Odia News Portal
Monthly Archives

April 2021

ଅକ୍ସିଜେନ ଯୋଗାଇବ ଜେଏସପିଏଲ

ଭୁବନେଶ୍ବର : ‘ପ୍ରଥମେ ଲୋକ ନୀତିକୁ ଆଗକୁ ଅନୁସରଣ କରି ନବୀନ ଜିନ୍ଦଲ ନେତୃତ୍ତ୍ଵାଧିନ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) କୋଭିଡ -19 ପ୍ରଭାବିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ମେଡିକାଲ ଅକ୍ସିଜେନ (ଅମ୍ଳଜାନ) ଯୋଗାଇବା

୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

* ବଜ୍ରପାତ ଓ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା | *ରାଜ୍ୟର ଦକ୍ଷିଣ, ପଶ୍ଚିମ, ଉତ୍ତର, କେନ୍ଦ୍ରୀୟ ଓଡ଼ିଶାରେ ଘୂର୍ଣ୍ଣିଝଡ଼ର ସମ୍ଭାବନା |

ମାସ୍କ ଚେକିଂ ବେଳେ ଚାପୁଡ଼ା ଖାଇଗଲେ ପୋଲିସ ବାବୁ

ଉତ୍ତରପ୍ରଦେଶ: ଦେଶରେ ଏବେ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର ହେବାକୁ ବସିଲାଣି | ଯାହାକୁ ଦୃଷ୍ଟିରେ ରଖି ଦେଶରେ ମାସ୍କ ଚେକିଂ ବ୍ୟବସ୍ଥା କଡ଼ାକଡ଼ି ହେବାରେ ଲାଗିଛି | ତେବେ ଉତ୍ତରପ୍ରଦେଶରେ ମାସ୍କ ଚେକିଂ ସମୟରେ ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି | ମାସ୍କ ପିନ୍ଧିନଥିବା ଅମାନିଆକୁ ତାଗିଦ

ବଲାଙ୍ଗୀରବାସୀଙ୍କୁ କରୋନା ପାଇଁ ସତର୍କ କରାଇଲେ ପୋଲିସ ଡ଼ିଜି ଅଭୟ

ବଲାଙ୍ଗୀର: ପୋଲିସ ଡ଼ିଜି ଅଭୟଙ୍କ ଅଭୟଙ୍କ ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତ | ଭବାନୀପାଟଣା ରିଜର୍ଭ ପୋଲିସରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ କୋଭିଡ ପରିଚାଳନା ନେଇ ସମୀକ୍ଷା କରିବା ସହ କରୋନା କଟକଣା କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଏକ ସ୍ବତନ୍ତ୍ର ହେଲିକେପ୍ଟର

ଅକ୍ସିଜେନ୍ ଅଭାବରୁ ଚାଲିଗଲା ୨୨ ରୋଗୀଙ୍କ ଜୀବନ

ମହାରାଷ୍ଟ୍ର: ନାସିକର ଜାକିର ହୁସେନ ହସ୍ପିଟାଲରେ ବଡ ଧରଣର ଦୁର୍ଘଟଣା । ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ ଲିକ୍ ହୋଇ ୨୨ ରୋଗୀଙ୍କ ମୃତ୍ୟୁ ।ସୂଚନା ମୁତାବକ ଅକ୍ସିଜେନ୍ ଲିକ୍ ହେବା କାରଣରୁ ସପ୍ଲାଇ ବନ୍ଦ ହୋଇଯାଇଥିଲା । ଫଳରେ ଭେଣ୍ଟିଲେଣ୍ଟରରେ ଥିବା ୨୨ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି ।

ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଶୀର୍ଷରେ ରହିପାରେ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରାମିତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢ଼ୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ

ଦେଶରେ ୩ ଲକ୍ଷ ଟପିବ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନା ଦିନ କୁ ଦିନ ବିଗିଡିବାରେ ଲାଗିଛି। ଦୈନିକ ସଂଖ୍ୟା 3 ଲକ୍ଷ ଆଡକୁ ଗଲାଣି । ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୯୫,୦୪୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨,୦୨୩ ମୃତ୍ୟୁ ରେକର୍ଡ