Odia News Portal
Monthly Archives

May 2025

ଭୁବନେଶ୍ବର ନିକୋ ପାର୍କ ଲେକ୍‌ ଜୋନ୍‌ର ହେବ ବିକାଶ

ଭୁବନେଶ୍ବର ଲେକ୍‌ ଅଞ୍ଚଳର ବିକାଶ କରାଯିବ। ଏହି ଅଞ୍ଚଳରେ ଅତ୍ୟାଧୁନିକ ସୁବିଧା ସୁଯୋଗର ବ୍ୟବସ୍ଥା କରି ଏହାକୁ ଏକ ବିଶ୍ବସ୍ତରୀୟ ଆକର୍ଷଣୀୟ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି। ଏହାଦ୍ବାରା ରାଜ୍ୟର ରାଜଧାନୀ ଭାବେ ଭୁବନେଶ୍ବର

ପଞ୍ଚାୟତ ଉପ ନିର୍ବାଚନ ସ୍ଥଗିତ

ପଞ୍ଚାୟତ ଉପ-ନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ । ମୌସୁମୀ ପାଇଁ ପଞ୍ଚାୟତ ଉପ-ନିର୍ବାଚନ ସ୍ଥଗିତ ରହିଲା । ଜୁନ ୨୩ ତାରିଖରେ ଉପ-ନିର୍ବାଚନ ନେଇ ଆଜି ଘୋଷଣା ହୋଇଥିଲା । ୧୧୩୧ଟି ପଦ ପାଇଁ ଉପ-ନିର୍ବାଚନ ହୋଇଥାଆନ୍ତା ।ନିର୍ବାଚନ ପାଇଁ ଚଳିତ ମାସ ୨୦ ତାରିଖରୁ ଜୁନ୍ ୨୪ ଯାଏ

ଭଙ୍ଗାଯିବ ୪୧୦ ସରକାରୀ ଘର: ହେବ କ୍ୟାପିଟାଲ ରିଡେଭଲପମେଣ୍ଟ ପ୍ରକଳ୍ପ

ଭୁବନେଶ୍ୱରରେ ଭଡାରେ ଲାଗିଥିବା ସରକାର କ୍ୱାର୍ଟର୍ସରୁ ଉଚ୍ଛେଦ । ୟୁନିଟ ୨ ଅଞ୍ଚଳରେ ଜବରଦଖଲ କ୍ୱାର୍ଟର୍ସରୁ ଉଚ୍ଛେଦ ଜାରି ହୋଇଛି । ଲଗାତାର ଦ୍ୱିତୀୟ ଦିନରେ ମିଳିତ ସ୍କ୍ୱାଡ ପକ୍ଷରୁ ଉଚ୍ଛେଦ ଜାରି ରହିଛି । ୯୦ କ୍ୱାର୍ଟର୍ସ ବେଆଇନ ଭାବେ ଜବରଦଖଲ ହୋଇଛି କହିଲେ ସ୍କ୍ୱାଡ । ୧୧ଟି

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

ଛାତ୍ରଛାତ୍ରୀଙ୍କ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ବିଜ୍ଞାନ, ବାଣିଜ୍ୟ ଓ କଳା ଫଳ ପ୍ରକାଶିତ । ଏହା ସହିତ ଧନ୍ଦାମୂଳକ ପରୀକ୍ଷାଫଳ ବି ପ୍ରକାଶ ପାଇଛି । ଏଥର ୩

ସମ୍ଭାବ୍ୟ ପ୍ରସବ ତାରିଖର ୩ମାସ ପୂର୍ବରୁ, ପ୍ରସବ ଦିନର ୬ମାସ ମଧ୍ୟରେ ମାତୃତ୍ଵ ଛୁଟି

ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା। ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ମହିଳା ସରକାରୀ

