Odia News Portal
Monthly Archives

April 2021

ଅମ୍ଲଜାନ ଯୋଗାଣ ରୋକିଲେ ଫାଶୀରେ ଝୁଲାଇଦେବୁୁୁ

ନୂଆଦିଲ୍ଲୀ: ଦିଲ୍ଲୀର ଅକ୍ସିଜେନ୍ ସଙ୍କଟ ନେଇ ଶୁଣାଣି ବେଳେ କଡ଼ା ଚେତାବନୀ ଶୁଣାଇଛନ୍ତି ହାଇକୋର୍ଟ । କେନ୍ଦ୍ର, ରାଜ୍ୟ ଅଥବା କୌଣସି ଅଧିକାରୀ ଅକ୍ସିଜେନ୍ ଯୋଗାଣରେ ଅସୁବିଧା ସୃଷ୍ଟି କଲେ ଆମେ ସେହି ବ୍ୟକ୍ତିଙ୍କୁ ଫାଶୀ ଦେବୁ । ଜଷ୍ଟିସ୍ ବିପିନ୍ ସାଂଘି ଓ ଜଷ୍ଟିସ୍ ରେଖା ପଲ୍ଲୀଙ୍କ

ମେ’ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

*ଶ୍ରୀମନ୍ଦିର ବନ୍ଦ ନିଷ୍ପତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା | *କରୋନା ସଂକ୍ରମଣକୁ ଦେଖି ମେ ୧୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ |

ଅମ୍ଳଜାନ ସଙ୍କଟ: ଆଖି ବୁଜିଲେ ଆଉ ୨୫ ଅସୁସ୍ଥ

ନୂଆଦିଲ୍ଲୀ: ଗୁରୁତର ଅମ୍ଳଜାନ ସଙ୍କଟ ମଧ୍ୟରେ ଦିଲ୍ଲୀର ଜୟପୁର ଗୋଲଡେନ୍ ହସ୍ପିଟାଲରେ ଅତି କମରେ କୋଡିଏ ଜଣ ଗୁରୁତର ଅସୁସ୍ଥ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଜୟପୁର ଗୋଲଡେନ୍ ହସ୍ପିଟାଲର ଡାକ୍ତରୀ ନିର୍ଦ୍ଦେଶକ ଡ. ଡିକେ ବାଲୁଜା

ଉତ୍ତରାଖଣ୍ଡରେ ପୁଣି ବିପତ୍ତି, ଗ୍ଲେସିଅର୍‌ ଫାଟି ୮ ମୃତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡକୁ ଛାଡୁନି ବିପତ୍ତି । ପୁଣି ଗ୍ଲେସିଅର୍‌’ ଫାଟିଲା। ଚାମୋଲି ଗର୍‌ୱାଲ୍‌ ଜିଲ୍ଲା ଅନ୍ତର୍ଗତ ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳ ସୁମନା ଗାଁ ନିକଟରେ ଶୁକ୍ରବାର ଦିନ ଏକ ତୁଷାର କ୍ଷେତ୍ର ବା ‘ଗ୍ଲେସିଅର୍‌’ ଫାଟିବା ଘଟଣାରେ ଅନ୍ୟୂନ ୮ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ

ଶପଥ ଗ୍ରହଣ କଲେ ଜଷ୍ଟିସ୍ ଏନ୍ ଭି ରମନା

ନୂଆଦିଲ୍ଲୀ: ଆଜି ଶପଥ ନେଇଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍ ଭି ରମନା | ସୁପ୍ରିମକୋର୍ଟର ୪୮ ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍ ଏନ୍ ଭି ରମନା ।ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥପାଠ କରାଇଛନ୍ତି । ସେ ଆଜିଠାରୁ ୨୦୨୨ ଅଗଷ୍ଟ ୨୬

୪୮ ବର୍ଷରେ ପାଦ ଥାପିଲେ କ୍ରିକେଟର ଭଗବାନ

ମୁମ୍ବାଇ : ୪୮ ବର୍ଷରେ ପଦାର୍ପଣ କରିଛନ୍ତି ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଜନ୍ମଦିବସରେ ତାଙ୍କୁ ଶୁଭକାମନାର ସୁଅ ଛୁଟୁଛି । କେତେକ ‘ସଚିନ୍ - ଅନୁଭବ’ ଶବ୍ଦରେ ପ୍ରକାଶ କରିଥିବା ବେଳେ କେହି କେହି ତାଙ୍କୁ ‘କ୍ରିକେଟ୍ ଭଗବାନ’ ଏବଂ ସର୍ବଶ୍ରେଷ୍ଠ ବୋଲି କହିଥିଲେ।

ରାଜ୍ୟରେ ଆଉ ୮ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୪୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ

ଖୋର୍ଦ୍ଧାରୁ ଧରାପଡିଲା କୋଟିଏ ଟଙ୍କାର ଧଳାଜହର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଧରାପଡିଲା କୋଟିଏ ଟଙ୍କାର ଧଳା ଜହର । ପ୍ରାୟ ୧ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି ଏସ୍‌ଟିଏଫ୍‌ ଟିମ୍‌ । ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ଏସ୍‌ଟିଏଫ୍‌ ୪ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ୍‌ସୁଗାର

ରେକର୍ଡ଼ ଭାଙ୍ଗିଲା କରୋନା: ଦିନକରେ ୬୬୪୭ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୪୭ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୧୩୪୧ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୯୨ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୮୫୫ ଜଣ କ୍ବାରେଣ୍ଟାଇନ୍‌ରେ

ସପ୍ତାହାନ୍ତ ସଟଡାଉନ୍: ଚେକ୍‌ ପୋଷ୍ଟରେ ଜୋରଦାର ଚେକିଂ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍ । ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ସଟଡାଉନ୍ । ଏହା ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଉଛି । ଟ୍ୱିନ୍‌ ସିଟି କଟକ ଏବଂ ଭୁବନେଶ୍ବରରେ ସଟ୍‌ଡାଉନ୍‌ କଡାକଡି ଯାଞ୍ଚ କରାଯାଉଛି |