Odia News Portal
Monthly Archives

March 2021

ସେନାର କାର୍ଯ୍ୟାନୁଷ୍ଠାନରେ ୪ ଆତଙ୍କୀ ନିପାତ

ଶ୍ରୀନଗର: ଆଜି ଭାରତୀୟ ସେନାକୁ ବଡଧରଣର ସଫଳତା ମିଳିଛି । ଜମ୍ମୁ କଶ୍ମୀରର ଶୋପିଆନରେ ଭାରତୀୟ ସେନା ଏବଂ ପୁଲିସ୍‌ର ମିଳିତ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ନିହତ ହୋଇଥିବା ଚାରି ଆତଙ୍କବାଦୀ ଆତଙ୍କବାଦୀମାନେ ଲଶ୍କର-ଏ-ତୋଇବାର। ଗୁଳିବିନିମୟ ବେଳେ ସେନାର ଜଣେ ଯବାନ ଆହତ

ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ବୁଲି ଦେଖିଲେ ରାଷ୍ଟ୍ରପତି

ପୁରୀ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ବୁଲି ଦେଖିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ କୋଣାର୍କ ପହଞ୍ଚିବା ପରେ କଡା ସୁରକ୍ଷା ମଧ୍ୟରେ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ

‘ସମର୍ପଣ ନିଧି’କୁ ରାଷ୍ଟ୍ରପତିଙ୍କ ଲକ୍ଷେ ଟଙ୍କା ଦାନ

ପୁରୀ: ସୋମବାର ସକାଳେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସହ ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସିଂହଦ୍ବାର ନିକଟରେ ସ୍ବାଗତ କରିଥିଲେ ଗଜପତି ଦିବ୍ୟସିଂହ

ଏଠି ନାରୀ ରୂପେ ପୂଜା ପାଆନ୍ତି ମହାଦେବ, ଜାଣନ୍ତୁ ପୌରାଣିକ ମାନ୍ୟତା…

ଭୁବନେଶ୍ବର: ବୃନ୍ଦାବନର ‘ଗୋପେଶ୍ୱର ମହାଦେବ’ ଯେଉଁଠି ଦେବ ଦେବ ମହାଦେବ ପୂଜା ପାଆନ୍ତି ନାରୀ ରୂପେ। କୁହାଯାଏ ଯେ ଏହା ହେଉଛି ଦୁନିଆର ଏକମାତ୍ର ମନ୍ଦିର ଯେଉଁଠାରେ ମହାଦେବ ଗୋପୀ ଭାବରେ ପୂଜା ପାଆନ୍ତି । Gopeswar mahadev temple ପୌରାଣିକ ମାନ୍ୟତା ଅନୁଯାୟୀ, ବିଶ୍ୱାସ କରାଯାଏ

ଭାରତୀୟ ଲିଜେଣ୍ଡସ ଜିତିଲା ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜ

ରାୟପୁର: ଚଳିତ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜର ଫାଇନାଲ୍ ମୁକାବିଲାରେ ଭାରତୀୟ ଲିଜେଣ୍ଡସ ପ୍ରତିପକ୍ଷ ଶ୍ରୀଲଙ୍କା ଲିଜେଣ୍ଡସକୁ ପରାସ୍ତ କରି ଟ୍ରଫି ହାସଲ କରିଛି । ଆଜି ମୁହାଁମୁହିଁ ହୋଇଥିଲେ ଦୁଇ ଏସୀୟ ଶକ୍ତି ଇଣ୍ଡିଆ ଲିଜେଣ୍ଡସ୍ ଓ ଶ୍ରୀଲଙ୍କା ଲିଜେଣ୍ଡସ୍। ଏହି ମ୍ୟାଚରେ ଯୁବରାଜ ସିଂହ