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର। ରାଜ୍ୟର ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ୮୦ ପ୍ରତିଶତ ବା ତା’ଠାରୁ ଅଧିକ ଦିବ୍ୟାଙ୍ଗ ଏଣିକି ମାସକୁ ୩୫୦୦ ଟଙ୍କା ଭତ୍ତା ପାଇବେ। ହିତାଧିକାରୀଙ୍କୁ ଜୁନ୍ ମାସରୁ ମିଳିବ ଏହି ଭତ୍ତା। ଏନେଇ ସମସ୍ତ ଡିଏସଏସଓଏସଙ୍କୁ ରାଜ୍ୟ

ଦୁର୍ଦ୍ଦାନ୍ତ ମାଓନେତା ବସାବରାଜ ମୃତ : ୩୦ରୁ ଅଧିକ ମାଓବାଦୀ ସଫା

ଛତିଶଗଡ ବିଜାପୁରରେ ବଡ ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ଅତି କମରେ 30 ଜଣ ମାଓବାଦୀ ନିହତ ହୋଇଛନ୍ତି ଏବଂ ଗୁଳି ବିନିମୟ ସମୟରେ ଜଣେ ଯବାନ ମଧ୍ୟ ପ୍ରାଣ ହରାଇଛନ୍ତି। ବିଜାପୁରରେ ଦାନ୍ତେୱାଡା ଜିଲ୍ଲା ସୀମାରେ ସକାଳ ପ୍ରାୟ ୭ଟା ସମୟରେ ଗଙ୍ଗାଲୁର ଥାନା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଏକ

ଦଶହରା ପୂର୍ବରୁ କଲେଜ୍ ଇଲେକ୍ସନ୍, ମନ୍ତ୍ରୀ ଦେଲେ ଗ୍ରିନ୍‌ ସିଗନାଲ୍

କେବେ ହେବ ଛାତ୍ର ସଂସଦ ନିର୍ବାଚନ? ଏହି ପ୍ରଶ୍ନ ସବୁବେଳେ ଉଠିଆସୁଥିବା ବେଳେ କେବେ ହେବ କଲେଜ୍ ଇଲେକ୍ସନ୍ ସେନେଇ ଗ୍ରିନ୍ ସିଗନାଲ୍ ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ଦଶହରା ପୂର୍ବରୁ କ୍ୟାମ୍ପସ ନିର୍ବାସ ସରିବ ବୋଲି ସୂଚନା ଦେଇଛନ୍ତି ସୁରଜ ସୂର୍ଯ୍ୟବଂଶୀ । ମନ୍ତ୍ରୀ

୨୭ ମାଓବାଦୀ ସଫା 

ଛତିଶଗଡ  ବିଜାପୁରରେ ବଡ ଏନକାଉଣ୍ଟର ହୋଇଛି । ଏନକାଉଣ୍ଟରରେ ୨୭ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା  ମିଳିଛି । ନାରାୟଣପୁର  ଅବୁଝମାଡ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ମୃତକଙ୍କ ସଂଖ୍ୟା  ଆହୁରି ବଢିପାରେ ବୋଲି ସୂଚନା ମିଳୁଛି । ଏନେଇ  ସୂଚନା ଦେଇଛନ୍ତି ଛତିଶଗଡ ଗୃହମନ୍ତ୍ରୀ ।

ଗୁଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ରଖିବା କଥା ସ୍ୱୀକାର କଲେ ଜ୍ୟୋତି ମାଲହୋତ୍ରା

ପାକିସ୍ତାନ ସହ ଭିତିରି ସଂଯୋଗରେ ଥିବା ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ରଖିବା କଥା ସ୍ୱୀକାର କରିଛନ୍ତି। ଜ୍ୟୋତି କହିଛନ୍ତି ଯେ ସେ ନୂଆଦିଲ୍ଲୀରେ ପାକିସ୍ତାନୀ ହାଇକମିସନର ଅଧିକାରୀ ଦାନିଶଙ୍କ ସହ ନିୟମିତ ଯୋଗାଯୋଗରେ