Odia News Portal
Monthly Archives

May 2021

କୋଭିଡ୍ କ୍ରାଇସିସ ମ୍ୟାନେଜମେଂଟ୍ କମିଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

*ସମସ୍ତ ରାଜନୈତିକ ଦଳର ନେତା ମାନଙ୍କୁ ନେଇ ‘କୋଭିଡ୍ କ୍ରାଇସିସ ମ୍ୟାନେଜମେଂଟ୍ କମିଟି’ ଗଠନ କରିବାକୁ ଅନୁରୋଧ

ଆକ୍ସନ ମୋଡରେ ପୋଲିସ୍: ବାଧ୍ୟତାମୂଳକ ହେଲା ଅନୁମତି ପତ୍ର

ଭୁବନେଶ୍ବର: ଅମନିଆଙ୍କୁ ନାହିଁ ନିସ୍ତାର । ରାଜ୍ୟରେ ସଂକ୍ରମଣ ରୋକିବା ପାଇଁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଥିବା ସମୟରେ କେବଳ ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ କଟକଣା କୋହଳ କରାଯାଇଛି । ତେବେ ଏହି ସମୟରେ କିଛି ଅମାନିଆ ନିୟମ ନ ମାନି ବୁଲା ବୁଲି କରୁଥିବା ଖବର ଆସିବା ପରେ

ରାଜ୍ୟରେ ବଢିବ ଆଇସିୟୁ ବେଡ୍‌ ସଂଖ୍ୟା

ଭୁବନେଶ୍ୱର :ରାଜ୍ୟରେ ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ, କିନ୍ତୁ ଆଇସିୟୁ ବେଡ଼ ବଢିବ । କରୋନା ସ୍ଥିତି ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜ୍ୟରେ ଆଇସିୟୁ ବେଡ଼ ବଢ଼ାଇବା ପାଇଁ ଚେଷ୍ଟା ଚାଲିଛି । ଯେଉଁଠି ପ୍ରାଇଭେଟ୍ ସେକ୍ଟରରେ ଆଇସିୟୁ

ପ୍ରଶାସନ ଶୁଣିଲାନାହିଁ, ପାହାଡ଼ କାଟି ସାତ କିଲୋମିଟର ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ମାଲକାନଗିରି : ଭଲ ରାସ୍ତା ନଥିବାରୁ ଉପଯୁକ୍ତ ଚିକିତ୍ସା ସୁବିଧା ନପାଇ ବିହାର ରାଜ୍ୟ ଗେହଲୁର ଗ୍ରାମର ଦଶରଥ ମାନଝିଙ୍କ ସ୍ତ୍ରୀ ମୃତ୍ୟୁ ବରଣ କରିଥିଲେ । ଏହା ପର ଠାରୁ ମାଝି ନିଜେ ଏକୁଟିଆ ପାହାଡ଼ କାଟି ରାସ୍ତା ନିର୍ମାଣ କରି ମାଉନଟେନ ମ୍ୟାନ ଭାବେ ସମଗ୍ର ଦେଶରେ ପରିଚିତ ହୋଇଥିଲେ । 

ଆଗକୁ ୨ ରୁ ୧୮ ବର୍ଷ ବୟସ୍କବର୍ଗଙ୍କୁ ଟିକା, ପରୀକ୍ଷଣ ନିମନ୍ତେ ଅନୁମତି

ନୂଆଦିଲ୍ଲୀ : ଟିକାକରଣରେ ଆଉ ପାଦେ ଆଗକୁ ବଢିଲା ଭାରତ। ଆଗକୁ 18 ବର୍ଷରୁ କମ୍ ବୟସଙ୍କୁ ମିଳିବ ଟିକା। ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ୨ ରୁ ୧୮ ବର୍ଷ ବୟସ୍କବର୍ଗଙ୍କ ଶରୀରରେ ନୈଦାନିକ ପରୀକ୍ଷଣ ନିମନ୍ତେ ‘ଭାରତ ବାୟୋଟେକ୍‌’ର କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’କୁ ଏକ ବିଶେଷଜ୍ଞ କମିଟି

ମେ ଫେୟାର ହୋଟେଲ ପରାମର୍ଶଦାତା ରାମଚନ୍ଦ୍ର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର : ଦେଶର ପ୍ରତିଷ୍ଠିତ ହୋଟେଲ ଶିଳ୍ପ ମେ ଫେୟାର ହୋଟେଲ ଗୋଷ୍ଠିର ପରାମର୍ଶଦାତା ରାମଚନ୍ଦ୍ର ମିଶ୍ରଙ୍କର ଆଜି ଏଠାରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୧ବର୍ଷ ବୟସ ହୋଇଥିଲା । ନୋଇଡାରେ ଅବସ୍ଥାପନ କରୁଥିବା ଶ୍ରୀ ମିଶ୍ର କରୋନାରେ ସଂକ୍ରମିତ

ସଂକ୍ରମଣ ନେଉଛି ଜୀବନ: ଆଉ ୧୭ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୮୨ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମୟରେ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୩୨ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