ରେଳ ଟନେଲ ଭୁଶୁଡିବା ପରେ ଚାଲିଛି ଜୋରଦାର ଅପରେସନ୍
ବୌଦ୍ଧ ଜିଲ୍ଳାର ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତ ଅଧୀନ କଖାରୁଫଳ ନିକଟ ଜଙ୍ଗଲ ଭିତରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ଟନେଲ୍ ନମ୍ବର-୪ ନିର୍ମାଣାଧୀନ ଅବସ୍ଥାରେ ଭୁଶୁଡି ପଡିବା ପରେ ଚାଲିଛି ଜୋରଦାର ଅପରେସନ୍ । ଢିଲା ମାଟି ଏବଂ ଏହି ଅଞ୍ଚଳରେ ନିରନ୍ତର ବର୍ଷା ଯୋଗୁ ନିର୍ମାଣାଧିନ!-->…