Odia News Portal
Monthly Archives

April 2021

ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଛାତ୍ର ଜନତା ଦଳର ୭୫ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ଵଦିପ ପ୍ରଧାନଙ୍କ ନେତୃତ୍ବରେ ୭୫ ୟୁନିଟ୍ ରକ୍ତ ସଂଗ୍ରହ। ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ବିଜୁ ଛାତ୍ର

ଜନ୍ମଦିନରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହେଲେ ଓଟିଡିସି ଅଧ୍ୟକ୍ଷା

ଭୁବନେଶ୍ୱର: ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ସେ ଆଜି କଟକସ୍ଥିତ ‘ସମାଜ’ କାର୍ଯ୍ୟାଳୟକୁ ଯାଇ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶରୀର ଓ ଅଙ୍ଗଦାନ

କରୋନା କବଳରେ ରାଜଧାନୀ, ସଂକ୍ରମିତ ୪୦୦ ପାର୍

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ମୋଟ ୪୫୧ ନୂଆ ସଂକ୍ରମିତ ଚିହ୍ନଟ । ସେଥିମଧ୍ୟରୁ ୯୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩୬୦ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ବିଏମସି ରିପୋର୍ଟ ମୁତାବକ, ଆଜି କ୍ୱାରେଣ୍ଟାଇନରେ ଥିବା ୯୧ ଜଣ ଲୋକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରେମଡେସିଭିର ଇଞ୍ଜେକ୍ସନ ମୂଲ୍ୟ ହ୍ରାସ

ନୁଆଦିଲ୍ଲୀ : କରୋନା ରୋଗିଙ୍କ ଚିକିତ୍ସା ପାଇଁ ରେମଡେସିଭିର ଇଞ୍ଜେକ୍ସନ ଜରୁରୀ ହୋଇପଡିଥିବାବେଳେ କେନ୍ଦ୍ର ସରକାର ଏହାର ରପ୍ତାନୀ ଉପରେ ପୁର୍ବରୁ ରୋକ ଲଗାଇ ଥିଲା ବେଳେ ଏହାର କିପରି କଳା ବଜାରି ନହୁଏ ସେଥିପ୍ରତି ମଧ୍ୟ ନିର୍ଦେଶ ରହିଛି । ତେବେ ୧୦୦ ମିଲି ଗ୍ରମ୍ ରେମଡେସିଭିର

ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ପରେ ସରିଲା କୁମ୍ଭ ମେଳା

ହରିଦ୍ୱାର: ସମାପନ ଘୋଷଣା ହେଲା କୁମ୍ଭ ମେଳା । ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପ୍ରତୀକାତ୍ମକ ଘୋଷଣା କରାଯାଉ ବୋଲି ନିବେଦନ କରିଥିଲେ । ବନ୍ଦ ନେଇ ଜୁନା ଆଖଡର ସ୍ୱାମୀ ଅବଦେଶାନନ୍ଦ ଗିରି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଉତ୍ତରପ୍ରଦେଶର ହରିଦ୍ୱାରରେ ଚାଲୁଥିବା

ପ୍ରେମରେ ବିଫଳ କିନ୍ନରଙ୍କ ଆତ୍ମହତ୍ୟା

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅନ୍ତର୍ଗତ ପନାସିଆ ଗାଁ ନିକଟ ରେଳ ଧାରଣାରୁ ଜଣେ କିନ୍ନରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ କିନ୍ନର ଜଣକ ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ଗାଁର ଫତୁଆ ଜେନା

ରାଜଧାନୀରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ

*ପ୍ରେସମିଟ୍ କରି ଏଭଳି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ | *ଭୁବନେଶ୍ଵରରେ ପ୍ରାୟ ୨୫ଟି ଜାଗାରେ ଚେକ୍ ପଏଣ୍ଟ କରାଯାଇଛି | *୩୫ଟି ପିସିଆର ଏବଂ ୧୫ଟି ମନିଟରିଂ ପିସିଆର ସହରରେ ପାଟ୍ରୋଲିଂ କରିବେ |