Sign in
Sign in
Recover your password.
A password will be e-mailed to you.
Monthly Archives
March 2021
୨ ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି
ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୨୧ରେ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଆସିବେ ରାଷ୍ଟ୍ରପତି ।
ସୂଚନା ଅନୁଯାୟୀ, ଆସନ୍ତା ୨୧ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ଦୁଇ!-->!-->!-->!-->!-->…
ସିନ୍ଧୁ ରୌପ୍ୟରେ ସନ୍ତୁଷ୍ଟ
ନୂଆଦିଲ୍ଲୀ : ସ୍ୱିସ୍ ବ୍ୟାଡମିଣ୍ଟନ୍ ଓପନର ଫାଇନାଲରେ ଭାରତର ଶ୍ରେଷ୍ଠ ମହିଳା ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ହାରିଯାଇଛନ୍ତି। ମ୍ୟାଚରେ ସିନ୍ଧୁ ସ୍ପେନର ତାରକା ବ୍ୟାଡମିଣ୍ଟନ ଖେଳାଳି କାରୋଲିନା ମାରିନଙ୍କଠାରୁ ୨୧-୧୨, ୨୧-୫ ରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହିତ ସିନ୍ଧୁଙ୍କୁ!-->…
ଯାଜପୁର ଗସ୍ତରେ ମୁଖ୍ୟ ଶାସନ ସଚିବ
ଯାଜପୁର: ଯାଜପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରବିବାର ସକାଳୁ ପ୍ରଥମେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କୁ ଦର୍ଶନ କରିବା ପରେ ମନ୍ଦିରରେ ଚାଲିଥିବା ଉନ୍ନୟନ କାମ ତଦାରଖ କରିଥିଲେ । ଆସନ୍ତା ୬-୭ ମାସ ମଧ୍ୟରେ ମନ୍ଦିରର ଉନ୍ନୟନ କାମ ଶେଷ ହେବ ବୋଲି କହିଛନ୍ତି ସଚିବ!-->…
ମୋଦିଙ୍କ ସମାବେଶ, ଦିଦିଙ୍କ ପଦଯାତ୍ରା
କୋଲକାତା/ସିଲିଗୁଡି : ପଶ୍ଚିମବଙ୍ଗରେ ନିର୍ବାଚନ ପାଇଁ ଆଜିଠୁ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଗେଡ କାଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ବିଶାଳ ଜନ ସମାବେଶ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆଗାମୀ ନିର୍ବାଚନରେ!-->…
ବିଜେପିରେ ସାମିଲ ହେଲେ ମିଥୁନ୍ ଚକ୍ରବର୍ତ୍ତୀ
କୋଲକାତା: କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚିବା ପୂର୍ବରୁ ମିଥୁନ୍ ପଦ୍ମ ଧରିଛନ୍ତି । ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ମିଥୁନ ଭେଟିବା ପରେ ଯେଉଁ ଆକଳନ କରାଯାଉଥିଲା ତାହା ବାସ୍ତବରେ ପରିଣତ ହୋଇଛି । ରାଜ୍ୟ ବିଜେପି ନେତାମାନେ ଏନେଇ ବାରମ୍ବାର!-->…