Odia News Portal
Monthly Archives

May 2025

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାରିପଦା ପୌରପରିଷଦର ବରିଷ୍ଠ କିରାଣି

ମୟୂରଭଞ୍ଜ ଜିଲ୍ଲା ବାରିପଦା ପୌରପରିଷଦ ଏଷ୍ଟାବ୍ଲିସମେଣ୍ଟ ବିଭାଗର ବରିଷ୍ଠ କିରାଣି ଲାଞ୍ଚ ନେଇ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। କିରାଣି ଜଣକ ହେଲେ ଗୋପାଳକୃଷ୍ଣ ପ୍ରଧାନ। ପିତାଙ୍କ ନାମରେ ଥିବା ଦୋକାନ ଘରକୁ ପୁଅ ନାମରେ ମାଲିକାନାସତ୍ତ୍ବ ପରିବର୍ତ୍ତନ

ବଦଳିଲା ସାବିତ୍ରୀ ଅମାବାସ୍ୟା ଛୁଟି : ୨୭ ତାରିଖ ପରିବର୍ତ୍ତେ ୨୬ ତାରିଖରେ ସରକାରୀ ଛୁଟି

ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏ ସମ୍ପର୍କିତ ପ୍ରସ୍ତାବକୁ  ମଧ୍ୟ ଅନୁମୋଦନ ଦେଇଛନ୍ତି  ।  ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ

ଏନକାଉଣ୍ଟରରେ ନିପାତ ହେଲେ ମାଓବାଦୀ ; ଖୁସିରେ ନାଚିଲେ ଯବାନ

ନକ୍ସଲଙ୍କୁ ନିପାତ କରି ନାଚିଲେ ଯବାନ । ଗତକାଲି ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ଏକନାଉଣ୍ଟରରେ ମାଓନେତା ବାସବ ରାଜୁଙ୍କ ସମେତ ୨୭ ମାଓବାଦୀଙ୍କୁ ନିପାତ କରିଛି ସେନା । ମାଓବାଦୀଙ୍କ ମୃତ ଶରୀର ଏକାଠି ରଖି ଖୁସି ମନାଇଛନ୍ତି ଯବାନ । ଯବାନଙ୍କ ଏନକାଉଣ୍ଟରରେ ପ୍ରଥମ ଥର ପାଇଁ ଗତ ଗୋଟିଏ ଦଶନ୍ଧି

ଭତ୍ତା ପାଇଁ ରାସ୍ତାରେ ଘୁଷୁରିଲେ ବୃଦ୍ଧ

ବୃଦ୍ଧ ଆକ୍ରମଣ୍ୟ ଓ ଅସହାୟ ମାନଙ୍କୁ ବାର୍ଦ୍ଧ୍ୟକ ଭତ୍ତା ସେମାନଙ୍କ ଘରେ କିମ୍ବା ବ୍ୟାଙ୍କ ମାଧ୍ୟମ ରେ ପହଂଚାଇବା ପାଇଁ ସରକାର ଙ୍କର କଡା ନୀତି ନିୟମ ରହିଛି ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରେ ଏ ନୀତି ର କହିଲା ଉଲଂଘନ ଓ ହୃଦୟ ବିଦାରକ ଦୃଶ୍ୟ ଆଜି ସମାଜ ରେ ପ୍ରତେକ ନାଗରିକ ର ହୃଦୟ କୁ

ସତ୍ୟପାଲ ମଲିକଙ୍କ ନାଁରେ ଚାର୍ଜସିଟ

ସତ୍ୟପାଲ ମଲିକଙ୍କ ନାଁରେ ଚାର୍ଜସିଟ । କିରୁ ଜଳବିଦ୍ୟୁତ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଜମ୍ମୁ ଏବଂ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟ ପାଲ ମଲିକ ଏବଂ ଅନ୍ୟ ପାଞ୍ଚ ଜଣଙ୍କ ବିରୁଦ୍ଧରେ ଏକ ଚାର୍ଜସିଟ୍ ଦାଖଲ କରିଛି, ଅଧିକାରୀମାନେ ଗୁରୁବାର କହିଛନ୍ତି। ଜଳବିଦ୍ୟୁତ

ଗାନ୍ଧୀମାର୍ଗରେ କଂଗ୍ରେସର ଚବିଶି ଘଣ୍ଟିଆ ବିକ୍ଷୋଭ

ତେଜିଲା ସଂରକ୍ଷଣ ରାଜନୀତି,ଭୁବନେଶ୍ବର ଗାନ୍ଧୀମାର୍ଗରେ କଂଗ୍ରେସର ପ୍ରତିବାଦ । ଜାତିଭିତ୍ତିକ ଜନଗଣନା, ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ଭାଗ ସ୍ଥାନ ସଂରକ୍ଷଣ ଦାବି କରି ଗାନ୍ଧୀ ମାର୍ଗରେ କଂଗ୍ରେସର ୨୪ଘଣ୍ଟିଆ ପ୍ରତିବାଦ ଜାରି ରହିଛି ।

ଯାଜପୁର କଳିଙ୍ଗନଗରରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୋହନ ମାଝୀ

ଶିଳ୍ପ ମୁହାଁ ସରକାର । ରାଜ୍ୟରେ ଶିଳ୍ପ ବିକାଶକୁ ଗୁରୁତ୍ବ ଦେଉଛନ୍ତି ମୋହନ ସରକାର । ଏହି ପରିପ୍ରେକ୍ଷୀରେ ଆଜି ଯାଜପୁର କଳିଙ୍ଗନଗରରେ ଶିଳ୍ପାନୁଷ୍ଠାନ ସମ୍ପ୍ରସାରଣ ପାଇଁ ନୂଆ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ୧୨ଟି ପ୍ରକଳ୍ପର ଶିଳାନ୍ୟାସ

ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ; ପ୍ରବଳ ବର୍ଷିବ

ଗୋଟିଏ ନଯାଉଣୁ ଆଉ ଏକ ଲଘୁଚାପ ଦାନା ବାନ୍ଧିଲାଣି। ଆସନ୍ତା୨୭ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୨୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ

ବାଲେଶ୍ୱରରେ ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ । ବାଲେଶ୍ବର ଭୋଗରାଇ ବ୍ଲକ୍‌ରେ ଘଟିଛି ଏଭଳି ଏକ ଲଜ୍ଜାଜନକ ଘଟଣା । ଏଠାରେ ଜଣେ ୧୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରି ହତ୍ୟା କରିଛନ୍ତି ଭୋଗରାଇ ଅଞ୍ଚଳର କିଛି ଅସାମାଜିକ ଯୁବକ । ଦୁଷ୍କର୍ମ ପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ

ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ବରରେ ଘରୋଇ ହସ୍ପିଟାଲରେ ଭର୍ତ୍ତି

ପୁଣି ଡରାଇଲାଣି କରୋନା । ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ବର୍ଷର ବ୍ୟବଧାନ ପରେ ଓଡ଼ିଶାକୁ କରୋନା ଫେରିଛି । ଭୁବନେଶ୍ବରରେ ଜଣେ ବୟସ୍କ ପୁରୁଷ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ ରାଜଧାନୀର ଏକ