Odia News Portal
Monthly Archives

April 2021

ମାଗଣା ଟିକା ରାଜ୍ୟ ମଧ୍ୟରେ ଦିଲ୍ଲୀ,କର୍ଣ୍ଣାଟକ ସାମିଲ୍

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଦେବେ ମାଗଣାରେ ଟିକା | ଏନେଇ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପା ଟ୍ୱିଟ ମାଧ୍ୟମରେ ଘୋଷଣା କରିଛନ୍ତି । ଏହି ମାଗଣା ଟିକା ଲୋକମାନଙ୍କ ପାଇଁ କେବଳ ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ମାଗଣା ଟିକାକରଣ

କାଲିଠାରୁ ସରକାରୀ ସ୍କୁଲରେ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ପ୍ରକ୍ରିୟା । ଏନେଇ ସମସ୍ତ ଡିଇଓ, ବିଇଓ ଓ ଡିପିସିଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖି ଜଣାଇଛନ୍ତି ।ଚିଠିରେ ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବାକୁ

କରୋନା ସ୍ଥିତି ପାଇଁ ନିର୍ବାଚନ ଆୟୋଗ ଦାୟୀ : ମାଦ୍ରାସ ହାଇକୋର୍ଟ

ଚେନ୍ନାଇ :  ଗତ କିଛି ସପ୍ତାହରେ କରୋନାର ବଢୁଥିବା ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗଙ୍କୁ ଦାୟୀ କରିଛନ୍ତି ମାଦ୍ରାସ ହାଇକୋର୍ଟ  । କରୋନା ସଂକ୍ରମଣର ଦ୍ୱିତୀୟ ଲହର ସମୟରେ ରାଜନୈତିକ ଦଳମାନଙ୍କୁ ନିର୍ବାଚନ ସମାବେଶ କରିବାକୁ ଅନୁମତି ଦେଇଥିବାରୁ ନିର୍ବାଚନ ଆୟୋଗକୁ ଟିପ୍ପଣି  କରିଛନ୍ତି

ଟ୍ୱିନସିଟିବାସୀଙ୍କୁ ନିଶ୍ୱାସ ବାଣ୍ଟୁଛି ଶିଖ୍ ଏଡ୍

*କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଅକ୍ସିଜେନ ଯୋଗାଉଛି ଶିଖ୍ ଏଡ୍ ସଂସ୍ଥା | *ଫୋନ କରିବା ମାତ୍ରେ ୧୫ ମିନିଟରେ ଘରେ ଆସି ପହଞ୍ଚିବ ଅକ୍ସିଜେନ ସିଲିଣ୍ଡର | *ହୋମ କ୍ୱାରେଣ୍ଟାଇନ ଆକ୍ରାନ୍ତଙ୍କ ପାଇଁ ଏମାନେ ପାଲଟିଛନ୍ତି ଦେବଦୂତ |

କର୍ଣ୍ଣାଟକରେ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ୍

କର୍ଣ୍ଣାଟକ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କର୍ଣ୍ଣାଟକରେ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତିରୁ ପୂରା କର୍ଣ୍ଣାଟକରେ ଏହି ଲକଡାଉନ୍ ଆରମ୍ଭ ହୋଇ ଆଗାମୀ ୧୪ ଦିନ ଯାଏଁ ବଳବତ୍ତର ରହିବ ବୋଲି ସୂଚନା ମିଳିଛି ।ମଙ୍ଗଳବାର ରାତି ୯ଟାରୁ ଏହି

ଏକାଡେମୀ ଆୱାର୍ଡ : ଇରଫାନ୍, ଭାନୁଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜି ୯୩ ତମ ଏକାଡେମୀ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଛି । ଭର୍ଚୁଆଲରେ ପ୍ରଦର୍ଶିତ ଏହି ପୁରସ୍କାର ଉତ୍ସବର "ଇନ୍ ମେମୋରିୟମ୍" ମୋଣ୍ଟେଣ୍ଟରେ ଇରଫାନ୍ ଖାନ୍ ଏବଂ ଭାନୁ ଅଥାୟା ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଥିଲେ। ସଚିନ କନେରି ଏବଂ ଚାଡୱିକ୍ ବୋସମାନ ମଧ୍ୟ ଅନ୍ୟମାନଙ୍କ

ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ଯୋଦ୍ଧା ବିଶ୍ୱ କେଶନ

ପିପିଲି: ପିପିଲି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ବିଶ୍ୱ କେଶନ ହରିଚନ୍ଦନ ମହାପାତ୍ର । ମଙ୍ଗଳପୁର ସ୍ଥିତ ବ୍ଲକ୍ କଂଗ୍ରେସ କାର୍ଯ୍ୟାଳୟରୁ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରିଥିଲେ ବିଶ୍ୱକେଶନ । ପୁରୀ ଏଡିଏମଙ୍କ କାର୍ଯ୍ୟାଳୟରେ ପହଞ୍ଚି

ନବଦମ୍ପତି ଅତନୁ-ଦୀପିକାଙ୍କୁ ଡବଲ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ନବ ବିବାହିତ ଧନୁର୍ଦ୍ଧର ଦମ୍ପତି ଦୀପିକା କୁମାରୀ ଏବଂ ଅତନୁ ଦାସ ଦୁଇଟି ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିଣି ଦେଶର ଗୌରବ ବଢାଇଛନ୍ତି। ମେକ୍ସିକୋର ଗୁଆଟେମାଲା ସିଟିରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଭାରତ ବିଶ୍ୱକପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ତିନୋଟି ସ୍ୱର୍ଣ୍ଣ

ମେ ୧ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା । ତୃତୀୟ ପର୍ଯ୍ୟାୟ ଟିକାକରଣ ସମ୍ପୂର୍ଣ୍ଣ ମାଗଣା ପାଇଁ ସରକାର ଘୋଷଣା କରିବା ପରେ ଟିକାକରଣ ନିମନ୍ତେ ପଞ୍ଜିକରଣ ବିଷୟରେ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ପ୍ରଦାନ କରିଛନ୍ତି | ଆସନ୍ତା ୨୮ରୁ