Odia News Portal
Monthly Archives

January 2025

ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ: କୃଷ୍ଣଚନ୍ଦ୍ର ପାତ୍ର

କଟନୀ ଛଟନୀ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମନ୍ତ୍ରୀଙ୍କ ବାଟ ଓଗାଳୁଛନ୍ତି ଅଫିସର। ଅଫିସରଙ୍କ ମନମାନି ଚାଲିଛି। ଅଫିସର କହୁଛନ୍ତି ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର। ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ। ଅନେକ

କୁହୁଡ଼ି ଖାଇଗଲା ସୁନା ଫସଲ

ଦିନକୁ ଦିନ ବଢିବାକୁ ଲାଗିଛି କୁହୁଡିର ମାତ୍ର, କୁହୁଡା ପାଇଁ ଚିନ୍ତାରେ ପଡିଛନ୍ତି ପରିବା ଚାଷୀ । ପୋଡିଯାଉଛି ପରିବାଗଛର ପତ୍ର ଓ ଫୁଲ ଏବଂ ନଷ୍ଟ ହୋଇ ପଚିଯାଉଛି ଏକର ଏକରଚାଷଜମିର ପରିବା । ଫୁଲକୋବି ଠୁ ଆରମ୍ଭ କରି ବାଇଗଣ, ଜହ୍ନି, କଲରା, କାକୁଡି, ବନ୍ଧାକୋବି ଭଳି ପରିବା ଫସଲ

 ଏଣିକି ଟ୍ରେନ୍‌ ଟିକେଟ୍‌ ଦାମରେ ପ୍ଲେନ ଯାତ୍ରା 

ଜାନୁଆରୀ ମାସରେ ପ୍ରାୟ ସମସ୍ତଙ୍କର ଗୋଟିଏ ଇଚ୍ଛାଥାଏ କି ସେମାନେ କେମିତି ବୁଲାବୁଲି କରିବେ । ସାଧାରଣତଃ ଡିସେମ୍ବର ଓ ଜାନୁଆରୀରେ ଅଧିକ ମାତ୍ରାରେ ପର୍ଯ୍ୟଟକ ବୁଲାବୁଲି କରନ୍ତି । ଦୂରସ୍ଥାନକୁ ଯାତ୍ରା କରିବାକୁ ଇଚ୍ଛୁକ ଥିବା ପର୍ଯ୍ୟଟକ ଟ୍ରେନ୍‌ରେ ସଫର କରିବାକୁ ବି ଚେଷ୍ଟା କରନ୍ତି ।

ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି । କଟକ ଜିଲ୍ଲା ବିଜେପି ସଭାପତି ହେଲେ ସୁକାନ୍ତ ବିଶ୍ୱାଳ । ଦେବେନ୍ଦ୍ର ନାଥ ତରାଇ ହେଲେ ପୁରୀ ଜିଲ୍ଲା ବିଜେପି ସଭାପତି । ରାହାସ ବିହାରୀ ବେହେରା ହେଲେ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି

 ବିମାନ ବାତିଲ୍‌କୁ ନେଇ ତେଜୁଛି ଅସନ୍ତୋଷ

ପ୍ରତିବର୍ଷ ଭଳି ଏଥର ବି ଶୀତଋତୁ ସମୟରେ ଆଲାଏନ୍ସ ଏୟାରଲାଇନ୍ସର ଉଡ଼ାଣ ବାରମ୍ବାର ବାତିଲ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସ‌ନ୍ତୋଷ ବଢ଼ିବାରେ ଲାଗିଛି। କେବଳ ଚଳିତ ମାସ ହିସାବକୁ ନେଲେ ବର୍ତ୍ତମାନ ସୁଦ୍ଧା ୩ ଦିନ ବାତିଲ୍‌ ହୋ‌ଇଥିବାବେଳେ ଫେବ୍ରୁଆରି ୨୬ ଯାଏ ଏହି ଧାରା ଜାରି ରହିବ

ନିଆଁ ଲଗାଇଛି ସ୍ମାର୍ଟ ମିଟର, ରାଜରାସ୍ତାରେ ଉପଭୋକ୍ତା

ପୁଣି ଜଳିଲାଣି ସ୍ମାର୍ଟ ମିଟର ନିଆଁ । ଜାଗା ଜାଗାରେ ତେଜିଲାଣି ଜନ ଅସନ୍ତୋଷ । ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କଲେଣି ଉପଭୋକ୍ତା । ପ୍ରଥମେ ବାଧ୍ୟ କରାଯାଇ ସ୍ମାର୍ଟ ମିଟର ଲଗାଯାଉଛି । ଆଉ ଲାଗିଗଲା ପରେ ଦେଢ଼ଗୁଣା ବଢ଼ିଯାଉଛି ବିଜୁଳି ବିଲ୍ । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଛି ଏମିତି

ଉଜ୍ଜଳପୁର ଜଙ୍ଗଲରେ ହାତୀକୁ ବୋମାମାଡ଼

ହାତୀକୁ ବୋମାମାଡ଼,ରାସ୍ତାକଡ଼ କ୍ଷେତରେ ପଡିରହିଛି ମୃତ ଦନ୍ତା । ବୋମାମାଡ଼ରେ ଦନ୍ତାହାତୀ ଗୁରୁତର ଆହତ ହୋଇ ପଡିରହିଥିଲା । ସୁନ୍ଦରଗଡ଼ ଉଜ୍ବଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବି କରୁଆବହାଲ ରାସ୍ତା କଡ଼ ଘର ନିକଟରେ ପିଡ଼ିଥିଲା । ଲୋକଙ୍କ କହିବା ଅନୁସାରେ ହାତୀର ଷୁଣ୍ଢ ରେ ବୋମା ମାଡ଼

ବାଘଛୁଆର ମୃତଦେହ ଉଦ୍ଧାର

କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ତାଳପଦା ବିଟ୍‌ କଳାପାଟ ସଂରକ୍ଷିତ ଜଙ୍ଗଲରୁ ଶନିବାର ବନବିଭାଗ ଏକ ବର୍ଷକର କଲରାପତରିଆ ବାଘଛୁଆର ମୃତଦେହ ଉଦ୍ଧାର କରିଛି। ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନାହିଁ। ତେବେ କିଛିଦିନ ପୂର୍ବରୁ ବାଘଛୁଆ ମରିଥିବା କୁହାଯାଉଛି। ମୃତଦେହ ଦେଖି ସ୍ଥାନୀୟ ଲୋକେ ବନ

ଗଛରେ ପିଟି ହେଲା କାର୍, ଚାଲିଗଲା ଜଣେ ଯାତ୍ରୀଙ୍କ ଜୀବନ

 ଗଛରେ ପିଟିହେଲା କାର୍‌ । ଘନ କୁହୁଡ଼ି ଲାଗି ଦିଶିଲାନି ରାସ୍ତା । ଶେଷରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟିହେଲା କାର୍‌ । ଭୁବନେଶ୍ୱର-ପୁରୀ ବାଇପାସ୍‌ ଲିଙ୍ଗିପୁର ଟ୍ରାଫିକ ଛକ ନିକଟରେ ଘଟିଛି ଏପରି ଦୁର୍ଘଟଣା । ଯେଉଁଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ୪ ଜଣ ଗୁରୁତର

ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢ଼ିଲା ପ୍ରତାପ ଜେନାଙ୍କ ଅଡୁଆ

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଲା । ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ୪ ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ରାଜ୍ୟ ସରକାର ଏହି ମାମଲାରେ ନିଜର ପକ୍ଷ ରଖିବାକୁ