ପୁଣି ବଢିଲା ସଂକ୍ରମଣ: ଦିନକରେ ୧୦୯୮୨ ପଜିଟିଭ୍
ଭୁବନେଶ୍ବର: ରାଜ୍ୟରେ ୧୧ତାରିଖ ସଂକ୍ରମଣ ମାତ୍ରା ସାମାନ୍ୟ କମିଥିବା ସମୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୦୯୮୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬୫୬୪୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮୩୩!-->…