Sign in
Sign in
Recover your password.
A password will be e-mailed to you.
Monthly Archives
March 2021
ଜଙ୍ଗଲରେ ନିଆଁ ଲଗାଇ ବାପ-ପୁଅ ଗିରଫ
ବୌଦ୍ଧ: ଜଙ୍ଗଲରେ ପୁଣି ନିଆଁ ଲଗାଇ ୨ ଗିରଫ । ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ଜଙ୍ଗଲର ଘଟଣା । ସେମାନଙ୍କ ନିକଟରେ ଅନେକ ସାମଗ୍ରୀ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ମାଧପୁର କଲୋନୀ ସାହିର ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ମୁଣ୍ଡେଶ୍ୱର ସଂରକ୍ଷିତ!-->!-->!-->…
ଆରମ୍ଭରୁ ହଟ୍ଟଗୋଳ,୧୧ଟା ୩୦ ଯାଏଁ ଗୃହ ମୁଲତବି
ଭୁବନେଶ୍ବର: ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭରୁ ଆଜି ପୁଣିଥରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଉଭୟ ଶାସକ-ବିରୋଧୀ ଗୃହରେ ପ୍ରବଳ ହଟ୍ଟଗୋଳ କରିବା କାରଣରୁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ଯାହାଫଳରେ ଆଜି ବି ପ୍ରଥମରୁ ଚାଲିପାରିନାହିଁ ଗୃହ ।
!-->!-->!-->…
ଯାତ୍ରୀବାହୀ ବସ୍ -ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ
ନବରଙ୍ଗପୁର: ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ।ଆନ୍ଧ୍ରର ସୋମପେଟାରେ ଘଟିଛି ଏହି ସାଙ୍ଘାତିକ ବସ ଦୁର୍ଘଟଣା। ଆଜି ଭୋରରେ ଯାତ୍ରୀବାହୀ ବସ ସହିତ ଟ୍ରକ୍ ମୁହାଁମୁହିଁ ହୋଇଛି। ମୁହାଁମୁହିଁ ହେବା ଫଳରେ ପବସଟି ପୁରା ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା!-->…
ଖରାଦିନେ ନିହାତି ଖାଆନ୍ତୁ ତରଭୁଜ, ଏହି ସମସ୍ୟାରୁ ମିଳିବ ମୁକ୍ତି…
ଭୁବନେଶ୍ବର: ତରଭୁଜ ଗ୍ରୀଷ୍ମ ଋତୁର ଫଳ। ଏହାର ସ୍ୱାଦ ମିଠା ଏବଂ ରସଯୁକ୍ତ। ତରଭୁଜରେ ପାଖାପାଖି ୯୨ ପ୍ରତିଶତ ପାଣି ଓ ୮ ପ୍ରତିଶତ ଚିନି ରହିଛି।ତେବେ ଯଦି ଆପଣ ମଧ୍ୟ ଖାଇବାକୁ ଭଲ ପାଆନ୍ତି ତେବେ ଜାଣି ରଖନ୍ତୁ ତରଭୁଜର କିଛିଟା ଚମତ୍କାରିତା । ଯାହା ଦ୍ୱାରା ଆପଣ ରହିବେ ସବୁ ବେଳେ ସତେଜ ।!-->…
ପ୍ରଥମ ରୋଗୀକୁ ବର୍ଷେ, ମନେ ପଡୁଛି ନବୀନଙ୍କ ରଣନୀତି
୧୫ ମାର୍ଚ୍ଚ ୨୦୨୦ରେ ଇଟାଲୀରୁ ଫେରିଥିଲେ ପ୍ରଥମ କରୋନା ରୋଗୀ
ରାଜ୍ୟ ସରକାରଙ୍କୁ ଭେଟିବ କେନ୍ଦ୍ରୀୟ ଟିମ୍
ଭୁବନେଶ୍ବର: ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ ପରେ ଆଜି ରାଜ୍ୟ ସରକାରଙ୍କୁ ଭେଟିବ କେନ୍ଦ୍ରୀୟ ଟିମ୍ । ଶିମିଳିପାଳ ଜଙ୍ଗଲ ନିଆଁ ଘଟଣାର ଗ୍ରାଉଣ୍ଡ ଜିରୋ ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍। ଜଙ୍ଗଲରେ ନିଆଁ କେଉଁଠି ଲାଗିଛି, କ୍ଷୟକ୍ଷତିର ପରିମାଣ କେତେ, ନିଆଁ କେମିତି ଲାଗୁଛି ଏବଂ ଏହାର!-->…
କ୍ଷମା ମାଗନ୍ତୁ ସୁବାସ : ବାଚସ୍ପତି
ଭୁବନେଶ୍ୱର: ବାଚସ୍ପତିଙ୍କ ଚରମ ବାଣୀ । ‘ଭୁଲ କରିଛନ୍ତି ସୁବାସ’ । ‘କ୍ଷମା ମାଗନ୍ତୁ ସୁବାସ’ । ସରକାରୀ ଦଳ ପରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାକୁ କହିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମକୁ ବେଆଇନ ଦର୍ଶାଇ ଓ ଗୃହ!-->…
କୋହଲି, କିଶାନଙ୍କ ପ୍ରହାରରେ ଇଂଲଣ୍ଡ ଘାଇଲା
ଅହମ୍ମଦାବାଦ : ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ବିରାଟ ବାହିନୀ ଏହି ମ୍ୟାଚରେ ଦମଦାର ବ୍ୟାଟିଂ କରି ଦୃଢ ପ୍ରତ୍ୟାବର୍ତ୍ତନ କରିଛି । ନବାଗତ ଇଷାନ୍ କିଶନ ଓ ଅଧିନାୟକ!-->…
ମମତା ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ
କୋଲକାତା ୧୪/୦୩ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନୀ ପ୍ରଚାର ବେଳେ ଆହତ ହେବା ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ । ଦିଦି ଆହତ ହେବା ପରେ ପଶ୍ଚିମବଙ୍ଗରେ ରାଜନୈତିକ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଟିଏମ୍ସି ନେତାମାନେ!-->…