ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
କଣ୍ଟାବାଞ୍ଜି: ସାତ ଜନ୍ମ ଲାଗି ସାଥୀ ହୋଇ ରହିବାକୁ ଅଗ୍ନିକୁ ସାକ୍ଷୀ ରଖି କଥା ଦେଇଥିଲା ସ୍ୱାମୀ । ହେଲେ ଗୋଟିଏ ଜନ୍ମ ପୁରା ନହେବା ପୂର୍ବରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । କଣ୍ଟାବାଞ୍ଜି ଥାନା ଧାମନଡ଼ଙ୍ଗା ଗାଁରୁ ଆସିଛି ଏଭଳି ଖବର । ମୃତ ମହିଳା ହେଲେ ଉର୍ମୀଳା ମାଝୀ । ଅଭିଯୁକ୍ତ!-->…