Odia News Portal
Monthly Archives

March 2025

ଆସନ୍ତା ୧୧ରୁ ଦୁଇ ଦିନିଆ ମରିସସ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୧ ତାରିଖରୁ ଦୁଇ ଦିନିଆ ମରିସସ୍ ଗସ୍ତରେ ଯିବେ । ନୂଆଦିଲ୍ଲୀରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟଶ୍ବାଲ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆସନ୍ତା ୧୨ ତାରିଖରେ ମରିସସ୍‌ର ଜାତୀୟ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ

ମଟନ ନାଁରେ ଗୋମାଂସ ଦେଉଥିଲେ, ସାକ୍ଷୀଗୋପାଳ ପାଖ ଜୟା ହୋଟେଲ ସିଲ୍

ହୋଟେଲରେ ଖାଉଥିଲେ ସାବଧାନ । କାରଣ ବିଶ୍ବାସରେ ହୋଟେଲରେ ଲୋକେ ମଟନ ଖାଉଥିଲେ ହେଲେ ଜଣାନଥିଲା ଯେ ତାଙ୍କୁ ଦିଆଯାଉଛି ଗୋମାଂସ । ଏଭଳି ସଙ୍ଗୀନ ଅଭିଯୋଗ ହେବା ପରେ ଆଜି ସକାଳୁ ଜୟା ହୋଟେଲକୁ ସିଲ କରିଛି ପୋଲିସ । ଏହାସହ ଏହି ହୋଟେଲରୁ ଅନ୍ୟତ୍ର ପାର୍ସଲ ନେଉଥିବା ହୋଟେଲ ସହାୟକଙ୍କୁ

୭ ଦିନ ବନ୍ଦ ରହିବ ରତ୍ନଭଣ୍ଡାର କାମ

ବନ୍ଦ ରହିବ ରତ୍ନଭଣ୍ଡାର କାମ । ଫଗୁ ଦଶମୀ ଠାରୁ ହୋଲି ଉତ୍ସବ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଗାମୀ ଦୋଳଯାତ୍ରା ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ସମ୍ପାଦନ ହେବ। ଏହାକୁ ଦୃଷ୍ଟିରେ ରଖି

ସୋମବାର ଯାଏଁ ମୁଲତବି ରହିବ ବିଧାନସଭା

ସୋମବାର ଯାଏଁ ମୁଲତବି ହେଲା ବିଧାନସଭା । ଆଜି ବାରମ୍ବାର ଗୃହ କାର୍ଯ୍ୟ ବ୍ୟାଘାତ ହେବା ପରେ ସୋମବାର ଯାଏଁ ଗୃହ କାର୍ଯ୍ୟକୁ ମୁଲତବି କରିଛନ୍ତି ବାଚସ୍ପତି । ସୂଚନା ଅନୁସାରେ, ଆଜି ବିଧାନସଭା ଦ୍ୱିତୀୟ ପଯ୍ୟାୟ ବଜେଟ ଅଧିବେଶନର ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା । ପ୍ରବଳ ହଟ୍ଟଗୋଳ

ରାଜ୍ୟର ଏସପି, ଡିଆଇଜି, ଆଇଜିଙ୍କୁ ମିଳିଲା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ କ୍ଷମତା

ବଢିଲା ଏସପି, ଡିଆଇଜି ଏବଂ ଆଇଜିଙ୍କ କ୍ଷମତା । ଏଣିକି ରାଜ୍ୟରେ କାର୍ଯ୍ୟରତ ଥିବା ଏସପି, ଡିଆଇଜି, ଆଇଜି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ ଆଇନ ଭାର ସମ୍ଭାଳିପାରିବେ । ନୂଆ କରି ପ୍ରଣୟନ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା କୋଡ୍ (ବିଏନଏସଏସ) ଅନୁଯାୟୀ ରାଜ୍ୟରେ ଏସପି, ଡିଆଇଜି ଏବଂ