Odia News Portal
Monthly Archives

April 2021

ରାୟଗଡା ଜିଲ୍ଲାର ସମସ୍ତ ସୀମା ସିଲ

ରାୟଗଡା : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାର ସମସ୍ତ ସୀମା ସୀଲ କଲା ଜିଲ୍ଲା ପ୍ରଶାସନ । ରାୟଗଡା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କୋଭିଡ୍ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରିବାକୁ ତତ୍ପର ହୋଇଛି

ହାଇଦରର ମୁଖ୍ୟ ସହଯୋଗୀ ୟାକୁବ୍ ଖାଁର ଆତ୍ମସମର୍ପଣ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ମାମଲାରେ ପୋଲିସ ତନାଘନା ଚଳାଇଥିବା ବେଳେ ହାଇଦରର ମୁଖ୍ୟ ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି । ସେ କଟକ ବଡମେଡିକାଲରେ ହାଇଦରକୁ ବାରମ୍ବାର ଭେଟି ବିରିୟାନୀ ଖାଇବାକୁ ଦେଇଥିବା କଥା ମାନିଥିବା ବେଳେ

ନାସା ଛାଡିଲା ମଙ୍ଗଳର ଅତି ଚମତ୍କାର ଫଟୋ

ନୂଆଦିଲ୍ଲୀ: ମଙ୍ଗଳ ପୃଷ୍ଠର ଏକ ଚମତ୍କାର ଫଟୋ ଚିତ୍ର ଛାଡିଛି ନାସା ‌। ‘ନାସା’ ସେୟାର୍‌ କରିଥିବା ‘ଲୋହିତ ଗ୍ରହରେ ନୀଳ ବାଲୁକା ସ୍ତୂପମାଳା’ ଥିବା ଏହି ଫଟୋ ସବୁ ଡିସେମ୍ବର ୨୦୦୨ରୁ ନଭେମ୍ବର ୨୦୦୪ ମଧ୍ୟରେ ଉତ୍ତୋଳନ କରାଯାଇଛି। ‘ମାର୍ସ ଓଡିସି ଅର୍ବିଟର୍‌’ ‘ଥର୍ମାଲ୍‌ ଏମିସନ୍‌

କରୋନା କହର: ରେଡ୍ ମାର୍କରେ ଖୋଲିଲା ଷ୍ଟକ୍ ମାର୍କେଟ୍

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢୁଥିବା କରୋନା ଜୀବାଣୁ ନିବେଶକଙ୍କୁ ଚିନ୍ତାରେ ପକାଇଛି। ଆଜି, ସପ୍ତାହର ପ୍ରଥମ ବାଣିଜ୍ୟ ଦିନରେ ଅର୍ଥାତ୍ ସୋମବାର, ଷ୍ଟକ୍ ମାର୍କେଟ୍ ରେଡ୍ ମାର୍କରେ ଖୋଲିଲା | ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଫ୍ଲାଗସିପ୍ ଇଣ୍ଡେକ୍ସ ସେନ୍ସେକ୍ସ ୪୮,୭୭୮.୨୫ କମ୍ରେ ଖୋଲିଛି,

କରୋନାସ୍ଥିତି ସାଙ୍ଘାତିକ: ୨୪ ଘଣ୍ଟା ମଧ୍ୟରେ ୧୭୪୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୪୧ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୧୩୦୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୨୬ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୧୦୧୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି

ଆଉ କିଛି ସମୟ ପରେ କ୍ୟାବିନେଟ

ଭୁବନେଶ୍ବର : ଆଉ କିଛି ସମୟ ପରେ ବସିବ ରାଜ୍ୟ କ୍ୟାବିନେଟ । ଆଜି ଦିନରେ ୧୨ଟାରେ ଏହି କ୍ୟାବିନେଟ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଯୋଗଦେବେ । ପ୍ରାୟ ୧୧ରୁ ଅଧିକ ପ୍ରସ୍ତାବ ଉପରେ ଆଲୋଚନା ହେବାର

ଚକଲେଟ ଖାଇବାର ରହିଛି ଅନେକ ଭଲଗୁଣ ଜାଣନ୍ତୁ ସେ ବିଷୟରେ…

ଭୁବନେଶ୍ବର: ଚକଲେଟ ଖାଇବା ପାଇଁ ସମସ୍ତେ ଭଲ ପାଇଥାନ୍ତି | ତେବେ ଚକଲେଟର ଅନେକ ଭଲ ଗୁଣ ରହିଛି | କିନ୍ତୁ ଆମେ ଜାଣିରଖିବା ଉଚିତ ଯେ, ଯେକୌଣସି ଜିନିଷ ଦରକାରଠୁ ଅଧିକ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ |ତେବେ ଆସନ୍ତୁ ଜାଣିବା ଚକଲେଟର ଭଲ ଗୁଣ ଗୁଡ଼ିକ ବିଷୟରେ:- ୧.