Sign in
Sign in
Recover your password.
A password will be e-mailed to you.
Monthly Archives
May 2021
ସିଆରପିଏଫ କ୍ୟାମ୍ପକୁ ବିରୋଧରୁ ଉତ୍ତେଜନା , ତିନି ମାଓ ସମର୍ଥକ ମୃତ
ମାଲକାନଗିରି ; ମାଲକାନଗିରି ଜିଲ୍ଲା ସୀମାନ୍ତରାଜ୍ୟ ଛତିଶଗଡ ବିଜାପୁର ଜିଲ୍ଲାରେ ଗୁଳିବିନିମୟ ଘଟିଛି । ସିଲଗର ଗାଁରେ ନବର୍ନିମିତ ସି.ଅ ।ର.ପି.ଏଫ କ୍ୟାମ୍ପକୁ ସ୍ଥାନୀୟ ବାସିନ୍ଦା ଗତ ତିନି ଦିନ ହେଲା ବିରୋଧ କରିଆସୁଥିଲେ ।
ଅ ।ଜି ଶତାଧି ସ୍ଥାନୀୟ ଲୋକ ନୂତନ କ୍ୟାମ୍ପକୁ ବିରୋଧ!-->!-->!-->!-->!-->…
“ମମତା’ ପଞ୍ଜୀକରଣ ଅବଧିକୁ ୭ ମାସକୁ ବୃଦ୍ଧି
.ସମସ୍ତ ଅଙ୍ଗନବାଡି ସେବା ଯୋଗାଇଦେବାକୁ
ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ନିଦେ୍ର୍ଦଶ
.ପ୍ରବାସୀ ମହିଳା ଓ ଶିଶୁଙ୍କ ତୁରନ୍ତ
ପଞ୍ଜୀକରଣ ଉପରେ ଗୁରୁତ୍ୱ
ମମତାଙ୍କ ହାଇଡ୍ରାମା: କହିଲେ ମୋତେ ବି ଗିରଫ କର…
* ନାରଦା ସ୍କାମର ତଦନ୍ତରେ ପଶ୍ଚିମବଙ୍ଗର ୨ ମନ୍ତ୍ରୀ ଓ ଜଣେ ବିଧାୟକ ଗିରଫ ।
ଆଜିଠୁ ଗଞ୍ଜାମରେ ଘରକୁ ଘର ଟିକାକରଣ ପ୍ରକ୍ରିୟା
ଗଞ୍ଜାମ: ଆଜି ଠାରୁ ଆରମ୍ଭ ହେଲା ଗଞ୍ଜାମ ଜିଲ୍ଲାରେ ଘରକୁ ଘର ଟିକାକରଣ ପ୍ରକ୍ରିୟା ।ତେବେ ଏହି ସୁବିଧା କେବଳ ବିଏମସି ଅଞ୍ଚଳରେ ହିଁ ଲାଗୁ କରାଯିବ । ପ୍ରତ୍ୟେକ ଅଞ୍ଚଳରେ ପଂଜିକୃତ ବୟସ୍କ ଲୋକଙ୍କୁ ଏହି ଟିକା ପ୍ରଦାନ କରାଯିବ । ଏହି ସେବା ପାଇଁ ଏକ ସ୍ୱତନ୍ତ୍ର ଗାଡି ମଧ୍ୟ ପ୍ରସ୍ତୁତ!-->…
ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି
ଭୁବନେଶ୍ବର: ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ସୁନାପଞ୍ଜୁରୀ ଫିଲ୍ମର `ପୁଚୁକି ଗାଲି’ ଗୀତ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାର ସୃଷ୍ଟି ହୋଇଥିବା!-->…
ସଂକ୍ରମଣ ଭିତରେ ଖୁସି ଖବର: କରୋନାକୁ ମାତ୍ ଦେବ ‘୨-ଡିଜି’
ନୂଆଦିଲ୍ଲୀ: ଦେଶରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଉଥିବା ସମୟରେ ଆସିଛି ଆଉ ଏକ ଖୁସି ଖବର। ସୋମବାର ବଜାରକୁ ଆସିଛି ଡିଆରଡିଓ ଦ୍ବାରା ପ୍ରସ୍ତୁତ କରୋନା ଔଷଧ -୨ଡିଜି। ଡିଆରଡିଓ ପକ୍ଷରୁ ବିକଶିତ ସ୍ୱଦେଶୀ କରୋନା ଔଷଧ ‘୨-ଡିଜି’ର ଶୁଭାରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।!-->…
ଜାଣନ୍ତୁ ମେ ୧୭ର ଆପଣଙ୍କ ବୈବାହିକ ଓ ଲଭ୍ ରାଶିଫଳ
ଭୁବନେଶ୍ବର: ମେ ୧୭, ୨୦୨୧ ର ଆପଣଙ୍କ ଦୈନନ୍ଦିନ ପ୍ରେମ ରାଶିଫଳ ଚନ୍ଦ୍ରର ଗଣନା ଉପରେ ଆଧାରିତ | ପ୍ରେମ ରାଶିଫଳ ମାଧ୍ୟମରେ ଆପଣ ଆପଣଙ୍କର ପ୍ରେମ ଜୀବନ ଏବଂ ବିବାହିତ ଜୀବନ ସହିତ ଜଡିତ ଭବିଷ୍ୟବାଣୀ ବିଷୟରେ ଜାଣିପାରିବ |ତେବେ ଆସନ୍ତୁ ଜାଣିବା ଆଜିର ଲଭ୍ ରାଶିଫଳ:-
*ମେଷ ରାଶି ଲଭ୍!-->!-->!-->!-->!-->…
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଶାସକ ବିରୋଧୀ ବୈଠକ ।ସୋମବାର ସନ୍ଧ୍ୟା ୫ଟା ୩୦ ମିନିଟରେ ବିଧାନସଭା ସମ୍ମିଳନୀ କକ୍ଷରେ ବୈଠକ ବସିବ । ସବୁ ଦଳର ବିଧାୟକମାନେ ଭାଗ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ଖୁବ୍ ଶୀଘ୍ର ବିଧାନସଭା ସଚିବାଳୟ ପକ୍ଷରୁ ସବୁ ବିଧାୟକମାନଙ୍କୁ ଏ!-->…
କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ ନିର୍ଦ୍ଦେଶ
*ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ ।