Odia News Portal
Monthly Archives

December 2024

ଦୋଷ ହୋଇଥିଲେ କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

ବିଷ୍ଣୁପଦ ସେଠୀଙ୍କ ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମାମଲା ରେ ସିବିଆଇ ତଦନ୍ତ କରୁଛି । ତଦନ୍ତରେ ଦୋଷୀ ସାବ୍ୟସ୍ତ ହେଲେ ସରକାର ଚିନ୍ତା କରିବେ । ଆରମ୍ଭରୁ କହିଛୁ, ଦୁର୍ନୀତି ପାଇଁ ଶୂନ ସହନଶୀଳତା ନୀତି । ଯିଏ ବି ଦୋଷୀ ହୁଅନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ରଥକାଠ ଅନୁକୂଳ ପାଇଁ ନୟାଗଡ଼ ଗଲା ମାଳ, ମାହାର୍ଦ୍ଦ

ରଥଯାତ୍ରାର ଆଦ୍ୟ ପର୍ବ ଆଜିଠାରୁ ଆରମ୍ଭ ‌ହୋଇଛି। ଆସନ୍ତାବର୍ଷ ରଥଯାତ୍ରା ପାଇଁ ଆବଶ୍ୟକ ରଥକାଠ କାଟିବାକୁ ଅନୁମତି ଦେବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନର ୩ଜଣିଆ ଦଳ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ, ଲାଗି ଖଣ୍ଡୁଆ, ନଡ଼ିଆ ଆଦି ନେଇ ଆଜି ନୟାଗଡ଼ ଗସ୍ତ କରିଛନ୍ତି। ନୟାଗଡ଼ ବନଖଣ୍ଡ

ୱାନ ନେସନ ୱନ ଇଲେକ୍ସନ ବିଲ୍ ଆଗତ

ୱାନ ନେସନ ୱନ ଇଲେକ୍ସନ ବିଲ୍ ଲୋକସଭାରେ ଆଗତ । ବିଲ ଆଗତ କଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ୍ । ବିଲ୍ ଉପରେ ବିତର୍କ । ବିରୋଧି କଂଗ୍ରେସ ର ଯୋରଦାର ବିରୋଧ । ସମାଜବାଦୀ ପକ୍ଷରୁ ମଧ୍ୟ ବିଲ୍ କୁ ବିରୋଧ । ଟିଡିପି ଓ ଜେଡି (ୟୁ )ପକ୍ଷରୁ ସମର୍ଥନ କରି ବିରୋଧ । ସରଗରମ ହେବ

୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜି ଠୁ ତିନିଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ୱତନ୍ତ୍ର ବିମାନରେ ସେ ଦିନ ୧୦ଟାରେ କେନ୍ଦୁଝର ରାଇସୁଆଁ ହେଲିପ୍ୟାଡରେ ପହଞ୍ଚିବେ । ୧୦ଟା ୨୫ରେ ଅଶୋକ ବାଟିକାରେ ପହଞ୍ଚି ସପ୍ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେବେ । ୧୧ଟା ୪୦ରେ ସେଠାରୁ

ଆଜିଠୁ ରତ୍ନଭଣ୍ଡାର ମରାମତି

ଆଜିଠୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି

ମେଡିକାଲ କଲେଜରେ ରୋଗୀଙ୍କ ଆତ୍ମହତ୍ୟା

 ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ। ସିଟି ସ୍କାନ ସେଣ୍ଟର ନିକଟରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ହାତରେ ସାଲାଇନ୍ ଲାଗିଛି।  ମୃତକଙ୍କ ପରିଚୟ ମିଳିପାରିନାହିଁ। ସେ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି

ଦିଲ୍ଲୀରେ ହାଜର ହେବେ IAS ବିଷ୍ଣୁପଦ

ବିଷ୍ଣୁପଦ ସେଠୀ-ଚଞ୍ଚଲ ମୁଖାର୍ଜୀ ଲିଙ୍କର ଆସିଲା ବଡ଼ ଅପଡେଟ୍ । ଦିଲ୍ଲୀରେ ହାଜର ହୋଇପାରନ୍ତି IAS ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ନେଇ CBIକୁ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି । ତଦନ୍ତରେ ସହଯୋଗ କରି ସମସ୍ତ ତଥ୍ୟ ରଖିବେ ହେଲେ ଭୁବନେଶ୍ବର ନୁହେଁ ଦିଲ୍ଲୀରେ ହାଜର ପାଇଁ ସେ

ରାତି ପାହିଲେ ରତ୍ନଭଣ୍ଡାର ମରାମତି କାମ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ତି ପାହିଲେ ଆରମ୍ଭ ହେବ ବହୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ନୀତିନିର୍ଘଣ୍ଟ ଅନୁସାରେ ରାତ୍ର ୨ଟାରୁ ଦ୍ୱାର ଫିଟିବ। ଦ୍ୱିପହର ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ଶେଷ ପରେ ଦିନ ପ୍ରାୟ ୧୨ଟା ୩୦ ବା ୧ଟାରୁ ଆରମ୍ଭ ହେବ

ଆରପାରିରେ ବିଶିଷ୍ଟ ତବଲା ବାଦକ ଜାକିର ହୁସେନ 

ଆଉ ନାହାଁନ୍ତି ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନ । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । କିଛିଦିନ ତଳେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ନିଧନ

ବିଷ୍ଣୁପଦଙ୍କ ଘର ଆଗରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଆଜି ସିବିଆଇରେ ହାଜର ହୋଇପାରନ୍ତି ବରିଷ୍ଠ ଆଇଏଏସ ଅଦିକାରୀ ବିଷ୍ଣୁପଦ ସେଠୀ । ସିବିଆଇ ଅଫିସ ଆଗରେ କଡ଼ା ପହରା ଥିବାସହ, ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ବିଷ୍ଣୁପଦଙ୍କ ଘର ସମ୍ମୁଖରେ ମଧ୍ୟ ପୋଲିସ ଛାଉଣୀ ଦେଖିବାକୁ ମିଳିଛି । ଏହି