Odia News Portal
Monthly Archives

March 2021

ମମତାଙ୍କ ଆଶୁଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ଚିକିତ୍ସିତ ଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ନବୀନ । ସେହିପରି ମମତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିବା ନେଇ ଟ୍ୱିଟ କରି ସୂଚନା

ରାଶି ଅନୁଯାୟୀ ପାଆନ୍ତୁ ଭଗବାନ ଶିବଙ୍କ ଆଶିର୍ବାଦ

ଭୁବନେଶ୍ବର: ମହାଶିବରାତ୍ରି ଦିନ ଭଗବାନ ଶିବ ଓ ଭକ୍ତଙ୍କ ମିଳନ ଉତ୍ସବକୁ ବହୁତ ଧୂମଧାମରେ ପାଳନ କରାଯାଏ। ବିଶ୍ୱାସ ଅନୁଯାୟୀ, ଏହିଦିନ ବିଧି ବିଧାନ ଅନୁସାରେ ଶିବଙ୍କ ପୂଜାର୍ଚ୍ଚନା କରାଯାଏ। ଶିବରାତ୍ରି ଦିନ ବ୍ରତ ଉପବାସ କରିବାର ମଧ୍ୟ ବିଧାନ ରହିଛି। ଏଥର ମହାଶିବରାତ୍ରି ୧୧ ତାରିଖ,

ଶିମିଳିପାଳ ବନାଗ୍ନି ପାଇଁ ବିଶେଷଜ୍ଞ କମିଟି

ଭୁବନେଶ୍ବର: ବନାଗ୍ନି ସମସ୍ୟାକୁ ନେଇ ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିଥିଲେ । ଓଡ଼ିଶାର ନେତୃବୃନ୍ଦ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭେଟି ଶିମିଳିପାଳ ଜାତୀୟ ଉଦ୍ୟାନରେ ବନାଗ୍ନି ନେଇ ନିଜର ଉଦବେଗ

ସୁନା ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ୫ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୋଲିସ କୁ ବଡ଼ ସଫଳତା । ସୁନ୍ଦରଗଡ଼ରେ ଗତ ୧ ତାରିଖରେ ଘଟିଥିବା ବହୁ ଚର୍ଚ୍ଚିତ ଲୁଟ୍ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । ଲୁଟ୍‌ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ପୋଲିସ । ଘଟଣା ପରଠୁ ସୁନ୍ଦରଗଡ଼ ଏସପି ସାଗରିକା

ଏନଡିଏ ଟପ୍ପର ଓଡ଼ିଆ ପୁଅ ରୋନିତ୍ ରଞ୍ଜନ

ଭଦ୍ରକ: ସର୍ବଭାରତୀୟ ସ୍ତରରେ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ରୋନିତ୍ ରଞ୍ଜନ ନାୟକ । ସର୍ବ ଭାରତୀୟ ଏନଡିଏ (ନ୍ୟାସନାଲ ଡିଫେନ୍ସ ଏକାଡେମୀ) ପରୀକ୍ଷାରେ ସେ ଟପ୍ପର୍ ହୋଇଛନ୍ତି । ସମସ୍ତଙ୍କୁ ପଛରେ ପକାଇ ଓଡ଼ିଆ ପୁଅ ନମ୍ବର ୱାନ୍ ହୋଇଥିବା ଜଣାପଡ଼ିଛି ।

ଟି-୨୦ ର଼୍ୟାଙ୍କିଙ୍ଗ ଦ୍ୱିତୀୟ ସ୍ଥାନରେ ଭାରତ

ଦୁବାଇ: ଆଜି ପ୍ରକାଶ ପାଇଥିବା ସବିଶେଷ ଆଇସିସି ଟି-୨୦ ଟିମ୍ ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନକୁ ଉଠିଛି ଭାରତୀୟ କ୍ରିକେଟ୍ ଦଳ । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ପୂର୍ବରୁ ଏକ ନମ୍ବର ଟେଷ୍ଟ ଦଳ ହୋଇଥିବାବେଳେ ଦଳ 50 ଓଭର ଫର୍ମାଟରେ ଦ୍ୱିତୀୟ ସ୍ଥାନରେ ରହିଛି।ନ୍ୟୁଜିଲ୍ୟାଣ୍ଡ

ନନ୍ଦୀଗ୍ରାମରେ ଦିଦିଙ୍କ ଉପରେ ଆକ୍ରମଣ

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ । ନିର୍ବାଚନ ପ୍ରଚାର ବେଳେ ଆଜି ମମତା ବାନାର୍ଜୀ ଆହତ ହୋଇଛନ୍ତି । ତାଙ୍କ ଗୋଡରେ ଆଘାତ ଲାଗିଥିବାବେଳେ ଏହା ପଛରେ ବିରୋଧୀଙ୍କ ଷଡଯନ୍ତ୍ର ରହିଛି ବୋଲି ମମତା ସାଙ୍ଘାତିକ ଅଭିଯୋଗ କରିଛନ୍ତି । ତେବେ କିଛି ଯୁବକ ଜାଣିଶୁଣି

ରାଜ୍ୟରେ ବନ କର୍ମଚାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ଜଙ୍ଗଲ ଓ ପରିବେଶ ବିଭାଗର ବଡ ଘୋଷଣା । ରାଜ୍ୟର ସମସ୍ତ ଡିଭିଜନର ବନ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି