Odia News Portal
Monthly Archives

April 2021

ରାମ ନବମୀରେ ଶୁଭେଚ୍ଛା ଜଣାଇଲେ ଅଭିନେତା ଅରୁଣ ଏବଂ ଦୀପିକା

ନୂଆଦିଲ୍ଲୀ: ଚଳିତ ବର୍ଷ ରାମ ନବମୀ (ଏପ୍ରିଲ 21) ର ଶୁଭ ଅବସରରେ ଭକ୍ତମାନେ ଆଶୀର୍ବାଦ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ପ୍ରଭୁ ରାମଙ୍କ ଜନ୍ମଦିନ ପାଳନ କରିବାକୁ ଏହି ଦିନଟି ଚିହ୍ନିତ ହୋଇଛି । ଏପ୍ରିଲ 13, 2021 ରେ ଆରମ୍ଭ ହୋଇଥିବା ଚୈ ତ୍ର ନବରାତ୍ରୀ ଆଜି

ଯାଜପୁରର ରଘୁନାଥ ମନ୍ଦିରରେ ପ୍ରଭୁ ରଘୁନାଥଙ୍କ ଜନ୍ମୋତ୍ସବ….

ଯାଜପୁର: ଐତିହର ବାର୍ତ୍ତାବହ ଯାଜପୁରର ରଘୁନାଥ ମନ୍ଦିର । ଯାଜପୁର ସହର ବୈତରଣି ନଦୀ କୂଳରେ ରଘୁନାଥ ମନ୍ଦିର ରହିଛି। ପୁରାଣ ଅନୁସାରେ ପବିତ୍ର ରାମନବମୀ ଦିନ ପ୍ରଭୁଙ୍କ ଜନ୍ମ ଦିନ ପାଳନ କରାଯାଏ । ଏହି ଦିନ ଭୋର ଚାରିଟାରେ ପୂଜକ ପ୍ରଥମେ ଠାକୁରଙ୍କୁ ସ୍ନାନ କରନ୍ତି। ଏହାପରେ ପଞ୍ଚମ

ଆଜି ପବିତ୍ର ରାମ ନବମୀ, ଜାଣନ୍ତୁ ‘ରାମନାମ’ର ପରମ ଅର୍ଥ

ଭୁବନେଶ୍ବର: ଆଜି ପବିତ୍ର ରାମ ନବମୀ । ଚୈତ୍ରମାସ ଶୁକ୍ଳ ନବମୀ ତିଥି ଶ୍ରୀରାମଙ୍କର ଜନ୍ମ ଦିବସ ରୂପେ ସାରା ଭାରତର ହିନ୍ଦୁମାନଙ୍କ ଦ୍ୱାରା ନିଷ୍ଠାର ସହିତ ପାଳିତ ହୋଇ ଆସୁଅଛି । ଜନ୍ମାଷ୍ଟମୀ ଓ ହରିଜନ୍ମ ପରି ଏହା ଏକ ସର୍ବଭାରତୀୟ ହିନ୍ଦୁ ପର୍ବ; ତେଣୁ ଏହାର ପାଳନ ପରିସର କୌଣସି

ଡିଏଲ ଓ ଲର୍ଣ୍ଣିିଂ ଟେଷ୍ଟ ବାତିଲ

ଭୁବନେଶ୍ୱର :- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟକୁ ବାତିଲ କରିଛି ରାଜ୍ୟ ପରିବହନ ବିଭାଗ ।  ଆସନ୍ତା ୨୨ ତାରିଖରୁ ପରବର୍ତୀ ନିଦେ୍ର୍ଦଶ ଯାଏଁ ବିଭିନ୍ନ ଆରଟିଓରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ

ହସ୍ପିଟାଲ ପାଇଁ ଗାଇଡ୍ ଲାଇନ୍ ଜାରି

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଜାରି ହୋଇଛି ଏହି ଗାଇଡଲାଇନ । ମେଡିକାଲ ଯେମିତି ହଟସ୍ପଟ ନପାଲଟିବ, ସେଥିପାଇଁ କଡ଼ା ତାଗିଦ କରାଯାଇଛି । ପ୍ରତ୍ୟେକ ହସ୍ପିଟାଲରେ ଅଲଗା