ମାକଡ଼ ନଦୀ ରେ ପୋଲ ନିର୍ମାଣ ପାଇଁ ଦିନରେ ସ୍ବପ୍ନ ଦେଖାଉଚି ପ୍ରଶାସନ
କୋରାପୁଟ ଜିଲ୍ଲାପାଳଙ୍କ ମିଛ ପ୍ରତିଶୃତି ! ଝାଲିଆଗୁଡା ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା ଦେଉଛନ୍ତି ଜିଲ୍ଲାପାଳ ମୋହଦୟ !ଜନଶୁଣାଣୀରେ ଦୁତୀୟ ଥର ଅବିଯୋଗ ଗ୍ରହଣ ନକରି ପୋଲୋ ନିର୍ମାଣ ପାଇଁ ଅନୁଦାନ ଆସିଛି କହି ଲୋକଙ୍କୁ ମିଛ ଆଶା ଦେଇଥିବା ଜିଲ୍ଲାପାଳଙ୍କ ନାମରେ କ୍ଷବ ପ୍ରକାଶ!-->…