Odia News Portal
Monthly Archives

April 2025

ସ୍ବାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ : ବିନା କଂଗ୍ରେସ ବିଧାୟକଙ୍କ ଉପସ୍ଥିତିରେ ଚାଲିଛି ଗୃହ

ସ୍ବାଭାବିକ ଚାଲିଛି ବିଧାନସଭାର ପ୍ରଶ୍ନକାଳ । ଗୃହରେ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଫସଲରେ ଅଧିକ କୀଟନାଶକ ବ୍ୟବହାର କରାଯାଉଛି । ଜମିର ଗୁଣବତ୍ତା ନଷ୍ଟ ହେଉଛି ଏବଂ କ୍ୟାନ୍ସର ଭଳି ବ୍ୟାଧି ବ୍ୟାପୁଛି। ତେଣୁ ଅର୍ଗାନିକ ବା ଜୈବିକ ଚାଷ ପାଇଁ କଣ ବ୍ୟବସ୍ଥା କରାଯାଉଛି ବୋଲି

ମିଳିବନି ମାଗଣା ବିଜୁଳି: କେ.ଭି ସିଂହଦେଓ  

ମିଳିବନି ମାଗଣା ବିଜୁଳି । ଏଣିକି ଆଉ ସରକାର ଦେବେନି ମାଗଣା ବିଜୁଳି । ୩୦୦ ୟୁନିଟ ମାଗଣା ବିଜୁଳି    ମିଳିବ ନାହିଁ  ା ଏନେଇ ଗୃହରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ  ଉତ୍ତର  ରଖିଛନ୍ତି । କହିଛନ୍ତି, ୩୦୦ ୟୁନିଟ ବିଜୁଳି ଦେବାର ଯୋଜନା ନାହିଁ । ନିର୍ୱାଚନରେ ୩୦୦ ୟୁନିଟ ମାଗଣା ବିଜୁଳି

କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର: ଏହି ଜିଲାରେ ବଢୁଛି ରୋଗୀଙ୍କ ସଂଖ୍ୟା

ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍‌। ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଉତ୍ତର ରଖି କହିଲେ ଆଇନମନ୍ତ୍ରୀ। ବିଧାନସଭାରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉତ୍ତର ରଖି କହିଛନ୍ତି, ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲାରେ ରୋଗୀଙ୍କ ସଂଖ୍ୟା ବଢୁଛି। ଫସଲରେ ଅଧିକ

ଶିଶୁ ବାଟିକାରେ ଖଡ଼ିଛୁଆଁ: ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଏପ୍ରିଲ୍ ୨ ତାରିଖ ବୁଧବାରଠାରୁ ଶିଶୁ ବାଟିକାରେ ପାଠପଢ଼ା ଆରମ୍ଭ ହେବ। ‌ଛୋଟ ଛୋଟ ପିଲା ଖଡ଼ି ଛୁଇଁବେ। ପାରମ୍ପରିକ ରୀତିନୀତିରେ ପିଲାଙ୍କର ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳନ କରାଯିବ। ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ

ଭରତପୁରରେ ପୋଲିସକୁ ଆକ୍ରମଣ ଘଟଣା, ୨ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ

ଭରତପୁରରେ ପୋଲିସକୁ ଆକ୍ରମଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ। ଗତ ରବିବାର ଦୁଇ ଭାଇଙ୍କ ଗଣ୍ଡଗୋଳ ଘଟଣାରେ ପହଞ୍ଚିଥିବା ଭରତ ପୋଲିସ ଆକ୍ରମଣର ଶିକାର ହୋଇଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଭୁବନେଶ୍ବର

ଭୁବନେଶ୍ଵରରେ ପାଳିତ ହେଲା କମିସନରେଟ ପୁଲିସ ପ୍ରତିଷ୍ଠା ଦିବସ

ଭୁବନେଶ୍ଵର କମିସନରେଟ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ଵର ରିଜର୍ଭ ପୁଲିସ ପ୍ୟାରେଡ ପଡ଼ିଆରେ ୯୦ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ପୁଲିସ କମିସନର ଡକ୍ଟର ସୁରେଶ ଦେବଦତ୍ତ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଆଜିର ଦିନ ଅର୍ଥାତ୍

ଓଡ଼ିଆ ପକ୍ଷ ଓଡ଼ିଆଙ୍କ ପାଇଁ ସ୍ୱାଭିମାନ, ସଂସ୍କୃତି

ଓଡ଼ିଆ ପକ୍ଷ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ଏହି ୧୪ ଦିନ ଆମେ ‘ଓଡ଼ିଆ ପକ୍ଷ’ ଭାବେ ପାଳନ କରୁଛୁ। ଏହି ପକ୍ଷର ପ୍ରତ୍ୟେକ

କଟକ ଦୋଳମୁଣ୍ଡାଇ ଭିଆଇପି ସୋ ରୁମରେ ବଡ଼ ଧରଣର ଅଗ୍ନିକାଣ୍ଡ

କଟକ ଦୋଳମୁଣ୍ଡାଇ ଭିଆଇପି ସୋ ରୁମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟ ଯୋଗୁ ଘଟିଛି ଏହି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଏକ ଘଣ୍ଟା ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲା। ଆଜି ସକାଳ ୧୦ଟା ସମୟରେ ଦୋକାନ