Latest ଜିଲ୍ଲାସ୍ତରରେ ମିଳିବ ଅକ୍ସିଜେନ୍ ସୁବିଧା swadhikarnews Apr 25, 2021 0 .ପ୍ରତିଷ୍ଠା ହେବ ୫୫୧ ଅକ୍ସିଜେନ ପ୍ଲାଣ୍ଟ୍ ‘ପିଏମ୍ କେୟାର୍ସ ଫଣ୍ଡ୍’ରୁ ଅର୍ଥ ମଞ୍ଜୁର
Latest ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା swadhikarnews Apr 25, 2021 0 ଭୁବନେଶ୍ୱର: ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା । ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ସେବାୟତଙ୍କୁ ଏହି ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ| ଏହି ଯୋଜନାରେ ପ୍ରତି ପରିବାରକୁ ଚିକିତ୍ସା କ୍ଷେତ୍ରରେ ୨ଲକ୍ଷ ଟଙ୍କାର ମୌଳିକ ବୀମା ସୁରକ୍ଷା ଓ ଗୁରୁତର ଅସୁସ୍ଥତା!-->…
Latest ମନ୍ କି ବାତ୍: ଧୈର୍ଯ୍ୟ ଓ ସହନଶୀଳତାର ପରୀକ୍ଷା ନେଉଛି କରୋନା swadhikarnews Apr 25, 2021 0 ନୂଆଦିଲ୍ଲୀ: ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୭୬ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କୋଭିଡ୍-୧୯ର ପ୍ରଥମ ପ୍ରବାହକୁ ସଫଳତାର ସହ ମୁକାବିଲା କରିବା ପରେ ଦେଶର ମନୋବଳ ସୁଦୃଢ଼ ହୋଇଥିଲା କିନ୍ତୁ, ଏଥରର କରୋନା ‘ତୋଫାନ୍’ ଦେଶକୁ ବିପର୍ଯ୍ୟସ୍ତ କରି!-->…
Latest ଦିଲ୍ଲୀରେ ଲକ୍ଡାଉନ୍ ମେ ୩ ଯାଏଁ ବୃଦ୍ଧି swadhikarnews Apr 25, 2021 0 ନୂଆଦିଲ୍ଲୀ: ଦିଲ୍ଲୀରେ ବୃଦ୍ଧି ହେଲା ଲକ୍ଡାଉନ୍ ଅବଧି । ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଲକ୍ଡାଉନକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି ଦୈନିକ ମାମଲା କମିଥିଲେ ମଧ୍ୟ ସଂକ୍ରମଣ ହାର ଅଧିକ ଥିବାରୁ ସତର୍କତା ମୂଳକ ପଦକ୍ଷେପ ଭାବେ ଜାତୀୟ ରାଜଧାନୀରେ ଲକଡାଉନକୁ ମେ ୩!-->…
Latest ୨୬ରେ ପ୍ରାର୍ଥୀପତ୍ର ଦାଖଲ କରିବେ କଂଗ୍ରେସ ଯୋଦ୍ଧା ବିଶ୍ୱକେଶନ swadhikarnews Apr 25, 2021 0 ପିପିଲି: ଅଜିତଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ନେଇ କଂଗ୍ରେସର ମଙ୍ଗ କିଏ ଧରିବ ସେ ନେଇ ଚର୍ଚ୍ଚା ଲାଗିରହିଥିଲା । ସ୍ୱର୍ଗତ ଅଜିତ୍ ମଙ୍ଗରାଜଙ୍କ ପରିବାରରୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ଆଶାରେ ରହିଥିଲା ରାଜ୍ୟ କଂଗ୍ରେସ । ହେଲେ ଦିବଂଗତ ନେତା ଅଜିତ୍ ମଙ୍ଗରାଜଙ୍କ ପରିବାରରୁ!-->…
