ପିଏମ୍ ଆବାସ ପାଇଁ ମେ ୩୧ ଆବେଦନର ଶେଷ ତାରିଖ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ମେ ୩୧ ତାରିଖ ହେଉଛି ଆବେଦନର ଶେଷ ତାରିଖ। ମେ ୩୧ ତାରିଖ ଭିତରେ ଆଗ୍ରହୀ ହିତାଧିକାରୀଙ୍କୁ ପଞ୍ଜୀକରଣ କରିବାକୁ ଅପିଲ୍ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ।
ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, ‘‘ଏବେ ସୁଦ୍ଧା!-->!-->!-->…