ୍ୟ ସ୍କୁଲ । ଏନେଇ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି

ସନ୍ ହସ୍ପିଟାଲ’ରେ ଭୟଙ୍କର ନିଆଁ

କଟକ: ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ । କଟକ କନିକା ଛକ ନିକଟରେ ସନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀର ପ୍ରୟାସ ସଫଳ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ

ବଜେଟ୍ : ନିର୍ମଳାଙ୍କ ଫୋକସରେ ଚାଷୀ

ନୂଆଦିଲ୍ଲୀ: ସଂସଦରେ ଆଗତ ହେଲା ସାଧାରଣ ବଜେଟ । ପ୍ରଥମ ଥର ପାଇଁ ସଂସଦରେ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । ସଂସଦରେ ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ ।ତେବେ ଚଳିତ ବର୍ଷ ଚାଷୀଙ୍କ ପାଇଁ ବଜେଟରେ ହୋଇଛି ବଡ ଘୋଷଣା । ନିର୍ମଳା ସୀତାରମଣ ବଜେଟ୍

ବଜେଟ୍ ୨୦୨୧: ରେଳ ବିଭାଗ ପାଇଁ କେତେ ଟଙ୍କା ?

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ବଜେଟକୁ ମଞ୍ଜୁରୀ ମିଳିବା ପରେ ସଂସଦରେ ଆଗତ ହୋଇଛି ସାଧାରଣ ବଜେଟ ।କରୋନା ମହାମାରୀ ପରେ ଏହା ହେଉଛି ପ୍ରଥମ ସାଧାରଣ ବଜେଟ | ପ୍ରଥମ ଥର ପାଇଁ ସଂସଦରେ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି ।ସଂସଦରେ ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି

ଅର୍ଥମନ୍ତ୍ରୀଙ୍କ ବଜେଟ ଉପସ୍ଥାପନା

ସଂସଦରେ ଆଗତ ହେଲା ସାଧାରଣ ବଜେଟ । ପୂର୍ବ ନିର୍ଦ୍ଧାରିତ ସସୟରେ ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର କ୍ୟାବିନେଟରେ ବଜେଟକୁ ମଞ୍ଜୁରୀ ମିଳିବା ପରେ ସଂସଦରେ ଆଗତ ହୋଇଛି ସାଧାରଣ ବଜେଟ ।କରୋନା ମହାମାରୀ ପରେ ଏହା ହେଉଛି ପ୍ରଥମ ସାଧାରଣ ବଜେଟ |

ବର୍ଜ୍ୟ ସଂଗ୍ରହକାରୀଙ୍କୁ ମିଳିବ ନୂଆ ପରିଚୟ

ଭୁବନେଶ୍ୱର: ଦିନେ ପେଟ ପୋଷିବା ପାଇଁ ଜରି ଗୋଟାଉଥିଲେ । ହେଲେ ଏହା ଏବେ ତାଙ୍କୁ ଦେଇଛି ନୂଆ ପରିଚୟ । ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ମହିଳାମାନେ ଏବେ ସହରାଞ୍ଚଳ ପ୍ରଶାସନ ସହିତ ଯୋଡିହୋଇ ଆତ୍ମନିର୍ଭରଶୀଳ ହେବା ସହିତ ଓଡିଶାକୁ ପୁରସ୍କୃତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।