Odia News Portal
Monthly Archives

December 2024

ପଦାକୁ ଆସିଲା ବିଜେଡି ହାରିବାର କାରଣ

ନବୀନ ପଟ୍ଟନାୟକଙ୍କ ଜୀବନୀ ଉପରେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଦ୍ୱାରା ଲିଖିତ ପୁସ୍ତକର ପରିବର୍ଦ୍ଧିତ ସଂସ୍କରଣରେ ଚାଞ୍ଚଲ୍ୟକର ତଥ୍ୟ। ପାଣ୍ଡିଆନ୍ ପଜଲ ସହ କିଏ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାନକୁହା, ସେ କଥା ଲେଖିଛନ୍ତି ରୁବେନ୍ ବାନାର୍ଜୀ। ଭି କେ ପାଣ୍ଡିଆନଙ୍କ

ପ୍ରବାସୀ ଦିବସ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ: ମନ୍ତ୍ରୀ

ପ୍ରବାସୀ ଦିବସ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଇନ ମନ୍ତ୍ରୀ କହିଛନ୍ତି । ତେବେ ସୂଚନା ଅନୁଯାଇ , ପ୍ରବାସୀ ଭାରତୀୟ ଦିବସ ପାଇଁ ଚାଲିଛି ପ୍ରସ୍ତୁତି । ଜାନୁଆରୀ ୧ , ୨ ଓ ୩ ରେ ଚୂଡାନ୍ତ ସମୀକ୍ଷା ହେବ। ଏ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ତେବେ ତାଙ୍କର ମୃତ୍ୟୁ କେମିତି ହେଲା, ତାହା ସ୍ପଷ୍ଟ ହୋଇପାରିନାହିଁ। ମିଳିଥିବା ସୂଚନା

ଏମକେସିଜି ମେଡିକାଲରେ ଉତ୍ତେଜନା:ପିଜି ଛାତ୍ର ଆହତ

 ବ୍ରହ୍ମପୁର ଏମକେସିଜି ମେଡିକାଲରେ ପୁଣି ଉତ୍ତେଜନା । ସିନିଅର ରେସିଡେଣ୍ଟଙ୍କ ମାଡ଼ରେ ଜଣେ ପିଜି ଛାତ୍ର ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ୫ ଜଣ ସିନିଅର ରେସିଡେଣ୍ଟଙ୍କ ନାଁରେ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି ପିଜି ଛାତ୍ର । ଘଟଣାକୁ ନେଇ

ପହିଲାରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ଆରମ୍ଭ

ଜାନୁଆରୀ ୧ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡି ଦର୍ଶନ। ଏଥିପାଇଁ ଡିସେମ୍ବର ୩୦ ଓ ୩୧ ତାରିଖରେ ଟ୍ରାଏଲ କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ହୋଇଯିବ । ଶନିବାର

ଭୋପାଳ ଜଙ୍ଗଲରୁ ଜବତ ହେଲା ବିପୁଳ ମାତ୍ରାରେ ସୁନା

ଭୋପାଳ ଜଙ୍ଗଲରୁ ଜବତ ହେଲା ବିପୁଳ ମାତ୍ରାରେ ସୁନା । ମୋଟ ୫୨ କେଜି ସୁନା ଜବତ କରିଛି ଆୟକର ବିଭାଗ । ପୁଲିସ ଓ ଆୟକର ବିଭାଗ ଚଢ଼ାଉ କରି ଏହି ସୁନା ଜବତ କରିଛି । ଜବତ ସୁନାର ମୂଲ୍ୟ ସାଢ଼େ ୪୦ କୋଟି ହେବ ବୋଲି ଆକଳନ କରାଯାଉଛି । ଏକ କାର୍‌ରେ ଏହି ସୁନା ଗଚ୍ଛିତ ରଖାଯାଇଥିଲା ।

ସିକ୍ୟୁରିଡି ଗାର୍ଡ ଙ୍କୁ ଛୁରି ଭୁସି ହତ୍ୟା

ସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ସିକ୍ୟୁରିଡି ଗାର୍ଡ ଘଟିଛି। କୋଲାବିରା ଥାନା ଅନ୍ତର୍ଗତ ଭାଲୁପତ୍ରା ରାସ୍ତାରେ କେହି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ମୃତକ କେଲେଣ୍ଡା ପଞ୍ଚାୟତ ଅଞ୍ଚଳର ସନ୍ତୋଷ

ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ ଦେହାନ୍ତ

ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକ ଦଳ (ଆଇଏନ୍‌ଏଲ୍‌ଡି)ର ନେତା ଓମ୍ ପ୍ରକାଶ ଚୌତାଲାଙ୍କର ଦେହାନ୍ତ ହୋଇଛି। ତାଙ୍କର ୮୯ ବର୍ଷ ବୟସରେ ହୃଦଘାତରେ ହସ୍ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି

୧୨ ଘଣ୍ଟାରେ ଅବପାତ ! ଚାଷୀ ଛାନିଆ

ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଆଗାମୀ ୧୨ ଘଣ୍ଟାରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ସରିଲା ଲୋକସଭା ଅଧିବେଶନ । ଅନିଶ୍ଚିତ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଲୋକସଭା ଅନିଶ୍ଚିତ କାଳ ପାଇଁ ମୁଲତବୀ । ମୁଲତବୀ ଘୋଷଣା କଲେ ବାଚସ୍ପତି । ସଂସଦ ଶୀତ ଅଧିବେଶନର ଶେଷ ଦିନରେ ଜାରି ରହିଛି ଶାସକ, ବିରୋଧୀଙ୍କ ହଙ୍ଗାମା । ଶେଷ ଦିନରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଲୋକସଭାକୁ ସ୍ଥଗିତ ରଖିଲେ ବାଚସ୍ପତି । ସେପଟେ ଆମ୍ବେଦର ବିବାଦ ଏବଂ ରାହୁଲ