ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ନେଇ କଠୋର ପ୍ରଶାସନ
ଏବେଠାରୁ କ୍ୟାମେରା ଲେନ୍ସରେ କଏଦ ହେବ ଯାତ୍ରା ମଂଚର ରେର୍କଡ ଡ୍ୟାନ୍ସ । ଆଇଟମ ଡ୍ୟାନ୍ସ ସର୍ତ୍ତମୁଳକ ଅନୁମତି ଦେଇଛି ମାଲକାନଗିରି ପୋଲିସ । ମାଲକାନଗିରି କୋତା ମେଟାଠାରେ ଯାତ୍ରା ମଂଚରେ ସାହୁ ଭାଉଜଙ୍କ ଅଶ୍ଳୀଳ ନୃତ୍ୟ ପରିବେଷଣ ପରେ ଯାତ୍ରା ଆୟୋଜନ କମିଟି ଉପରେ କଟକଣା!-->…