Odia News Portal
Monthly Archives

April 2021

ଡିଲ୍ ବେଳେ ମାଡିବସିଲା କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବାଘ ଛାଲ ଚାଲାଣ କାରବାର ବୃଦ୍ଧି ପାଉଛି । ନୟାଗଡରେ ବାଘଛାଲ ବେପାର । କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ କବଜାରେ ବାଘ ଛାଲ ଶିକାରୀ । ୪ ଲକ୍ଷର ଡିଲ୍ ବେଳେ କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ ହାବୁଡରେ ପଡିଲେ ଶିକାରୀ । ଜଣେ ଶିକାରୀ ଓ ସହଯୋଗୀ ଗିରଫ । ତେବେ

ଓଡିଶାରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଭୁବନେଶ୍ୱର : ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଓଡିଶାରେ ଆସି ପହଞ୍ଚିଛନ୍ତି । ଆଜି ଦିନ ୧୧ଟା ୧୫ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ଉପରାଷ୍ଟ୍ରପତି । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେଠାରୁ ସେ ରାଜଭବନ ଗସ୍ତ କରିଛନ୍ତି । ଆଜି ସନ୍ଧ୍ୟାରେ କଟକ ଯାଇ ସାରଳା

ହସ୍ପିଟାଲରେ ଭର୍ତ୍ତି ହେଲେ ସଚିନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଶୁକ୍ରବାର ଦିନ ମେଡିକାଲରେ ଭର୍ତି ହୋଇଛନ୍ତି । ଏ ନେଇ ସେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି ଯେ ଗତ ସପ୍ତାହରେ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କୁ ଚିକିତ୍ସା ପାଇଁ 'ଚିକିତ୍ସା ପରାମର୍ଶ' ରେ ଡାକ୍ତରଖାନାରେ ଭର୍ତ୍ତି

ଛାତରୁ ଡେଇଁଲା ପବଜି ପାଗଳ ଛାତ୍ର

ନୋଏଡା: ନୋଏଡାର ଏକ ନିର୍ମାଣାଧୀନ କୋଠରୀରୁ ଡେଇଁ ଜଣେ .୧୫ ବର୍ଷର ବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ଖବର ଅନୁଯାୟୀ, ୭ମ ଶ୍ରେଣୀର ଛାତ୍ର ଥିବା ବାଳକ ଗତକାଲି ରାତିରେ ସେକ୍ଟର ୧୧୦ ରେ ଥିବା ତାଙ୍କ ଘରୁ ନିଖୋଜ ହୋଇଯାଇଥିଲା ଏବଂ ମୋବାଇଲ୍ ଫୋନରେ ପବଜି ପରି ଖେଳ ଖେଳିବା ପାଇଁ

ବଡ଼ିଭୋରୁ ଆତଙ୍କୀଙ୍କୁ ଘେରିଗଲେ ଯବାନ

ଶ୍ରୀନଗର: ଆତଙ୍କବାଦୀଙ୍କୁ ନିସ୍ତାରନାହିଁ । ସକାଳ ପାହିବା ପୂର୍ବରୁ ଦକ୍ଷିଣ କଶ୍ମୀର ଅନ୍ତର୍ଗତ ପୁଲ୍‌ଓ୍ଵାମା ଜିଲ୍ଲାର ଘାଟ ମୋହଲ୍ଲାରେ ଆତ୍ମଗୋପନ କରିଥିବା କେତେକ ଅଜ୍ଞାତ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଭୀଷଣ ଗୁଳିବିନିମୟ ଚାଲିଛି । ସୂଚନା ଅନୁସାରେ, ଜଣେ

୨୪ ଘଣ୍ଟାରେ ଦେଶରେ ୮୧, ୪୬୬ ସଂକ୍ରମିତ, ୪୬୯ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧, ୪୬୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୪୬୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ତେବେ ଏଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସରକାର । କରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ସରକାର ଟିକାକରଣ

ସବୁ ରେକର୍ଡ ଅତିକ୍ରମ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର : ପୂର୍ବ ତଟ ରେଳପଥ 2020-21 ଆର୍ଥିକ ବର୍ଷରେ ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳବାଇର ସମସ୍ତ ରେକର୍ଡ ଭଙ୍ଗ କରିଛି  |  2020 ଏପ୍ରିଲ ପହିଲା ଠାରୁ 31 ମାର୍ଚ୍ଚ, 2021 ପର୍ଯ୍ୟନ୍ତ, ପୂର୍ବତଟ ରେଳପଥ 205 ନିୟୁତ ଟନ୍ ପଣ୍ୟ ପରିବହନ କରିଛି ଯାହାକି ସର୍ବାଧିକ ପଣ୍ୟ