Odia News Portal
Monthly Archives

April 2025

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା; ରାସନକାର୍ଡରୁ ହଟିବ ବିଦେଶୀଙ୍କ ନାଁ

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା । ରାସନକାର୍ଡରୁ ହଟିବ ବିଦେଶୀଙ୍କ ନାଁ । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖୁବଶୀଘ୍ର ରାସନକାର୍ଡରୁ ବିଦେଶୀଙ୍କ ନାଁ କଟାଯିବ ବୋଲି ସୂଚନା ଦେଇଛନ୍ତି । ବିଦେଶୀ ପାଇଛନ୍ତି ରାସନ କାର୍ଡ ।

ଓପିଏସ୍‌ସି ଓ ଓଏସ୍‌ଏସ୍‌ସି ପରୀକ୍ଷା ବିଭ୍ରାଟ ପ୍ରସଙ୍ଗରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା

 ଓପିଏସ୍‌ସି ଓ ଓଏସ୍‌ଏସ୍‌ସି ଦ୍ବାରା ପରିଚାଳିତ ଦୁଇଟି ପୃଥକ ପରୀକ୍ଷାରେ ବିଭ୍ରାଟ ଦେଖା ଦେବା ପରେ ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଘଟଣାର ସଂପୃକ୍ତ ବିଭାଗ ତଦନ୍ତ କରିବ। ଦୋଷୀଙ୍କୁ ଛଡ଼ାଯିନାହିଁ। ଏହାଉପରେ

OPSC ଏବଂ OSSSC ପ୍ରଶ୍ନପତ୍ର ତ୍ରୁଟି ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଓପିଏସ୍‌ସି ଏବଂ ଓଏସଏସଏସସି ପ୍ରଶ୍ନପତ୍ର ତ୍ରୁଟି ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଲେ, ଏହା ମୋ ବିଭାଗ ଅଧିନରେ ଯାଉ ନାହିଁ । ଆଗରୁ ଓପିଏସସି କୁହନ୍ତୁ କିମ୍ବା ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଟିରେ ବହୁତ ଅବ୍ୟବସ୍ଥା

16 ପାକିସ୍ତାନୀ ଚ୍ୟାନେଲ ବ୍ୟାନ, ବିବିସି କୁ ଚେତାବନୀ

ପହଲଗାମ ଆତଙ୍କ ହାମଲା କୁ ନେଇ ପାକିସ୍ତାନ ର କେତେକ ୟୁଟ୍ୟୁବ ର ଚ୍ୟାନେଲ ଓ ନିୟୁଜ ଚ୍ୟାନେଲ କୁ ଭାରତ ସରକାର ବ୍ୟାନ କରିଛନ୍ତି l ମୋଟ 16 ଟି ଚ୍ୟାନେଲ କୁ ବ୍ୟାନ କରାଯିବ ସହ ବିବିସି କୁ ଭାରତ ସରକାର ମଧ୍ୟ କଡା ଚେତାବନୀ ଦେଇଛନ୍ତି l ନା ନଥିବା ପାକିସ୍ତାନ ର 16 ଚ୍ୟାନେଲ ପହଲଗାମ

ଜାମ୍ମୁ ବିଧାନସଭା ରେ ଆତଙ୍କୀ ହମଲା କୁ ନିନ୍ଦା ମୃତକ ଙ୍କ ପାଇଁ ଶୋକ ପ୍ରସ୍ତାବ

ପହଲ ଗାମ ଆତଙ୍କୀ ହମଲା ନେଇ ଜାମ୍ମୁ ବିଧାନସଭା ରେ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି l ଏହି ଆତଙ୍କୀ ହମଲା ପାଇଁ ଜାମ୍ମୁ ବିଧାନସଭା ର ଏକ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଆଜି ଡକାଯାଇଥିଲା ଏହି ବୈଠକ ରେ ଆତଙ୍କୀ ମାନଙ୍କର ନାରସଂହାର ରେ ମୃତ୍ୟୁ ବରଣ କରିଥିବା ପ୍ରତେକ ଙ୍କ ଆତ୍ମା ର

ପ୍ରତିଶୋଧ ନେବ ଭାରତ

ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ବଡ଼ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଏନଏସଏ ଅଜିତ ଡୋଭାଲ ବୈଠକରେ ଉପସ୍ଥିତ ଅଛନ୍ତି । ଏଥିରେ ବଡ଼ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି । ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରି

ଆୟୁଷ୍ମାନ ଭାରତ ଯୋଜନାରେ କେଁ : ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

ଆୟୁଷ୍ମାନ କାର୍ଡ ସମସ୍ୟା ନେଇ ଆଜି ବସିବ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଘରୋଇ ହସ୍ପିଟାଲ ଓ ଡାକ୍ତରଙ୍କ ସହ ଆଲୋଚନା କରିବ ସ୍ୱାସ୍ଥ୍ୟ ବିଭାଗ । ଆୟୁଷ୍ମାନ କାର୍ଡକୁ

ଓପିଏସସି ପରୀକ୍ଷାରେ ତ୍ରୁଟି

ଓପିଏସସି ପରୀକ୍ଷାରେ ତ୍ରୁଟି  । ମେନ୍ ପରୀକ୍ଷାର ଆନଥ୍ରୋପୋଲୋଜି ପେପର୍- ୧ ସ୍ଥାନରେ ପେପର୍- ୨ର ପ୍ରଶ୍ନପତ୍ର ଆସିଛି । ଆନଥ୍ରୋପୋଲୋଜି ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଆଜି ଏହି ପ୍ରଶ୍ନପତ୍ର ମିଳିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ପୂର୍ବରୁ ପ୍ରିଲିମ୍ ଦେଇ ପାସ୍ କରିଥିବା ଆଶାୟୀ

ଗୋଟିଏ ଦିନରେ ୬ ଜଣ ନେଲେ ସଲିଳ ସମାଧି

ଗୋଟିଏ ଦିନରେ ୩ଟି ସ୍ଥାନରୁ ଆସିଲା ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଖବର । ଚାଲିଗଲା ୬ଟି ନିରୀହ ଜୀବନ । ନୟାଗଡ଼ ଦଶପଲ୍ଲା ଥାନା ଗୋଡ଼ିବିଡା ଗାଁରେ ବଡ଼ ଅଘଟଣ । ପାଣିରେ ବୁଡି ଚାଲିଗଲା ୩ ନାବାଳକଙ୍କ ଜୀବନ । ମୃତକ ମାନେ ହେଲେ ଗୋଡ଼ିବିଡା ଗାଁର ଉମାକାନ୍ତ ନାୟକ, ଖାଲମଡା ଗାଁର

ମୋଦୀଙ୍କ ମନ୍ କି ବାତ ପହଲଗାମ କଥା

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍ କି ବାତ୍ର ୧୨୧ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ପହଲଗାମ ଆତଙ୍କୀ ହମ୍ଲା ବିଷୟରେ ଚର୍ଚ୍ଚା କରିବା ସହ ପୀଡ଼ିତ ପରିବାରକୁ ନ୍ୟାୟ ଦେବାକୁ ଭରସା ଦେଇଛନ୍ତି ।ଦେଶବାସୀଙ୍କୁ ସମ୍ବୋଧିତ କରି