Sign in
Sign in
Recover your password.
A password will be e-mailed to you.
Monthly Archives
May 2021
କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭ କୋଟି ୬୨ ଲକ୍ଷ
ଭୁବନେଶ୍ବର: କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭ କୋଟି ୬୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଜିଲ୍ଲା ପାଇଁ ୪.୬୨ କୋଟି ଟଙ୍କା ଦିଆଯାଇଛି । ସେହିପରି ପୁରୀକୁ ୨କୋଟି ଓ ସୁବର୍ଣ୍ଣପୁରକୁ ୧ କୋଟି ଟଙ୍କା ଦିଆଯାଇଛି । ଏ ସମସ୍ତ ଟଙ୍କା ସିଏମଆରଏଫ!-->…
ଶ୍ରୀମନ୍ଦିରରେ କୋଭିଡ ପରିଚାଳନା କମିଟି ବୈଠକ
ପୁରୀ: ଚଳିତ ବର୍ଷ ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ବାହାରେ କରାଯିବ କି ନାହିଁ , ସେ ନେଇ ଶ୍ରୀମନ୍ଦିର କୋଭିଡ ପରିଚାଳନା କମିଟି ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଏନେଇ ନିଷ୍ପତ୍ତି ପରେ ନିଆଯିବ ବୋଲି ପରିଚାଳନା କମିଟି ବୈଠକରେ ସୂଚନା ପ୍ରଦାନ କରାଯାଇଛି ।ଏହି ପରିଚାଳନା ବୈଠକ!-->…
ଶ୍ରମିକଙ୍କ ପାଇଁ ହେଲପଲାଇନ୍ ନମ୍ବର ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ବର: ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି ।ତେବେ ଏହି ମହାମାରୀ ସମୟରେ ରାଜ୍ୟ ସରକାର ଶ୍ରମିକଙ୍କ ସମସ୍ୟା ପ୍ରତି ସଚେତନ ଅଛନ୍ତି । ଶ୍ରମିକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ହେଲପଲାଇନ୍ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର । ତେବେ!-->…
ଲୋକପ୍ରିୟ ଅଭିନେତ୍ରୀ ଶ୍ରୀପ୍ରଦାଙ୍କର କରୋନାରେ ପରଲୋକ
*ବିନୋଦ ଖାନ୍ନା, ଧର୍ମେନ୍ଦ୍ରଙ୍କ ପରି ତାରକାମାନଙ୍କ ସହିତ କରିଥିଲେ କାମ ।
କରୋନାରେ ରାଷ୍ଟ୍ରୀୟ ଲୋକଦଳର ଅଧ୍ୟକ୍ଷ ଅଜିତ୍ ସିଂଙ୍କ ପରଲୋକ
ନୂଆଦିଲ୍ଲୀ: କରୋନା ନେଲା ଆଉ ଏକ ନେତାଙ୍କ ଜୀବନ । ରାଷ୍ଟ୍ରୀୟ ଲୋକଦଳର ଅଧ୍ୟକ୍ଷ ତଥା ପଶ୍ଚିମ ଉତ୍ତରପ୍ରଦେଶର ଲୋକପ୍ରିୟ ଜାଠ୍ ନେତା ଅଜିତ୍ ସିଂଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଅଜିତ୍ ସିଂ ଏପ୍ରିଲ ୨୨ ତାରିଖରେ କୋଭିଡରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ!-->…
ଜାଣନ୍ତୁ କରୋନାରୁ ରକ୍ଷା ପାଇବା ପାଇଁ ସରଳ ଉପାୟ
*ଆୟୁଷ ମନ୍ତ୍ରାଳାୟର ଉପାୟ କରୋନା ଭୂତାଣୁ ଠାରୁ ନିଜକୁ କରନ୍ତୁ ରକ୍ଷା ।
ଉପରମୁହାଁ କରୋନାଗ୍ରାଫ୍: ରାଜ୍ୟରେ ୧୦,୫୨୧ ପଜିଟିଭ୍
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୦,୫୨୧ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୦୦୧୬୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୫୭୬ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୫୯୪୫ ଜଣ!-->…
ମୃତ୍ୟୁ ପରେ ଶବ ଖୋଜୁଛି ଚାରି କାନ୍ଧର ସାହାରା
ଗଞ୍ଜାମ: କରୋନା ସମୟରେ ମରି ଯାଉଛି ମାନବିକତା । ମୃତ୍ୟୁ ପରେ ଯୁଇ ଯାତ୍ରା ପର୍ଯ୍ୟନ୍ତ ଶବକୁ ମିଳୁଛି ନା ସମ୍ମାନ ନା ଆତ୍ମୀୟ ମାନଙ୍କ ଚାରି କାନ୍ଧର ସାହାରା ।କିଛି ଏହିଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ଗ୍ରାମରେ ।
ସୂଚନା ଅନୁଯାୟୀ, ପାତ୍ରପୁର!-->!-->!-->…