Latest ଉତ୍ତର ପ୍ରଦେଶଠୁ ଝାଡଖଣ୍ଡ କେଉଁ ରାଜ୍ୟ ଦେବେ ମାଗଣା ଟୀକା ଜାଣନ୍ତୁ swadhikarnews Apr 25, 2021 0 ନୂଆଦିଲ୍ଲୀ: ଆସନ୍ତା ମାସ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ COVID-19 ଟିକା ପାଇବାକୁ କେନ୍ଦ୍ର ଦେଇଥିବା ବଡ ଘୋଷଣା ପରେ ଅନେକ ରାଜ୍ୟ ଘୋଷଣା କରିଛନ୍ତି ଯେ ସେମାନେ ଏହି ଟିକାକୁ ନିଜ ରାଜ୍ୟବାସୀଙ୍କୁ ମାଗଣାରେ ଯୋଗାଇ ଦେବେ। ରାଜ୍ୟ ତଥା ବେସରକାରୀ ଡାକ୍ତରଖାନାଗୁଡ଼ିକୁ!-->…
Latest ଦେଶପ୍ରତି ସମ୍ବଲପୁର ପୋଲିସର କର୍ତ୍ତବ୍ୟନିଷ୍ଠାକୁ ସଲାମ୍ swadhikarnews Apr 25, 2021 0 ସମ୍ବଲପୁର: ଓଡିଶାରୁ ୩ଟି ରାଜ୍ୟକୁ ଯୋଗାଣ ହେଉଥିବା ଅକ୍ସିଜେନ୍ ଟ୍ୟାଙ୍କରକୁ ଜିଲ୍ଲା ସୀମା ଯାଏ ଏକ୍ସକର୍ଟ କରି ନିରଙ୍କୁଶ ରାସ୍ତା ଦେଇଛି ସମ୍ବଲପୁର ପୁଲିସ । ବର୍ତ୍ତମାନ ସମୟରେ ଜୀବନ ରକ୍ଷାକାରି ଅକ୍ସିଜେନ୍ ଯେମିତି ସଠିକ ସମୟରେ ପରିବହନ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦେଶକୁ ଆଶ୍ବସ୍ତ!-->…
Latest ହିଙ୍ଗୁଳା ମନ୍ଦିର ବିକାଶ ପାଇଁ ୯.୩୨ କୋଟି ମଞ୍ଜୁର swadhikarnews Apr 25, 2021 0 ତାଳଚେର: ତାଳଚେରରେ ହିଙ୍ଗୁଳା ମନ୍ଦିରର ମରାମତି ପାଇଁ ୯.୩୨ କୋଟି ଟଙ୍କା ମଞ୍ଜୁର | କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପହଲ୍ଲାଦ ଯୋଷୀ ୯.୩୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ଏମସିଏଲର ସିଏସଆର ପାଣ୍ଠିରୁ ଦିଆଯିବ । ଏହି ଖବର ପରେ କେନ୍ଦ୍ରମନ୍ତ୍ରୀ!-->…
Latest ତେଲେଙ୍ଗାନାକୁ ଅକ୍ସିଜେନ ପଠାଇଲା ଟାଟା ଷ୍ଟିଲ ବିଏସଏଲ swadhikarnews Apr 25, 2021 0 ଭୁବନେଶ୍ୱର: ଦେଶରେ ମହାମାରୀ କରୋନା ସାଙ୍ଘାତିକ ସ୍ଥିତି ଧାରଣ କରିଥିବା ସମୟରେ ଅକ୍ସିଜେନ ନିଅଣ୍ଟ ସମସ୍ୟା ସୃଷ୍ଟି କରିଛି । ଏପରି ସ୍ଥିତିରେ ଅତ୍ୟାବଶ୍ୟକ ଅକ୍ସିଜେନ ଅଭାବ ଦୂର କରିବା ପାଇଁ ଢେଙ୍କାନାଳର ଟାଟା ଷ୍ଟିଲ ବିଏସଏଲ କାରଖାନା ଆଗକୁ ଆସିଛି। କାରଖାନା ପକ୍ଷରୁ ୫୬ ଟନ ଲିକ୍ୟୁଇଡ଼!-->…
Latest ରାଜ୍ୟରେ ଆଜି ୬୧୧୬ ପଜିଟିଭ୍ ଚିହ୍ନଟ swadhikarnews Apr 25, 2021 0 ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୭୪୫୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୭୦ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୫୪୬ ଜଣ!-->…