Odia News Portal
Monthly Archives

April 2025

ରାଜ୍ୟରେ ଆହୁରି ତିନି ଦିନ ରହିବ କାଳବୈଶାଖୀ ପ୍ରଭାବ

ମାଡି ଆସିଲା କଳାହାଣ୍ଡିଆ ମେଘ । ଦିନ ସୃଷ୍ଟି କଲା ସନ୍ଧ୍ୟାର ଭ୍ରମ । କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ହାଲୁକା ବର୍ଷା । ପବନ ବହିବା ସହ ହେଉଛି ବର୍ଷା । କାଳବୈଶାଖୀ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨

ଆସିଲା ବଡ଼ ଖବର ; ମିଳିବ ନୂଆ ରାସନ୍ କାର୍ଡ

ବଣ୍ଟନ ହେବ ନୂଆ ରାସନ କାର୍ଡ । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ନୂଆ ରାସନ କାର୍ଡ ବଣ୍ଟନ ପାଇଁ ସରକାରଙ୍କ ଘୋଷଣା । ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ । ବିଡିଓ, ମ୍ୟୁନିସିପାଲ୍ କମିସନର ଇସ୍ୟୁ କରିବେ କାର୍ଡ । ୨୦ ଏପ୍ରିଲ ସୁଦ୍ଧା ନୂଆ ରାସନ କାର୍ଡ

ଓଡ଼ିଶାର ଭିତ୍ତିଭୂମି ବିକାଶରେ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି: ମୁଖ୍ୟମନ୍ତ୍ରୀ

ଓଡ଼ିଶାର ଭିତ୍ତିଭୂମି ବକାଶରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି। କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ପ୍ରକଳ୍ପଗୁଡ଼ିକ ଭେଟି ଦେଇଛନ୍ତି। ଏହା ଦ୍ବାରା ରାଜ୍ୟର

୬ ଥାକିଆ ହେବ ଭୁବନେଶ୍ବର-ପୁରୀ ରାସ୍ତା: କେନ୍ଦ୍ରମନ୍ତ୍ରୀ

ଚମକିବ ଓଡ଼ିଶାର ଜାତୀୟ ରାଜପଥ। ଆମେରିକା ଭଳି ଚକାଚକ ଦେଖାଯିବ ରାଜ୍ୟର ଜାତୀୟ ରାଜପଥ। ଲୋକେ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟସ୍ଥଳକୁ ପହଞ୍ଚିବେ। ଏହା ଦ୍ବାରା ଲୋକଙ୍କର ସମୟ ମଧ୍ୟ ବଞ୍ଚିଯିବ। ଓଡ଼ିଶାର ଜାତୀୟ ରାଜପଥଗୁଡ଼ିକ ଆମେରିକା ଭଳି ହେବ। କେନ୍ଦ୍ର ସଡ଼କ, ପରିବହନ ଓ ଜାତୀୟ ରାଜପଥ

‘ଭିତ୍ତିଭୂମି ନିର୍ମାଣ, ଜଳସେଚନ ଓ ଶିକ୍ଷା ପାଇଁ ଅନେକ କାମ କରିଥିଲେ ମହତାବ’

ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ସମ୍ବୋଧନ । ଆଧୁନିକ ଓଡ଼ିଶା ନିର୍ମାଣରେ ମହତାବଙ୍କ ଅବଦାନ ଥିଲା ଅତୁଳନୀୟ । ଭିତ୍ତିଭୂମି ନିର୍ମାଣ, ଜଳସେଚନ ଓ ଶିକ୍ଷା ପାଇଁ କରିଥିଲେ କାମ । ହୀରାକୁଦ ବନ୍ଧ ନିର୍ମାଣ କ୍ଷେତ୍ରରେ ନିଭାଇଥିଲେ ଗୁରୁତ୍ବପୂର୍ଣ୍ଣ

ଓଡ଼ିଶାକୁ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି; ନୀତିନ ଗଡ଼କରୀ

ଓଡ଼ିଶାକୁ ମିଳିବ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ । ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କିଛି ସମୟ ପରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ୧୩ଟି ଜାତୀୟ ରାଜପଥ ପାଇଁ ୨୯୦୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରାଯିବ । ୪୨୭ କୋଟି ଟଙ୍କାର ୪ଟି

କେତେ ଦିନ ବଞ୍ଚିଛ ବଡ଼ ନୁହେଁ, କ’ଣ କରିଛ ଗୁରୁତ୍ବପୂର୍ଣ୍ଣ: ଗଡ଼କରୀ

ଗୁରୁବାର ଦିନ ଓଡିଶା ଆସିଥିବା କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ 'ଉତ୍କଳ କେଶରୀ' ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ମହତାବ ଜୟନ୍ତୀରେ ଯୋଗ ଦେଇ କହିଥିଲେ ହରେକୃଷ୍ଣ ମହତାବ ଓଡ଼ିଶା ଗଠନରେ ଏକ

ୱାକଫ୍‌ ସଂଶୋଧନ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି; ନୂଆ ନିଯୁକ୍ତିରେ ରୋକ ଲଗାଇଲେ ସବୋର୍ଚ୍ଚ ନ୍ୟାୟାଳୟ

ୱାକଫ୍ ଆଇନ୍ ଉପରେ ଅନ୍ତରୀଣ ଆଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ୱାକଫ ବୋର୍ଡ ଓ ସମ୍ପତ୍ତିରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ୭ ଦିନ ସମୟ ଦିଆଯାଇଛି । ଏହି ମାମଲାର ପରବର୍ତ୍ତୀ

ଶିକ୍ଷା ଦ୍ୱାରା ବ୍ୟକ୍ତିତ୍ୱ ନିର୍ମାଣ ହୋଇଥାଏ: ନୀତିନ ଗଡକରୀ

କାଯ୍ୟକ୍ରମରେ ଜୟ ଜଗନ୍ନାଥ କହି ନୀତିନ ଗଡକରୀ ନିଜର ଅଭିଭାଷଣ ରଖିଛନ୍ତି । କହିଛନ୍ତି , ଓଡିଶା ପାଇଁ ମହତାବଙ୍କ ଅବଦାନ ବହୁତ । ଆଧୁନିକ ଓଡିଶାର ନିର୍ମାତା ଥିଲେ ମହତାବ । ସାମାଜିକ ଆର୍ଥିକ ପରିବର୍ତ୍ତନ କରିଥିଲେ । ସ୍ୱଳ୍ପ ସମ୍ବଳରେ ଓଡିଶାର ପରିବର୍ତ୍ତନ କରିଥିଲେ । ଓଡିଶା ଗଠନରେ

ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ନବୀନ

ଶଙ୍ଖ ଭବନରେ ବିଜେଡ଼ି ସଭାପତି ପଦ ପାଇଁ ଗୁରୁବାର ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ ନିକଟରେ ନବମ ଥର ପାଇଁ ଦଳୀୟ ସଭାପତି ପାଇଁ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୧୯ ତାରିଖ ଶନିବାର ବିଧିବଦ୍ଧ ଭାବେ ଦଳୀୟ ସଭାପତିଙ୍କ ନାମ ଘୋଷଣା ହେବ।