Odia News Portal
Monthly Archives

April 2021

ରେଳ ସଦନରେ ଖୋଲିଲା ଟୀକାକରଣ କେନ୍ଦ୍ର

ଭୁୁବନେଶ୍ୱର : ଟୀକା ଉତ୍ସବ ନିମନ୍ତେ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧୀନରେ ପ୍ରଥମ କାର୍ଯ୍ୟାଳୟ କୋଭିଡ ଟୀକା କେନ୍ଦ୍ର ଖୋଲାଯାଇଛି ।  ପ୍ରଥମ ଦିବସ ଅର୍ଥାତ ୧୧ ଏପ୍ରିଲରେ ପୂର୍ବ ତଟ ରେଳପଥର ୮୩ ଜଣ କର୍ମଚାରୀଙ୍କୁ  ଟୀକାକରଣ କରାଯାଇଛି

ଓୟୋକୁ ପେଡ୍ କ୍ୱାରେଣ୍ଟାଇନ ଘୋଷଣା କଲା ବିଏମସି

ଭୁୁବନେଶ୍ୱର : ଏଣିକି ଭୁବନେଶ୍ୱରରେ ଥିବା ଓୟୋ ରୁମରେ ସଙ୍ଗରୋଧରେ ରହିପାରିବେ ଲୋକେ । ରାଜଧାନୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଓ କ୍ୱାରେଂଟାଇନ୍ ସୁବିଧାକୁ ଦେଖି ୩ଟି ଦେୟଯୁକ୍ତ ଓୟୋ ହୋଟେଲକୁ କ୍ୱାରେଂଟାଇନ୍ ସେଂଟର ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବିଏମସି

ଖଣି ଚୋରି ରୋକିବାକୁ ନୂଆ ନିୟମ

ଭୁୁବନେଶ୍ୱର : ଖଣି କାରବାରକୁ ଅଧିକ ସ୍ୱଚ୍ଛ , ସୁବ୍ୟବସ୍ଥିତ କରିବା ସହିତ ଖଣି ରାଜସ୍ୱ ଆଦାୟ , ଚୋରା ଖଣି କାରବାରକୁ ରୋକିବା ଓ ସରକାରୀ ଅର୍ଥର ବାଟମାରଣାକୁ ପ୍ରତିହତ କରିବାକୁ ‘ଓଡିଶା ଖଣିଜ ପଦାର୍ଥ ଚୋରି, ବେଆଇନ୍ କାରବାର ନିରାକରଣ ସଂଶୋଧନ ଅଧିନିୟମ -୨୦୨୧’କୁ ରାଜ୍ୟ କ୍ୟାବିନେଟ୍

ଅନ୍ୱେଶା ଯୋଜନା ଆଉ ୫ ବର୍ଷ ବଢିଲା

ଭୁୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ୨୦୧୫-୧୬ ବର୍ଷରେ ଆରମ୍ଭ ହୋଇଥିବା “ଅନ୍ୱେଶା” ଯୋଜନାର ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରବର୍ତୀ ୫ ବର୍ଷ ନିମନ୍ତେ ଏହାକୁ କାର୍ଯ୍ୟକାରୀ ହେବ । ଏହି ନିଷ୍ପତିକୁ

ପାଲି ପଲଟାଇ ଜିତିଲା ପଞ୍ଜାବ

ମୁମ୍ବାଇ : ରାଜସ୍ଥାନ ରୟାଲ୍ସ ହାତରେ ଥିଲା ମ୍ୟାଚ । ହେଲେ ପାଲି ପଲଟାଇ ୪ ରନ୍‌ରେ ଜିତିଲା ପଞ୍ଜାବା କିଙ୍ଗସ୍‌। ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ ଶତକୀୟ ପାଳି ଗଲା ବେକାର । ୨୦ ଓଭର ଶେଷ ବେଳକୁ ୨୧୭ ରନ୍‌ କରିବାରେ ସକ୍ଷମ ହେଲା ରାଜସ୍ଥାନ ରୟାଲ୍ସ। ଶେଷ ବଲ୍‌ରେ ଆଶା ଥିଲେ ସଞ୍ଜୁ।

ଟିକା ପାଇଁ ପୁଣି ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ଆବଶ୍ୟକ ଟିକା ପ୍ରଦାନରେ ବିଳମ୍ବ ହେତୁ ଏହି ମର୍ମରେ ଅ ।ଜି ପୁନର୍ବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ରାଜ୍ୟରେ ଟିକା ଯୋଗାଣର ସମସ୍ୟା ବିଷୟରେ ଅବଗତ କରିବା ସହ ଅତ୍ୟନ୍ତ

ମମତା ବାନାର୍ଜୀଙ୍କୁ ପ୍ରଚାର ପାଇଁ ବ୍ୟାନ୍

କୋଲକାତା: ମମତା ବାନାର୍ଜୀଙ୍କୁ ପ୍ରଚାର କରିବା ପାଇଁ ବ୍ୟାନ୍ | ବ୍ୟାନ୍ ଲଗାଇଲେ ଭାରତୀୟ ନିର୍ଵାଚନ କମିଶନ | ୨୪ ଘଣ୍ଟା ପାଇଁ ବ୍ୟାନ୍ ଲଗାଇଲେ ନିର୍ବାଚନ କମିଶନ |ଆଜି ରାତି ୮ଟାରୁ ଆସନ୍ତାକାଲି ରାତି ୮ ପର୍ଯ୍ୟନ୍ତ ବ୍ୟାନ୍ |ପ୍ରଚାରରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ବ୍ୟାନ |