Odia News Portal
Monthly Archives

December 2024

ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୭୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଲୋକସେବା ଭବନରେ ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ୮୫ ଜଣ ହୋମିଓପାଥିକ ମେଡିକାଲ ଅଫିସର ଥିବା ବେଳେ ୨୩୯

ରେଲୱେ ଟ୍ରାକରୁ ମିଳିଲା ୨ ମହିଳାଙ୍କ ମୃତଦେହ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ କୁକୁଡାହାଡ଼ ଗାଁ ନିକଟ ରେଲୱେ ଟ୍ରାକରୁ ଦୁଇ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଦ୍ୱୟଙ୍କର ପରିଚୟ ମିଳିନାହିଁ। ଆଜି ସକାଳେ ମହିଳା ଦୁଇ ଜଣଙ୍କ ମୃତଦେହ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଟ୍ରାକରେ ପଡ଼ିଥିବା

ଗର୍ଭବତୀଙ୍କୁ ଗୁଳି କରି ହତ୍ୟା

ସୁନ୍ଦରଗଡ଼ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ମୃତ ମହିଳାଙ୍କ ନାଁ ସୀମାମୟୀ ବେହେରା।

ବିଜେଡି ଇତିହାସ ଶେଷ : ହିମନ୍ତ ବିଶ୍ବଶର୍ମା

ବିଜେଡି ଇତିହାସ ଶେଷ ହୋଇଯାଇଛି। ଆଗାମୀ ୫୦ ବର୍ଷ ଯାଏ ଭାଜପା ରାଜ୍ୟରେ ଶାସନ କରିବ। ଗୁରୁବାର ଏମିତି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ପୁରୀ ଶ୍ରୀମନ୍ଦିରରେ ମହାପ୍ରମୁଙ୍କ ଦର୍ଶନ ପରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଓଡ଼ିଶାରେ

‘ବିଜେପି ଯେଉଁଦିନ ହୁଇସିଲ ମାରିବ ସେଦିନ ବିଜେଡି ଗୁଣ୍ଡ ହୋଇଯିବ’

ପୁଣି ମୁହାଁମୁହିଁ ବିଜେଡି-ବିଜେପି। ତେଜିଲା କାଦୁଅ ଫିଙ୍ଗା ରାଜନୀତି। ପୁଣି ବିଜେଡିକୁ ଜୟନାରାୟଣ ମିଶ୍ରଙ୍କ ତାତ୍ସଲ୍ୟ । ଭଗବାନ କରନ୍ତୁ ତାଙ୍କ ପାଖରେ ଲୋକ ରୁହନ୍ତୁ । ଦଳଟା ଭାଙ୍ଗିଗଲେ ଦୁଃଖ ଲାଗିବ। ଦଳ ଟା ଥାଉ, ଦୀର୍ଘଜୀବୀ ହୁଅନ୍ତୁ ଏବଂ ଅପମାନିତ ହୁଅନ୍ତୁ । ମୁଁ ଶତ୍ରୁ କୁ

ବିଜେଡି ମୁଖିଆଙ୍କୁ ସଙ୍ଗଠନ ଚିନ୍ତା

ବିଧାନସଭା ଅଧିବେଶନ ସରିବା ପରେ ନବୀନ ନିବାସରେ ପାଖାପାଖି ୪୦ମିନିଟ ଧରି ବିଧାୟକମାନଙ୍କ ସହିତ ଆଲୋଚନା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ସାଙ୍ଗଠନିକ କାର୍ୟ୍ୟକ୍ରମ କିପରି ଆଗକୁ ଚାଲୁ ରହିବ ଏନେଇ ବୈଠକରେ ମନ୍ତ୍ର ଦେଇଛନ୍ତି ନବୀନ।  ମୁଖ୍ୟତଃ ୨୧ ତାରିଖ ପର୍ୟ୍ୟନ୍ତ ଚାଲୁ

ମଣ୍ଡି ଖୋଲିଲା କିନ୍ତୁ ଉଠିଲାନି ଧାନ

ଇସ୍ପାତ ସହରରେ ୧୬ ଦଫା ଦାବିରେ ଗର୍ଜିଲେ ଚାଷୀ । ବିଶାଳ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ ଅଫିସ ଘେରାଓ। ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ୩୫୦୦ ଟଙ୍କାକୁ ବୃଦ୍ଧି,  ସମସ୍ତ ଚାଷୀଙ୍କ କୃଷି ଋଣ ଛାଡ଼, ମଣ୍ଡିରେ କଟନି ଛଟନିକୁ ବନ୍ଦ କରାଯାଉ, କୃଷି ଜାତ ଦ୍ରବ୍ୟ, କୃଷି ଯନ୍ତ୍ରପାତି ଓ କୃଷି

‘ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା’ରେ ଯୋଗଦେବେ ସିଙ୍ଗାପୁର ରାଷ୍ଟ୍ରପତି

ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ ଆସନ୍ତା ବର୍ଷ ଜାନୁଆରିରେ ଓଡ଼ିଶା ଆସିବେ। ରାଷ୍ଟ୍ରପତି ଶ୍ରୀ ସନଗୁମରତ୍ନମଙ୍କ ଓଡ଼ିଶା ଗସ୍ତ ନେଇ ସିଙ୍ଗାପୁର ହାଇକମିସନର ସିମୋନ୍‌ ୱଙ୍ଗ୍‌ ଆଜି ଲୋକସେବା ଭବନରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ୱଙ୍ଗ୍‌ କହିଛନ୍ତି ଯେ, ଭାରତ ଗସ୍ତ ଅବସରରେ

ଲାଞ୍ଚ ନେବା ପଡ଼ିଲା ମହଙ୍ଗା; କନିଷ୍ଠ କିରାଣିଙ୍କୁ ବାନ୍ଧିଲା ଭିଜିଲାନ୍ସ

କନିଷ୍ଠ କିରାଣିଙ୍କୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର ଅଫିସ କନିଷ୍ଠ କିରାଣି ଦେବଜାନି କରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଦେବଜାନିଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।

୩ ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍

୩ ଜଣ ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଅନ୍ତର୍ଗତ ନାଉପାଳକାଟେଣୀ ଗାଁର ସାଗର