Sign in
Sign in
Recover your password.
A password will be e-mailed to you.
Monthly Archives
April 2021
ମାଟ୍ରିକ ପରୀକ୍ଷା ନେଇ ବଡ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ମାଟ୍ରିକ ପରୀକ୍ଷାକୁ ନେଇ ବଡ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।ତେବେ କେବଳ ମାଟ୍ରିକ ପରୀକ୍ଷା ନୁହେଁ ବରଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ମଧ୍ୟ ବଡ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ପ୍ରଦାନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ରାଜ୍ୟରେ କରୋନା!-->…
ପିସିସି କାର୍ଯ୍ୟାଳୟରେ ଅଜିତଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ଆଜି ଦିବଙ୍ଗତ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ପିସିସି କାର୍ଯ୍ୟାଳୟରେ ଏକ ଶୋଭସଭାର ଆୟୋଜନ କରାଯାଇଛି । ଏହି ଶୋକସଭାରେ କଂଗ୍ରେସର ବରିଷ୍ଠ ନେତା ଉପସ୍ଥିତ ରହି ଅଜିତଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି |
ସୂଚନା ଅନୁଯାୟୀ, ଆଗାମୀ ୧୭ରେ!-->!-->!-->!-->!-->…
ସୋଆରେ ‘ସାରୋଳଦାସ ମହାଭାରଥ’ ସଂସ୍କରଣ ଲୋକାର୍ପିତ
ଭୁବନେଶ୍ୱର: ପଞ୍ଚଦଶ ଶତାବ୍ଦୀର ଆଦିକବି ସାରଳା ଦାସଙ୍କ ଦ୍ୱାରା ରଚିତ "ସାରୋଳଦାସ ମହାଭାରଥ' ମହାକାବ୍ୟର ଦୁଇଟି ପର୍ବର ପାଠ ଆଧାରିତ ସଂସ୍କରଣ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ୟୁନିଭର୍ସିଟି) ଦ୍ୱାରା ବୁଧବାର ଏକ ସ୍ୱତନ୍ତ୍ର ଉତ୍ସବରେ ଲୋକାର୍ପିତ ହୋଇଯାଇଛି । ଆଦିକବି ଭାବେ ପରିଚିତ!-->…
ଜନଶତାବ୍ଦୀ ଏକ୍ସପ୍ରେସ ବଗିରେ ଲାଗିଲା ନିଆଁ
*ସୋର ଷ୍ଟେସନରେ ନିଆଁକୁ ଆୟତ୍ତ କଲେ ରେଳ କର୍ମଚାରୀ ।
*ଯାତ୍ରୀ ସୁରକ୍ଷିତ |
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଐତିହାସିକ ମୁହୂର୍ତ୍ତ
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କ୍ୟାନସର ଇନଷ୍ଟିଚ୍ୟୁଟ, କରୁଣାଶ୍ରୟ ପାଲିଆଟିଭ କେୟାର ପାଇଁ ବୁଝାମଣାପତ୍ର ସ୍ବାକ୍ଷର
ରାଜ୍ୟରେ ସ୍ଥିତି ସାଙ୍ଘାତିକ: ୩ ହଜାର ମୁହାଁ ସଂକ୍ରମିତ ସଂଖ୍ୟା
*୨୪ ଘଣ୍ଟା ମଧ୍ୟରେ ୨୯୮୯ କରୋନା ପଜିଟିଭ୍ ଚିହ୍ନଟ ।
*ଚିନ୍ତା ବଢ଼ାଇଲା ସୁନ୍ଦରଗଡ଼ ଜିଲ୍ଲାର ସଂକ୍ରମିତ ସଂଖ୍ୟା ଗୋଟିଏ ଦିନରେ ୬୩୧ ପଜିଟିଭ୍ ।
