ଜଙ୍ଗଲ ସୁରକ୍ଷା ନିମିତ୍ତ ନିଆଯ।ଉଥିବା ପଦକ୍ଷେପ
ରାଜ୍ୟ ସରକାର କାଠଚୋରମାନଙ୍କ କବଳରୁ, ଅଗ୍ନିକାଣ୍ଡରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଓ ଶିକାରୀମାନଙ୍କ କବଳରୁ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ସେଗୁଡିକ ହେଲ। –୧. ବିଭାଗୀୟ କର୍ମଚାରୀ ଓ ସ୍କ୍ୱାର୍ଡମାନଙ୍କ ଦ୍ୱାରା ନିୟମିତ ପେଟ୍ରୋଲିଂ!-->…