ଦେବାଶିଷ-ପ୍ରଭାତ-ସୁବାସ ବାକ୍ଯୁଦ୍ଧ
ରାଜ୍ୟସଭାରେ ୱକଫ୍ ବିଲ୍ ଉପରେ ଭୋଟ୍ ଦିନଠାରୁ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି। ବିଜେଡିର ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ଦଳର ବିବେକାନୁମୋଦିତ ଭୋଟଦାନ ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରି ମତଦାନରୁ ନିବୃତ୍ତ ରହିବା ସହ ଏଭଳି!-->…