Latest କୋଭିଡ୍ କଟକଣାରେ ମା’ଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା swadhikarnews Mar 30, 2021 0 ପ୍ରଶାସନର ଗାଇଡଲାଇନ୍ ମାନି ହଜାର ହଜାର ମହିଳା ପୁରୁଷ କରୁଛନ୍ତି ମାଙ୍କ ଦର୍ଶନ
FEATURED କ୍ରୀଡା ପ୍ରୋତ୍ସାହନରେ ନବୀନ ଶ୍ରେଷ୍ଠ swadhikarnews Mar 29, 2021 0 ଓଡ଼ିଶାକୁ ସ୍ପୋର୍ଟସ ଷ୍ଟାର ACES ଆୱାର୍ଡ-୨୦୨୧
Latest ବନ୍ଦ ହେବନି ସରକାରୀ ସ୍କୁଲ swadhikarnews Mar 29, 2021 0 ଭୁବନେଶ୍ବର : ରାଜ୍ୟର କିଛି ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ସରକାରୀ ଯୋଜନା ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଥିଲା। ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସେଭଳି କୌଣସି ନିଷ୍ପତ୍ତି ନିଆଯାଇନଥିବା କହିଛନ୍ତି!-->…
Latest ରଙ୍ଗର ପର୍ବ ହୋଲିରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା swadhikarnews Mar 29, 2021 0 ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।ତେବେ ଶୁଭେଚ୍ଛା ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।!-->…
FEATURED ହୋଲିର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି swadhikarnews Mar 29, 2021 0 ନୂଆଦିଲ୍ଲୀ : ଆଜି ରଙ୍ଗର ଉତ୍ସବ ହୋଲି । ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ହୋଲି ହେଉଛି ଆନନ୍ଦ ଓ ସାମାଜିକ ସଦ୍ଭାବନାର ଉତ୍ସବ। ଟୁଇଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ହୋଲି ଉପଲକ୍ଷେ ସମସ୍ତ ନାଗରିକ ବନ୍ଧୁଙ୍କୁ ଅଭିନନ୍ଦନ। ରଙ୍ଗର!-->!-->!-->!-->!-->…
Uncategorized ସ୍ପୋର୍ଟସ ଫର୍ ୟୁଥ୍, ୟୁଥ୍ ଫର୍ ଫ୍ୟୁଚର: ମୁଖ୍ୟମନ୍ତ୍ରୀ swadhikarnews Mar 28, 2021 0 ସ୍ପୋର୍ଟ୍ସ ଷ୍ଟାର ଆଓ୍ୱାର୍ଡ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Latest ନବରଙ୍ଗପୁର ପ୍ରଶାସନ ହଟାଇଲା ନାଇଟ୍ କର୍ଫ୍ୟୁ swadhikarnews Mar 28, 2021 0 ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ହଟିଲା ନାଇଟ୍ କର୍ଫ୍ୟୁ | ରାଜ୍ୟରେ ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା। ଜିଲ୍ଲାରେ କରୋନା ମିଟର ତଳ ମୁହାଁ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଇଟ କର୍ଫ୍ୟୁ ହଟାଇ ଦିଆଯାଇଛି। ତେବେ ରବିବାର ନବରଙ୍ଗପୁର ଜିଲ୍ଲା!-->…
Latest ଜନ୍ମ କଲା ଛୁଆଙ୍କୁ ବିଷ ପିଆଇଲା ଜାନକୀ,୨ ମୃତ swadhikarnews Mar 28, 2021 0 ଭୁବନେଶ୍ୱର: ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ନିକଟରେ ଅଭାବନୀୟ ଘଟଣା । ତିନି ଶିଶୁଙ୍କୁ ବିଷଦେଇ ନିଜେ ବିଷ ପିଇଲା ମା। କ୍ୟାପିଟାଲ ହସ୍ପିଟାଲରେ ସାଢ଼େ ଚାରି ବର୍ଷର ଓ ତିନି ବର୍ଷର ୨ ପୁଅଙ୍କ ମୃତ୍ୟୁ ହୋଇଥିବା ସମୟରେ ଦେଢ ବର୍ଷର ଶିଶୁ କନ୍ୟା ଓ ମାକୁ ଗୁରୁତର ଅବସ୍ଥାରେ କଟକ!-->…
Latest ଶ୍ରୀମନ୍ଦିରକୁ ଫେରିଲା ରବିବାର କଟକଣା swadhikarnews Mar 28, 2021 0 ଭକ୍ତଙ୍କ ପାଇଁ ରବିବାର ବନ୍ଦ ରହିବ ଜଗା ଦର୍ଶନ